ରାଜ୍ୟ ଖବର

Tapswini ରାଗି ଭାଇରାଲ କଲେ ନିଜ ଭୂର୍ଣ ହ-ତ୍ୟା visual ଦେଖନ୍ତୁ ସମ୍ପୂର୍ଣ ଭିଡିଓ ଏବଂ ମତାମତ ଦିଅନ୍ତୁ

ଗତ କାଲି ରାତିଠାରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ରେ ତପସ୍ୱିନୀ ଏବଂ ସୁମିତ ଙ୍କ କଥା ବାର୍ତ୍ତା ସାମ୍ନାକୁ ଆସିଥିଲା ।

ଭିଡିଓ ରେ ସୁମିତ ଙ୍କ ସହ ତପସ୍ୱିନୀ ଙ୍କ ବାର୍ତ୍ତାଳାପ କିଛି ଠିକ୍ ନଥିବାର ଦେଖା ଯାଇଥିଲା । ଏହି ଭିଡିଓ ଦେଖିବା ପରେ ତପସ୍ୱିନୀ ଙ୍କ କିଛି ଶୁଭ ଚିନ୍ତକ ମଧ୍ୟ ତାଙ୍କୁ ସନ୍ଦେହ ଦୃଷ୍ଟି ରେ ଦେଖିଆସୁଥିଲେ ।

ଭିଡ଼ିଓ ରେ ତପସ୍ୱିନୀ ଙ୍କ ସୁମିତ ଙ୍କ ପ୍ରତି ଦୁର୍ବ୍ୟବହାର ଦେଖା ଦେଇଥିଲା ଏବଂ ସୁମିତ ତାଙ୍କୁ ଅନ୍ୟ କେଉଁ ସଞ୍ଜୀବ ଙ୍କ ସହ ଚାଟ କରୁଥିବାର ମଧ୍ୟ କହିଥିଲେ । ଏବଂ କୌଣସି କଥାରୁ ତପସ୍ୱିନୀ ସୁମିତ ଙ୍କୁ କହିଥିଲେ ୮ ଲକ୍ଷ ଟଙ୍କା ଦେଇଦିଅ ଡିଭର୍ସ ଦେଇଦେବି ।

ତେବେ ଏହାକୁ ସମ୍ପୂର୍ଣ ରୂପେ ଖଣ୍ଡନ କରିଛନ୍ତି ତପସ୍ୱିନୀ । ତପସ୍ଵିନୀ ଙ୍କ କହିବା ଅନୁଯାୟୀ ଏହି ଭିଡିଓ ଏକ ବର୍ଷ ତଳର ଏବଂ ୮ ଲକ୍ଷ ଟଙ୍କା ତାଙ୍କ ଘରେ ବାପା ଗାଈ ଫାର୍ମ ବିକି ସୁମିତ ଙ୍କୁ ଦେଇଥିଲେ ତପସ୍ୱିନୀ ଙ୍କୁ ଏମ ବି ଏ କରିବା ପାଇଁ ।

ମାତ୍ର ତପସ୍ୱିନୀ ଙ୍କୁ ଶାଶୁଘର ଲୋକେ ଏମ ବି ଏ କରେଇ ନଥିଲେ ସେଥିପାଇଁ ସେ କହିଥିଲେ ଡିଭର୍ସ ପୂର୍ବରୁ ମୋ ୮ ଲକ୍ଷ ଟଙ୍କା ଫେରାଇ ଦିଅ ।

 

ଏହା ହିଁ ଘଟଣା ର ପ୍ରକୃତ ସତ୍ୟତା ଏବଂ ସଞ୍ଜୀବ ବୋଲି କେହି ନାହାନ୍ତି । ଏହି ସମ୍ପର୍କ ରେ ଆପଣଙ୍କ ମତାମତ କଣ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *