Special Report

ନବୀନଙ୍କୁ ନେଇ ତେଜିଲେ ସୁର ରାଉତରାୟ,କହିଲେ ନବୀନ ପାଣ୍ଡିଆନ ତମକୁ ଆଚାର କରି ଖାଇଦେବୁ !

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ପାଇବା ସହିତ ରାଜନୀତିକୁ ନେଇ ଆସୁଥିବା ଖବର ପାଇ ପାରୁଛନ୍ତି । ଏବେ ରାଜନୀତିକୁ ନେଇ କିଛି ଖବର ଆସିଛି ।

ଏହାସହ ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣକୁ ନେଇ ମଧ୍ୟ କିଛି ଖବର ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ସବୁ ଖବର ପାଇପାରିବେ । ଆପଣମାନେ ସମସ୍ତେ ତ ଜାଣିଥିବେ ଶ୍ରୀମନ୍ଦିରର ସୌନ୍ଧର୍ଯ୍ୟକରଣ ହେଉଛି । ଆଉ ଏହାକୁ ନେଇ ଏବେ ଖବର ଆସିଛି ।

ଆପଣମାନେ ସମସ୍ତେ କଂଗ୍ରେସ ଦଳର ନେତା ସୁର ରାଉତରାୟଙ୍କୁ ତ ଜାଣିଥିବେ । ଏହି ନେତା ଜଣକ ସବୁବେଳେ ତାଙ୍କ କଥା ପାଇଁ ଚର୍ଚ୍ଚାରେ ରୁହନ୍ତି । ଆପଣମାନେ ସମସ୍ତେ ଏବେ ଏହି ଭିଡିଓ ମାଧ୍ୟମରେ କଂଗ୍ରେସ ନେତା ସୁର ରାଉତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ

5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ନେଇ କିଛି କଥା କହିଛନ୍ତି । ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ମନ୍ଦିର ପରିକ୍ରମା ପରିକଳ୍ପନାକୁ ନେଇ ସେ କିଛି କଥା କହିଛନ୍ତି ।

ସେ କହିଛନ୍ତି କେବଳ ହିନ୍ଦୁମାନେ ଶ୍ରୀମନ୍ଦିର ଭିତରକୁ ଯିବେ । ଆଉ ଏହାଛଡା କେହି ଯାଇ ପାରିବେ ନାହିଁ । ଜାନୁଆରୀ ୧୭ ତାରିଖରେ ପୁରୀ ପ୍ରକଳ୍ପ ଉଦଘାଟନ ହେବ । ଆଉ ଏଠାକୁ ସମସ୍ତଙ୍କୁ ଯିବାକୁ j

କୁହାଯାଇଛି । ସମସ୍ତେ ଏହି ସମୟରେ ଯିବା କଥା ଆଉ ସମସ୍ତଙ୍କର ସେଥିରେ ଅଧିକାର ଅଛି । ପୂର୍ବ ସମୟରେ ଜାନକୀ ବଲ୍ଲଭ ପଟ୍ଟନାୟକ ଶ୍ରୀମନ୍ଦିରର ଅନେକ କାମ କରିଥିଲେ । ଆଉ ଅନେକ ନେତା ମଧ୍ୟ ପୁରୀ ବସଷ୍ଟାଣ୍ଡ ଏଭଳି ଅନେକ କାମ କରିଛନ୍ତି କିନ୍ତୁ ସେ କେବେ ସାବାସି ନେଇ ନାହାନ୍ତି ।

କିନ୍ତୁ ନବୀନ ଏଭଳି କଣ କରିଲେ ଯେ ସୌନ୍ଦ୍ୟର୍ଯ୍ୟକରଣ କଣ ବଦଳେଇ ଦେଲେ । ସେ କାହାକୁ କଉଠୀ ଲେଉଟାଇ ଦେଇଛନ୍ତି । ସେ ନିଜ ଟଙ୍କାରେ କଣ କରିଛନ୍ତି ବୋଲି କହିଛନ୍ତି ସୁର ରାଉତରାୟ । ସବୁ ଧର୍ମର ଲୋକଙ୍କୁ ଡାକିଛନ୍ତି କିନ୍ତୁ ସବୁ ଧର୍ମର ଲୋକ ଯାଇପାରିବେ ନାହିଁ । ଉଦଘାଟନ ଦିନ ଲୋକମାନେ କାହାକୁ ବି ଛାଡ଼ିବେ ନାହିଁ ।

ନବୀନ ପଟ୍ଟନାୟକ କି ପାଣ୍ଡିଆନ କାହାକୁ ବି ଛାଡ଼ିବେ ନାହିଁ ଆଚାର କରି ଖାଇଦେବେ ବୋଲି ସେ କହିଛନ୍ତି । ବିଜେଡି ବିଜେପି ଦୁଇଭାଇ ବୋଲି କହିଥିଲେ । ନବୀନ ମୋଦି କେହି କାହାର କ୍ଷତି କରିବେ ନାହିଁ । ଏଭଳି ଅନେକ କଥା କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ।

Leave a Reply

Your email address will not be published. Required fields are marked *