ଏମିତି ବି ଆସିପାରେ ଜୀବନ ପ୍ରତି ବିପଦ vidio ଦେଖିଲେ ଛାତି ଥରି ଉଠିବ ଦେଖନ୍ତୁ ଏହି ଭାଇରାଲ ଭିଡିଓ

ମୁହୂର୍ତ୍ତ ଭିତରେ ଖୁସିର ମାହଲ୍ ବଦଳିଗଲା।ୱାଟର ଫଲ ରେ ହଠାତ୍ ଜଳ ସ୍ତର ବଢ଼ିଗଲା।ବେଳେବେଳେ ବେଳା ଖରାପ ହେଲେ ମଜା ଆମ ପାଇଁ ସଜା ପାଲଟି ଯାଏ।ଦେଖୁଥିଲେ ଜିବନ ପ୍ରତି ବିପଦ ଆସିଯାଏ।

ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।ଜଣେ ବ୍ୟକ୍ତି ତାଙ୍କ ମୋବାଇଲ ରେ ରେକର୍ଡ କରିଛନ୍ତି।ଏହି ଘଟଣାଟି ଘଟିଛି ତାମିଲନାଡୁର ସାଲେନ୍ ଜିଲ୍ଲାରେ ହୋଇଛି।ଏହି ୱାଟର ଫଲ୍ ରେ ମଜା ନେବା ପାଇଁ ବହୁତ ଲୋକ ଆସିଥିଲେ।

ଉପର ମୁଣ୍ଡରେ ବର୍ଷା ଯୋଗୁ ୱାଟର ଫଲ ରେ ହଠାତ୍ ଜଳ ସ୍ତର ବଢ଼ିଗଲା।ସ୍ତିଥି ଏମିତି ଗମ୍ଭୀର ହୋଇଗଲା ଯେ ଜଣେ ମହିଳା କୁନି ଛୁଆକୁ ଧରି ବୁଲୁଥିବା ବେଳେ ପ୍ରବଳ ଜଳ ସ୍ରୋତ ବା ପଥରରେ ଫସି ରହିଗଲେ।

ଜଳ ପ୍ରପାତ ରେ ଏତେ ଜୋରେ ପାଣି ଆସୁଥିଲା ଯେ ସେଥିରୁ ରକ୍ଷା ପାଇବା ସହ ନିଜ ପିଲାକୁ ବଞ୍ଚାଇବା ମହିଳାଙ୍କ ପକ୍ଷେ ସମ୍ଭବ ନଥିଲା।କଥାରେ ଅଛି “ଯାହାକୁ ରଖିବେ ଅନନ୍ତ,କି କରିପାରେ ବଳବନ୍ତ”।ସେହି ସମୟରେ ସୁରକ୍ଷା କର୍ମୀ ମାନେ ମା ଏବଂ ଛୁଆକୁ ବଞ୍ଚାଇବା ପାଇଁ ଆସିଗଲେ।

ଉଦ୍ଧାରକାରୀ ଦଳ ବହୁତ୍ ସାହସ ଦେଖାଇ ନିଜ ଜୀବନକୁ ବାଜି ଲଗାଇ ମା ଓ ଛୁଆର ଜୀବନ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ।ଏବଂ ଶେଷରେ ମା ଏବଂ ଛୁଆକୁ ବଞ୍ଚାଇବାରେ ସଫଳ ହେଲେ।

କିନ୍ତୁ ଯେଉଁ ଉଦ୍ଧାରକାରୀ ମାନେ ବଞ୍ଚାଇଥିଲେ ତାଙ୍କ ବେଳକୁ ସ୍ତିଥୀ ବଦଳିଗଲା।ରସି ଟି ଛିଣ୍ଡିଗଲା ଏବଂ ଉଦ୍ଧାରକାରୀ ମାନଙ୍କ ଗୋଡ଼ ଖସିଗଲା।

କିଛି ସମୟ ଭିତରେ ପାଣି ର ସୁଅ ରେ ଭାସିଗଲେ।ଲୋକମାନଙ୍କୁ ବହୁତ ବ୍ୟଥିତ କରିଥିଲା।କିନ୍ତୁ ଭଗବାନ ଏତେ ବି ନିଷ୍ଠୁର ହେବେ ନାହିଁ। ସେମାନଙ୍କୁ ବଞ୍ଚାଇଦେଲେ ,ସେ ସୁରକ୍ଷିତ ଭାବରେ କୂଳକୁ ପଳେଇ ଆସିଥିଲେ।

Leave a Comment

Your email address will not be published. Required fields are marked *

Scroll to Top