ଦେଶ ଦୁନିଆ

ଓଡ଼ିଶା ର ନାଁ ରଖିଲା କଳାହାଣ୍ଡି ଝିଅ, ଜିତିଲା ବେଷ୍ଟ୍ ମେକଅପ ଆର୍ଟିଷ୍ଟ ର ଆୱାର୍ଡ଼

ସମସ୍ତଙ୍କୁ ସଜେଇ ହେବାକୁ ଭଲ ଲାଗେ । ବିଶେଷ କରି ମହିଳା ମାନଙ୍କୁ ସଜେଇ ହେବା ବହୁତ ପସନ୍ଦ ହୋଇଥାଏ । ତେବେ ସବୁ ଜାଗାରେ ବିୟୁଟି ପାଲର ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ଏମିତି କିଛି ଖବର ।

ସୁନ୍ଦର ଦେଖାଯିବା ସମସ୍ତଙ୍କୁ ବହୁତ୍ ଇଚ୍ଛା ଥାଏ । ବିୟୁଟି ପାଲର କରି ବହୁତ ମହିଳା ନିଜକୁ ବହୁତ ଆଗକୁ ନେଇପାରିଛନ୍ତି । ବହୁତ ମହିଳା ନିଜକୁ ସେଲ୍ଫ ଇଣ୍ଡିପେଡେଣ୍ଟ କରିପାରିଛନ୍ତି । ଆଜି କା ସମୟରେ ଝିଅ ଓ ପୁଅ ସମସ୍ତେ ସମାନ । ସବୁ କ୍ଷେତ୍ର ରେ ଝିଅ ମାନେ ଆଗକୁ ବଢ଼ି ପାରିଛନ୍ତି । ସବୁ କାମରେ ରେ ଝିଅ ମାନେ ନିଜର ପାରିଦର୍ଶିତା ଦେଖେଇ ପାରିଛନ୍ତି ।

ତେବେ ଆସନ୍ତୁ ଜାଣିବା ଜଣେ କଳାହାଣ୍ଡି ର ମହିଳା ଙ୍କ ସଫଳତା ସଂପର୍କରେ । କଳାହାଣ୍ଡି ର ଝିଅ ଦିଲ୍ଲୀରେ ଯାଇ ବେଷ୍ଟ୍ ମେକ୍ଅପ ଆର୍ଟିଷ୍ଟ୍ ର ଆୱାଡ୍ ପାଇପାରିଛନ୍ତି । ଯାହା କି ଓଡ଼ିଶା ପାଇଁ ଗର୍ବ ର ବିଷୟ ଅଟେ । ସୁନ୍ଦର ମେକ ଅପ ପାଇଁ ତାଙ୍କୁ ଏହି ଆୱାର୍ଡ ମିଳିଛି । ତାଙ୍କ ଝିଅ ମଧ୍ୟ କିଡ ରାମ୍ପ ଶୋ ରେ ବିଜେତା ହୋଇଛନ୍ତି । ସତରେ ମା ,ଝିଅ ଙ୍କ ଏହି ସଫଳତା ପରିବାର ,ସହ ଓଡ଼ିଶା ପାଇଁ ଏକ ଖୁସି ଓ ଗର୍ବ ର ବିଷୟ ଅଟେ ।

ଏତେ ବଡ଼ ମଞ୍ଚ ରେ ମେକ୍ଅପ କମ୍ପିଟିସନ ରେ ଭାଗ ନେବା ଓ ଏତେ ବଡ଼ ବଡ଼ ଜଜ ଙ୍କ ସାମ୍ନା ରେ ଭାଗନେବା ଓ ଜିତିବା ସତରେ ବହୁତ ବଡ଼ କଥା । ସମସ୍ତଙ୍କୁ ଏଥି ପାଇ ବହୁତ ଖୁସି ସହ ଆଗକୁ ସେ ଆହୁରି ଉନ୍ନତି କରନ୍ତୁ ବୋଲି ସମସ୍ତେ ଆଶା କରିଛନ୍ତି ।

Leave a Reply

Your email address will not be published. Required fields are marked *