ମହିଳା ଙ୍କୁ Naveen Pattnaik ଦେଲେ ନୂଆ ବର୍ଷ ଭେଟି ସବୁ ମହିଳା ପାଇବେ ଟଙ୍କା

ଗାଁରେ ଏବେ ମିଶନ ଶକ୍ତି ବ୍ୟାଙ୍କ ଓ ପୋର୍ଟାଲ୍ ରେ ମିଳିବ ବହୁତ୍ ପ୍ରକାର ଲାଭ।ଗାଁରେ ଏ ସେ ଜି ବ୍ୟାଙ୍କ ହେବ।ମା ମାନଙ୍କୁ ମିଳିବ ଏହି ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ ଯୋଗାଇ ଦିଆଯାଇପାରିବ ବୋଲି ମୁଖ୍ୟ ମନ୍ତ୍ରୀ କହିଛନ୍ତି।ସରକାରଙ୍କ ଠୁ ମହିଳା ମାନଙ୍କୁ ଋଣ ବ୍ୟବସ୍ଥା ରୁ ମଧ୍ୟ ସୁବିଧା ରହିଛି।

ପ୍ରଥମ ପର୍ଯ୍ୟରେ ସରକାରଙ୍କ ତରଫରୁ ଅଂଶ ଗ୍ରହଣ କରୁଥିବା ମହିଳା ମାନେ ବିଭିନ୍ନ ସୁବିଧା ସୁଯୋଗ ପାଇବେ।୬ ହଜାର କୋଟି ଟଙ୍କା ଋଣ ମଧ୍ୟ କରାଯାଇଥିଲା।ସରକାରଙ୍କ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଯୋଜନା ମଞ୍ଜୁର କରାଯାଇଛି।କର୍ମଚାରୀ ମାନଙ୍କ ନିର୍ଦ୍ଧିଷ୍ଟ ପୋଷାକ ରହିବ।

ବିଭିନ୍ନ କାମ କରିବା ପାଇଁ ୧ କୋଟି ଟଙ୍କାର ପୋଷାକ ପ୍ରତେକ ଜିଲ୍ଲାକୁ ପ୍ରଦାନ କରାଯିବ ବୋଲି କହିଛନ୍ତି।ମହିଳା ମାନଙ୍କ ଉନ୍ନତି ପାଇଁ ସରକାର ମିଶନ ଶକ୍ତି ପ୍ରୟାସ ଜାରି ରଖିଛନ୍ତି।ମହିଳା ମାନଙ୍କ ଉନ୍ନତି ବିନା ଉନ୍ନତି ହେବା ଅସମ୍ଭବ।ମହିଳା ମାନଙ୍କୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହିତ ମିଳିପାରିବ।

ସରକାରଙ୍କ ଏହି ଯୋଜନା ପରେ ବର୍ତ୍ତମାନ ୨୧ ରୁ ଉକ୍ତ ବିଭାଗ ମହିଳା ଉନ୍ନତି କାର୍ଯ୍ୟ କାରୀ କରୁଛନ୍ତି।ତେବେ ସରକାରଙ୍କ ଏହି ଯୋଜନା ମାଧ୍ୟମରେ ବର୍ତ୍ତମାନ ଅନେକ ମହିଳା ସବଲମ୍ବି ହୋଇପାରିଛନ୍ତି।ସରକାରଙ୍କ ଯୋଜନାକୁ ଲୋକମାନେ ବର୍ତ୍ତମାନ ଅଧିକ ପ୍ରଶଂସା କରୁଛନ୍ତି।

https://youtu.be/Ms0YAmXkb2w

Leave a Comment