ଭାଇରାଲ ଭିଡିଓ

୪୦୦ ବର୍ଷ ର ଇଛାଧାରୀ ନାଗୁଣୀ କୁ ଯେତେବେଳେ ମାରିଦେଲା ଟ୍ରକ୍ ଡ୍ରାଇଭର ସେତେବେଳେ ରାସ୍ତା ଉପରେ ଘଟିଲା ଆଶ୍ଚର୍ୟ୍ଯ ଜନକ ଘଟଣା Viral Video

ବିହାର ର ପାଟଣା ସହରରେ ହାଇୱେ ରେ ଜଣେ ଟ୍ରକ ଡ୍ରାଇଭର ଭୁଲ୍ ରେ ଗୋଟେ ନାଗସାପ କୁ ମାରିଦେଲେ।ତାପରେ ଯାହା ହେଲା ଶୁଣିଲେ ଆଶ୍ଚର୍ଯ୍ୟ ହେବେ।କିଛି ଦିନର କଥା ଛୋଟୁ ନାମ ର ଜଣେ ଟ୍ରକ ଡ୍ରାଇଭର ଥିଲେ।ସେ ବହୁତ୍ ବର୍ଷ ହେଲାଣି ଟ୍ରକ୍ ଚଲଉଥିଲେ।

ସକାଳ ୬ ଟା ବେଳେ ଛୋଟୁ ହାଇୱେ ରେ ଜିନିଷ ନେଇ ଯାଉଥିଲେ।ବହୁତ୍ ବଡ଼ ଜଙ୍ଗଲ ରେ ତାଙ୍କ ଗାଡ଼ି ଟି ଅଟକି ଗଲା।ସେ ଯେତେ ଚେଷ୍ଟା କରିଥିଲେ ଗାଡ଼ି ବିଲକୁଲ୍ ଗଲା ନାହିଁ।ସେ ଦେଖିଲେ ଯେ ତାଙ୍କ ଗାଡ଼ି ଚକା ତଳେ ଗୋଟେ ବଡ଼ ନାଗସାପ ମରିଯାଇଛି

କିନ୍ତୁ ସେ ଜାଣିନଥିଲେ ନାଗସାପ କୁ ମାରିଲା ବେଳେ ନାଗୁଣୀ ସବୁ ଦେଖୁଥିଲା।ତାପରେ ଗାଡ଼ି ଚାଲିଲା ନାହିଁ।ସେ ଜଣେ ମେକାନୀକ୍କୁ ଖୋଜିବାକୁ ଗଲେ।କିନ୍ତୁ ଖୋଜୁ ଖୋଜୁ ସନ୍ଧ୍ୟା ହୋଇଗଲା।ବାଟରେ ଗୋଟେ ଶବ୍ଦ ଶୁଣା ଗଲା।ସେ ଡରିଗଲେ।ସେ ଦେଖିଲେ ଘାସ ବୁଦା ଭିତରୁ ଗୋଟେ ନାଗୁଣୀ ବାହାରକୁ ଆସିଲା।

ଛୋଟୁ କୁ ତା ଲାଙ୍ଗୁଡ଼ରେ ଗୁଡେଇ ଦେଲା।ଛୋଟୁ ଭଗବାନ ଶିବଙ୍କୁ ଆରାଧନା କରିଲା।ଏବଂ କହିଲା ମହାଦେବ ମତେ ରକ୍ଷା କରନ୍ତୁ।ସେଠିକି ଜଣେ ସାଧୁ ଆସି ମନ୍ତ୍ର ପଢି ସେଇ ନାଗୁଣୀ କୁ କାବୁ କରିଦେଲେ।ତାପରେ ଛୋଟୁ ଓ ସେ ମୃ-ତ୍ୟୁ ସାପ ସହିତ କ୍ରିୟା କର୍ମ କରିଲେ।ସେ ସାପ ର ଆତ୍ମାକୁ ଶାନ୍ତି ମିଳିବ।

Leave a Reply

Your email address will not be published. Required fields are marked *