ରାଜ୍ୟ ଖବର

ବାଇକରେ ବୃଦ୍ଧ ବ୍ୟକ୍ତି କଲେ ଜବରଦସ୍ତ ଷ୍ଟଣ୍ଟ, ଭାଇରଲ ହେଲା ଭିଡିଓ, ଯିଏ ବି ଦେଖିଲା ଚକିତ ହୋଇଗଲା !

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭାଇରଲ ହୋଇଥାଏ | କେହି କେହି କିଛି ଭଲ କଥା କହି ତ ଆଉ କେହି କେହି ନିଜର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ନିଆଁ ପରି ଭାଇରଲ ହୋଇଥାନ୍ତି | କିନ୍ତୁ ଆଜି ଆମେ ପଣଙ୍କୁ ଏମିତି ଏକ ଭାଇରଲ ଭିଡିଓ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶର୍ଯ୍ୟ ହୋଇଯିବେ | ତେବେ ଆସନ୍ତୁ ଦେଖିବା ସେହି ଭିଡିଓ କୁ |

ଦେଖନ୍ତୁ ଭିଡିଓ :-

ବର୍ତ୍ତମାନ ହରିଦ୍ୱାରର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି | ଏହି ଭିଡିଓକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ତ ଆଉ କିଛି ଲୋକ ଅସନ୍ତୁଷ୍ଟ ହେଉଛନ୍ତି | ବାସ୍ତବରେ, ଏହି ଭିଡିଓରେ ଜଣେ ବୃଦ୍ଧ ବ୍ୟକ୍ତି ବାଇକରେ ବସି ଜବରଦସ୍ତ ଷ୍ଟଣ୍ଟ କରୁଛନ୍ତି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି | ବର୍ତ୍ତମାନ ଏହି ବୃଦ୍ଧ ବ୍ୟକ୍ତିଙ୍କୁ ପୋଲିସ ଖୋଜୁଛି | ଆପଣ ମଧ୍ୟ ଏହି ଭାଇରଲ ହେଉଥିବା ଭିଡିଓରେ ଦେଖନ୍ତୁ ବୃଦ୍ଧ ବ୍ୟକ୍ତିଙ୍କ ଆଶ୍ଚର୍ଯ୍ୟଜନକ ବାଇକ ଷ୍ଟଣ୍ଟ | ଅଧିକ ସୂଚନା ପାଇଁ ନିଜେ ଭିଡିଓରେ ଦେଖିନିଅନ୍ତୁ |

 

Leave a Reply

Your email address will not be published. Required fields are marked *