ରାଜ୍ୟ ଖବର

ଆସିଲା ନୂଆ ଯୋଜନା,ଏହି ଲେବର କାର୍ଡ ଥିଲେ ମିଳିବ ୧୫ ହଜାର ଟଙ୍କା ଆଉ ସାଇକଲ..

ଆମ ଦେଶ ରେ ଗଣତନ୍ତ୍ର ଶାସନ ଚାଲିଥାଏ । ଲୋକ ମାନଙ୍କ ଦ୍ୱାରା ଶାସନ ବ୍ୟବସ୍ଥା କରାଯାଇଥାଏ । ତେବେ ଆମ ରାଜ୍ୟର ସରକାର ଲୋକ ମାନଙ୍କ ସୁବିଧା ପାଇଁ ବହୁତ କିଛି ଯୋଜନା ପ୍ରଣୟନ କରିଥାନ୍ତି । ସବୁ ଯୋଜନା ଯେମିତି ଠିକ ଭାବରେ ଲୋକ ମାନେ ପାଇପାରିବେ ତାର ମଧ୍ୟ ତଦାରଖ କରାଯାଏ । ଆପଣ ଲୋକ ମାନଙ୍କୁ ଦିଆ ଯାଉଥିବା ବିଭିନ୍ନ ସରକାରୀ ସୁବିଧା ସମ୍ପର୍କରେ ଜାଣନ୍ତି । ଆପଣ ମାନେ ଶ୍ରମିକ ମାନଙ୍କ ହୋଇଥିବା ନୂଆ ଯୋଜନା ସମ୍ପର୍କରେ ଆସନ୍ତୁ ଜାଣିବା।

 

ଆମ ରାଜ୍ୟ ସରକାର କରିବା ବିଭିନ୍ନ ଯୋଜନା ଭିତରେ ଏବେ ଶ୍ରମିକ ଯୋଜନା ମଧ୍ୟ କରାଯାଇଛି । ଏହି ଯୋଜନା ସବୁ ଶ୍ରମିକ ମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦେବାର ବ୍ୟବସ୍ଥା କରାଯାଉଛି । ତେବେ ଏହି ଯୋଜନା ଅନ୍ତରଭୁକ୍ତ ପାଇଁ ଜଣେ ଶ୍ରମିକ ହେବା ଆବଶ୍ୟକ । ତେବେ ଆପଣ ଯଦି ଏହି ଲେବର କାର୍ଡ ପାଇଁ ଆବେଦନ କରିବାକୁ ଚାହୁଁ ଛନ୍ତି ତାହେଲେ ଆପଣ ଅନଲାଇନ ରେ ହିଁ କରିବାକୁ ହେବ । ଆପଣ ମାନେ ନିଜ ଫୋନ ରେ ବ୍ରାଉଜର ରେ ଲେବର କାର୍ଡ ଓଡିଶା ସର୍ଚ୍ଚ କରି ଓପନ କରି ପାରିବେ ।

 

ଏବଂ ଏହାକୁ ଓପନ କରି ଆପଣ ସବୁ ସୂଚନା ପଢୁ ଆପଣଙ୍କ ନାଁ ତଥା ସେଠାରେ ମାଗୁଥିବା ସମସ୍ତ ଡିଟେଲସ ଦେଇ ନିଜ ନାମ ରେ ଶ୍ରମିକ କାର୍ଡ କରିପାରିବେ । ତେବେ ଏହି ଯୋଜନା ରେ ଆପଣ ଅନ୍ତର୍ଭୁକ୍ତ ହୋଇପାରିଲେ ବିଭିନ୍ନ ସୁବିଧା ସୁଯୋଗ ପାଇପାରିବେ । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ତଥା ଶାରୀରିକ ଅସୁସ୍ଥତା ସମୟରେ ଏହି କାର୍ଡ କୁ ବ୍ୟବହାର କରି ଆପଣ ମାନେ ସରକାର ଙ୍କ ଠାରୁ ବିଭିନ୍ନ ସୁବିଧା ଓ ସହାୟତା ପାଇ ପାରିବେ । ତେବେ କେହି ଜଣେ ଯେମିତି ଏହି ଯୋଜନା ର ଭୁଲ ଫାଇଦା ନ ଉଠେଇବେ ତାର ମଧ୍ୟ ଯାଞ୍ଚ ହେବ ।

ଆପଣ ମାନେ ଅନଲାଇନ ରେ ଫର୍ମ ଡ଼ିପୋଜିଟ କଲା ପରେ ସମସ୍ତ ବିବରଣୀ ସତ୍ୟ କି ନାହିଁ ତାର ମଧ୍ୟ ଯାଞ୍ଚ କରାଯିବ । ଆମ ଦେଶ ରେ ସବୁ ବର୍ଗ ର ଲୋକ ଅଛନ୍ତି ତେବେ ସମସ୍ତେ ଭଲ ରେ ରହିବା ର ଆବଶ୍ୟକତା ରହିଛି । ତେଣୁ ସରକାର ସବୁବେଳେ ସବୁ ଲୋକ ଙ୍କ ସୁବିଧା ସୁଯୋଗ କୁ ନଜର ରେ ରଖି ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ମାନ କରିଥାନ୍ତି । ଏହା ବହୁତ ପ୍ରଶଂସନୀୟ ପଦକ୍ଷେପ ଅଟେ ।

Leave a Reply

Your email address will not be published. Required fields are marked *