ଭାଇରାଲ ଭିଡିଓ

ସିଂହ ପଶିଲେ Petrol Pump ଭିତରେ ଦେଖନ୍ତୁ Cctv Camera ରେ କଏଦ ହେଲା Visual କିପରି ଖୁଲମ ଖୁଲା ବୁଲୁଛନ୍ତି ସିଂହ

ବନ୍ଧୁଗଣ ଆପଣ ସିଂହ ମାନଙ୍କୁ ଦେଖିଥିବେ ଅନେକ ଜୁ ମାନଙ୍କରେ କିନ୍ତୁ ଆପଣ ଜାଣିଛନ୍ତି କି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚାର ବିଷୟରେ ଆସିଛି ସିଂହ ପେଟ୍ରୋଲ ପମ୍ପ ରେ ଖୁଲମ ଖୁଲା ବୁଲୁଥିବାର ଦୃଶ୍ୟ l

ତେବେ ଏହି ଦୃଶ୍ୟଟି ଗୁଜୁରାଟ ରାଜ୍ୟରେ ଦେଖା ଯାଇଛି ଗୁଜୁରାଟ ର ଏକ ଜନ ଗହଳି ପେଟ୍ରୋଲ ପମ୍ପ ରେ ସିଂହ ମାନେ ନିର୍ଭୟରେ ଚଲା ବୁଲା କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି l

ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କିପରି ଏପରି ଚଳପ୍ରଚଳ ସ୍ଥାନରେ ସିଂହ ମାନେ କେଉଁଠୁ ଆସିଲେ ଏବଂ କେହି ଦେଖିପାରିଲେ ନାହିଁ l ସିଂହମାନଙ୍କ ସଂଖ୍ୟା ସିସିଟିଭି ରେ ୫ ଜଣ ବୋଲି ଦେଖା ଯାଇଥିଲା l

ତେବେ ସ୍ଥାନିୟ ଅଞ୍ଚଳରେ ଲୋକ ମାନେ କହୁଛନ୍ତି ଯେ ସିଂହ ମାନେ ରାତି ହେବା ଦ୍ୱାରା ପାଖ ଜଙ୍ଗଲ ରୁ ଆସିଥାଇ ପାରନ୍ତି ଏବଂ ଫେରିବାର ବାଟ ନ ପାଇ ପେଟ୍ରୋଲ ପମ୍ପ ଭିତରେ ପଶିଯାଇଥିବେ ବୋଲି ଅନୁମାନ କରାଯାଉଛି l

ତେବେ ଅନ୍ୟ ପକ୍ଷରେ ପେଟ୍ରୋଲ ପମ୍ପଠାରୁ ଜଙ୍ଗଲଟି ଦଶ କିଲୋମିଟର ଦୂର ରେ ଥିବାର ଜଣାଯାଇଛି l ତେବେ କିପରି ସିଂହ ମାନେ ଏପରି ଏତେଦୂର ଆସିଲେ ଏବଂ କେହି ମଧ୍ୟ ଦେଖି ପାରିଲେ ନାହିଁ ତାହାନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି l

Leave a Reply

Your email address will not be published. Required fields are marked *