ଭାଇରାଲ ଭିଡିଓ

ପାଠ ପଢ଼ିବାକୁ ଆସି ହଷ୍ଟେଲରେ ମଦ ପିଇ କରିଦେଲେ ଏପରି କାମ,ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ!

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ ଯାହାକୁ ଆମେ ମାନେ ମଧ୍ୟ ଦେଖୁ ଏବଂ ତାପରେ ଲାଇକ୍ ବା ସେୟାର ମଧ୍ୟ କରିଥାଉ।

ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।

କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ।

ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହୋଇଯାଉଛି। କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ବା ହଷ୍ଟେଲରେ ରହୁଥିବା ଝିଅମାନେ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ। ତେବେ ବନ୍ଧୁଗଣ ମଦ୍ୟପାନ ଆଜିର ଯୁବପୀଢ଼ିଙ୍କ ପାଇଁ ଏକ ବଡ଼ ଅଭିଶାପ।

ମ-ଦ୍ୟପାନ ପରି ଏକ କୁଅଭ୍ୟାସ କାରଣରୁ ଅନେକ ଯୁବକ, ଯୁବତୀ ତଥା ବୟସ୍କଙ୍କର ଜୀବନ ଅକାଳରେ ଚାଲିଯିବା ସହିତ ଅନେକ ସଂସାର ଉଜୁଡ଼ି ଯାଉଛି। ମଦ ଆମ ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇବା ସହିତ ଆମର ମସ୍ତିଷ୍କକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ହଷ୍ଟେଲ ଯୁବତୀଙ୍କ ଭିଡିଓ ସାମ୍ନାକୁ ଆସିଛି। ଯାହାକି ହଷ୍ଟେଲ ରେ କିଛି ଯୁବତୀ ରହୁଥିବା ସମୟରେ ଏଭଳି ଦୃଶ୍ୟ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଉକ୍ତ ଝିଅମାନେ ହଷ୍ଟେଲ ରିମ୍ ଭିତରେ ମ-ଦ ନିଶାରେ ଅଛନ୍ତି।

ଏବଂ ସେମାନଙ୍କର ଏଭଳି ମଦ ପିଇଥିବାର ଦୃଶ୍ୟ ଉପସ୍ଥିତ ଏକ ଯୁବତୀ ମଧ୍ୟ ନିଜ ମୋବାଇଲ୍ ରେ କଏଦ କରିଛନ୍ତି। ଏବଂ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର ମଧ୍ୟ କରିଛନ୍ତି। ତେବେ ଏହିପ୍ରକାର କାର୍ଯ୍ୟ ନିନ୍ଦନୀୟ ଏବଂ ପରିବେଶକୁ ମଧ୍ୟ ଖରାପ ପ୍ରଭାବ ପକାଉଛି।

https://youtu.be/zapukANa6_Y?si=ybLcHbvwt0EqV3Cl

ଆଜିର ଯୁବପିଢି ମାନେ ଏହି ସବୁ କାର୍ଯ୍ୟରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ। ତେବେ ଆଜିର ସମୟରେ ଏହି ପରି ବିଭିନ୍ନ ଘଟଣା ଦେଖିବାକୁ ମିଳୁଛି। ତେବେ ବନ୍ଧୁଗଣ ଏହି ଭିଡିଓ ଦିନକୁ ଦିନ ଖୁବ ଭାଇରାଲ୍ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *