Ollywood

Ollywood – କାହିଁକି ଛାତରୁ ଡେଇଁବା ପାଇଁ ଚେଷ୍ଟା କଳେ Eli padhi କଣ ରହିଛି କାରଣ ଜାଣନ୍ତୁ ଏହି viral ଭିଡ଼ିଓ ରୁ

ଏଲି ପାଢି ଓଡ଼ିଶାରେ ଜଣେ ସଫଳତମ ଅଭିନେତ୍ରୀ ଭାବେ ଜଣା ଶୁଣା l ନିଜର ଅଭିନୟ କୌଶଳ ପାଇଁ ସବୁବେଳେ ଆଗ ଧାଡିରେ ଥାନ୍ତି ଏଲି ପାଢ଼ୀ l

ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯାହାକୁ ଛାଡିଛନ୍ତି ନିଯେ ଏଲି ପାଢ଼ୀ l ଭିଡ଼ିଓ କୁ ଦେଖି ଯଦି ଆପଣ ଭଲ ଭାବେ ଅନୁଧ୍ୟାନ କରିବେ ତେବେ ନିଶ୍ଚିତ ରୂପେ ଆପଣ ଜାଣିପାରିବେ ଯେ ବାସ୍ତବରେ ଏଲି ଏପରି କିଛି କରୁନାହାନ୍ତି l

ଏହା ସୋସିଆଲ ମିଡିଆରେ ଚାଲିଥିବା ଏକ ଟ୍ରୋଲ ଭଏସ ଅଟେ ଯେଉଁଥିରେ ଅଧିକାଂଶ ବ୍ୟକ୍ତି ନିଜର ରିଲ ପ୍ରସ୍ତୁତ କରିସାରିଲେଣି l

ତେବେ ଏଥିରେ ମଧ୍ୟ ଏଲି ପାଢ଼ୀଙ୍କର ଭିଡ଼ିଓ ହୋଇଛି ଏହାକୁ ଦେଖି ସମସ୍ତେ ହସିବା ସହ ଖୁବ ଆନନ୍ଦ ଉପଭୋଗ କରିଛନ୍ତି ଦର୍ଶକ ମାନେ l

ଏହି ଭିଡ଼ିଓ କୁ ଆପଣ ମାନେ ବି ତଳେ ଦେଖି ପାରିବେ ଏବଂ ସମ୍ପୂର୍ଣ୍ଣ ଭାବେ ମଜା ଉଠେଇପାରିବେ l ଆପଣଙ୍କୁ ଏଲି ପାଢ଼ୀଙ୍କ ଏହି କମେଡି ଭିଡ଼ିଓ ଟି କେମିତି ଲାଗୁଛି ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ l

Leave a Reply

Your email address will not be published. Required fields are marked *