ରାଜ୍ୟ ଖବରଭାଇରାଲ ଭିଡିଓ

ସିଂହ ସହିତ ଲ-ଢେ-ଇ କଲା ନେଉଳ, ଭିଡିଓରେ ଦେଖନ୍ତୁ ଜଙ୍ଗଲର ରାଜା ସହିତ କିପରି ପଙ୍ଗା ନେଲା

ଆପଣ ସାପ ଏବଂ ନେଉଳର ଶ-ତ୍ରୁ-ତା ବିଷୟରେ ତ ନିଶ୍ଚୟ ଶୁଣିଥିବେ | ଅନେକଥର ଦୁହିଁଙ୍କର ଜବରଦସ୍ତ ଲ-ଢେ-ଇ ମଧ୍ୟ ଦେଖିଥିବେ | କିନ୍ତୁ ବୋଧହୁଏ ଆପଣ କେବେ କୌଣସି ନେଉଳକୁ ସିଂହ ସହିତ ପଙ୍ଗା ନେଉଥିବାର ଦେଖିନଥିବେ | କାରଣ ନେଉଳ ସାପ ସହିତ ଲଢେଇରେ ହିଁ ଜିତିପାରେ, କିନ୍ତୁ ସେ ସିଂହ ସହିତ କିପରି ପଙ୍ଗା ନେଇପାରିବ | କିନ୍ତୁ ସୋସିଆଲ ମିଡିଆରେ ଆମକୁ ଏପରି ଏକ ଭିଡିଓ ଦେଖିବାକୁ ମିଳିଲା | ଯେଉଁଥିରେ ନେଉଳ ସାପ ସହିତ ନୁହେଁ ବରଂ ସିଂହ ସହିତ ଲଢେଇ କରୁଛି |

ସିଂହମାନେ ବହୁତ ଚେଷ୍ଟା କରନ୍ତି ନେଉଳକୁ ଯେକୌଣସି ପ୍ରକାରେ ମା-ରି-ବା-ପା-ଇଁ, କିନ୍ତୁ ନେଉଳ ଅଧିକ ଶବ୍ଦ କରି ସିଂହମାନଙ୍କ ସହିତ ଲଢେଇ କରେ | ସିଂହମାନେ ନେଉଳ ଉପରେ ଆ-କ୍ର-ମ-ଣ କରିବାକୁ ଚେଷ୍ଟା କରିବାମାତ୍ରେ ନେଉଳ ଡେଇଁପଡ଼ି ସିଂହ ମୁହଁକୁ କାମୁଡ଼ିବାପାଇଁ ଚେଷ୍ଟା କରେ | ଯାହାଦ୍ୱାରା ସିଂହ ଡରିଯାଏ ଏବଂ ପଛକୁ ହଟିଯାନ୍ତି | କିନ୍ତୁ ସିଂହମାନେ ନେଉଳକୁ ମାରିବାପାଇଁ ବାରମ୍ବାର ଆଗକୁ ବଢନ୍ତି, ତେବେ ନେଉଳ ମଧ୍ୟ ସବୁ ଥର ସେମାନଙ୍କୁ ଜବାବ ଦେଇଥାଏ |

ଭିଡିଓରେ ଆପଣ ଦେଖିପାରିବେ ଯେ ଥରେ ତ ନେଉଳ ଏତେ ସାହସର ସହିତ ସିଂହମାନଙ୍କ ପଛରେ ପଡ଼ିଯାଏ ଯେ ସିଂହ ଡରିଯାଇ ସେଠାରୁ ପଳାଇବାକୁ ଲାଗନ୍ତି, କିନ୍ତୁ ଗୋଟିଏ ସିଂହ ସାହସ କରି ନିଜ ପାଦରେ ନେଉଳକୁ ଧରିବାପାଇଁ ଚେଷ୍ଟା କରିଥାଏ, କିନ୍ତୁ ନେଉଳ ଡେଇଁ ପଡି ତାର ପାଟିକୁ ଧରିବାକୁ ଚାହେଁ, ଠିକ ସେତିକିବେଳେ ସିଂହ ଡ-ରି-ଯା-ଇ ପଛକୁ ହଟିଯାଏ ଏବଂ ନିଜ ଜୀବନ ବଞ୍ଚାଇ ଦିଏ | ଭିଡ଼ିଓର ଶେଷ ପର୍ଯ୍ୟନ୍ତ ସିଂହ ଏବଂ ନେଉଳର ଲଢେଇ ଜାରି ରହିଥାଏ, କିନ୍ତୁ ନେଉଳ ହାର ମାନିବାକୁ ପ୍ରସ୍ତୁତ ହେଉନଥାଏ |

ଏହି ଭିଡିଓକୁ ଟ୍ୱିଟରରେ ସେୟାର କରାଯାଇଛି | ଯାହାକୁ ବର୍ତ୍ତମାନ ସୁଦ୍ଧା ୬୯ ହଜାର ୫୦୦ ରୁ ଅଧିକଥର ଦେଖାଗଲାଣି |ସେହିପରି ୧୧୦୦ରୁ ଅଧିକ ଲାଇକ ମଧ୍ୟ ଏହି ଭିଡିଓକୁ ମିଳିସାରିଛି | ଏହାବ୍ୟତୀତ ୧୯୧ଟି ରିଟ୍ୱିଟ ମଧ୍ୟ ଏହି ଭିଡିଓକୁ ମିଳିଛି | ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କୌଣସି ଏକ ପଡିଆରେ ଗୋଟିଏ ନେଉଳ ଦୁଇଟି ସିଂହମାନଙ୍କ ମଧ୍ୟରେ ଫସିଯାଇଛି | ଦୁଇ ସିଂହ ନେଉଳ ଉପରେ ଆ-କ୍ର-ମ-ଣ କରି ତାକୁ ନିଜର ଶି-କା-ର କରିବାପାଇଁ ଚେଷ୍ଟା କରୁଛନ୍ତି | କିନ୍ତୁ ସାପ ଭଳି ଖତରନାକ ଜୀବକୁ ମା-ରି ଖାଉଥିବା ଛୋଟ ନେଉଳ ଦୁଇ ସିଂହମାନଙ୍କ ଉପରେ ମଧ୍ୟ ଆ-କ୍ର-ମ-ଣ କରେ, ଯେଉଁଥିପାଇଁ ସିଂହ ଡରିଯାନ୍ତି | କିନ୍ତୁ ଜଙ୍ଗଲର ରାଜା ଏମିତି ଛୋଟ ଜୀବର ଆ-କ୍ର-ମ-ଣ-ରେ ଡ-ରି-ଯା-ଇ ପଳାଇବା ଜନ୍ତୁ ନୁହଁନ୍ତି |

Leave a Reply

Your email address will not be published. Required fields are marked *