Special Report

ନାସା କଲା ବଡ଼ ଘୋଷଣା,୨୦୪୦ ସୁଦ୍ଧା ଚନ୍ଦ୍ରରେ ହେବ ଘର !

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।

ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏହି ଖବର ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଇପାରିବେ ।

ଚନ୍ଦ୍ର ପୃଷ୍ଠରେ ଘର କରିବାକୁ ଏବେ ଅନେକ କଥା ଆସୁଛି । ଆଉ ଚନ୍ଦ୍ର ପୃଷ୍ଠରେ ୨୦୪୦ ମସିହାରେ ଘର ହେବ ବୋଲି ନାସା କହିଛି । ଏନେଇ ନାସା ଅନେକ ସୂଚନା ମଧ୍ୟ ଦେଇଛି ।

ଆମେରିକାର ସ୍ପେସ ରିସର୍ଚ୍ଚ ନାସା ଅନେକ କଥା ଏବେ ଚନ୍ଦ୍ର ପୃଷ୍ଠକୁ ନେଇ ଦେଇଛି । ଆଉ ଏନେଇ ସେ ବୈଜ୍ଞାନିକମାନଙ୍କ ସହିତ କଥା ମଧ୍ୟ ହେଇଛି । ଏହି କାର୍ଯ୍ୟ ପାଇଁ ବ୍ୟବହୃତ ହେବ ୩ଡି ଭେଣ୍ଡର ।ଚନ୍ଦ୍ରରେ ଘର କରିବାକୁ ନେଇ ନାସା ଏବେ ଯୋଜନା କରିଛି ।

ନାସା ଚନ୍ଦ୍ରପୃଷ୍ଠରେ ରହି ସେଠାରେ ଘରଦ୍ୱାର କରି ମାନବ ସମ୍ବଳକୁ ବୃଦ୍ଧି କରିବାକୁ ଚାହୁଁଛି । ସେଥିପାଇଁ ସେ ବୈଜ୍ଞାନିକମାନଙ୍କ ସହିତ କଥା ହେଉଛନ୍ତି । ୨୦୪୦ ମସିହା ସୁଦ୍ଧା ଏହିସବୁ ପୂରଣ କରିବ ବୋଲି ନାସା ଭାବିଛି ।

ଏବେ ସବୁ ଦେଶର ନଜର ଚନ୍ଦ୍ର ଉପରେ । ଆଉ ନାସା ସବୁଠାରୁ ପ୍ରଥମେ ଚନ୍ଦ୍ର ବିଷୟରେ ତଥ୍ୟ ଦେଇଥିଲା । ନାସା ୩ଡି ଫିଲଟର ସାହାଯ୍ୟରେ ଅନେକ ତଥ୍ୟ ସାମ୍ନାକୁ ଆଣିଛି । ପଥର ଆଉ କଂକ୍ରିଟ ସାହାଯ୍ୟରେ ନାସା ଘର କରିବ ବୋଲି କହିଛି ।

ନାସା ପ୍ରାଇଭେଟ୍ କମ୍ପାନୀ ଏବଂ ବିଶ୍ଵ ବିଦ୍ୟାଳୟ ସହିତ ନିର୍ଣ୍ଣୟ ନେବ । ନାସାର ବୈଜ୍ଞାନିକମାନେ କହିଛନ୍ତି କି ସେ ଏହାକୁ ନିଶ୍ଚୟ ପୂରଣ କରିବେ । ଚନ୍ଦ୍ର ପୃଷ୍ଠରେ ଘର କରିବା ସତ ହେବ । ନାସା ଆଗାମୀ ବର୍ଷ ଚନ୍ଦ୍ର ପୃଷ୍ଠକୁ ୩ଡି ପ୍ରିଣ୍ଟର ପଠାଇବ ।

ଆଉ ଏହାଦ୍ବାରା ଅନେକ ତଥ୍ୟ ଜାଣିବ । ବର୍ତ୍ତମାନ ଏହାର ଟେଷ୍ଟିଂ କରାଯାଉଛି । ଆଉ ଏହା ସଫଳ ହେଲେ ଏହାକୁ ଚନ୍ଦ୍ର ପୃଷ୍ଠକୁ ପଠାଇବ ନାସା । ଏହି ମିଶନରେ ଚାରିଜଣ ମହାକାଶଚାରୀ ସାମିଲ ହେବାକୁ ଯାଉଛନ୍ତି । ଏବେ ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *