ଭାଇରାଲ ଭିଡିଓ

Omicron ପାଇଁ ଓଡ଼ିଶା ରେ ବି ଲାଗୁ ହେଇଯିବ ପୁଣି ଥରେ ଲକ୍ ଡାଉନ୍

ଓମିକ୍ରନ୍ ଯୋଗୁ ପୁଣି ଫେରିବ ଲକ୍ ଡାଉନ୍ ଯୁଗ।ଦକ୍ଷିଣ ଆଫ୍ରିକାରେ ଏବେ ପରିସ୍ଥିତି ସଙ୍ଗୀନ। କରୋନର ନୂଆ ଭାରିଅଣ୍ଟ ଓମିକ୍ରନ୍ କୁ ନେଇ ସମଗ୍ର ବିଶ୍ୱରେ ଥର ହର ହେବାରେ ଲାଗିଛି।ପୂର୍ବରୁ ଏକାଧିକ ଭାରିଅଣ୍ଟ ସାମନାକୁ ଆସିଥିବା ବେଳେ ବର୍ତମାନ ଓମିକ୍ରନ୍ କୁ ନେଇ ଅଧିକ ଚର୍ଚ୍ଚା ଚାଲିଛି।କାରଣ ଏହା ୩୦ ଟି ମୋଡ୍ରେସନ ସୃଷ୍ଟି କରିଥିବା ନେଇ ବୈ୍ଞାନିକମାନେ ପୂର୍ବରୁ ମତଦେବା ସହ ଅଧିକ ଭୟଙ୍କର ହେବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାବନୀ ଦିଆ ଯାଇଥିଲା..

 

ଦକ୍ଷିଣ ଆଫ୍ରିକାରେ ଓମୀକ୍ରନ୍ ପ୍ରଥମେ ଚିହ୍ନଟ ହୋଇଥିବାରୁ ସେଠିକାର ପରିସ୍ଥିତି ବର୍ତମାନ ଜଟିଳ।ସେଠାରେ ଲେବଲ ୱାନ୍ ଲକ୍ ଡାଉନ୍ ଲାଗୁ କରା ଯାଇଛି।ଯଦି ଆଗକୁ ପରିସ୍ଥିତି ଅଣ ଆୟତ ହୁଏ ତେବେ ସେଠାରେ ମୋଟ୍ ୫ ପ୍ରକାର ଲକ୍ ଡାଉନ୍ ହୋଇପାରେ ବୋଲି କୁହାଯାଇଛି ।

ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ସ୍ଥିଥି ବହୁତ୍ ଖରାପ୍ ଥିବାରୁ ବିଭିନ୍ନ ଦେଶ ପକ୍ଷରୁ ଆନ୍ତର୍ଜାତୀୟ ବିମାନ ଉଡାଣ କଟକଣା ଲାଗୁ କରା ଯାଇଅଛି।ଆମେରିକା,କାନ୍ନାଡ଼ା,ବ୍ରାଜିଲ,ଥାଇଲ୍ୟାଣ୍ଡ,ଅଷ୍ଟ୍ରେଲିଆ, ସିଂହପୁର ଆଦି ରାଷ୍ଟ୍ର ଏହି ଲିଷ୍ଟରେ ସାମିଲ୍ ହୋଇଛନ୍ତି।

ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଅନୁରୂପ ଭାବେ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି।ପ୍ରଥମ ଶ୍ରେଣୀ ଲକ୍ ଡାଉନ୍ ଲାଗୁ ହେବାପରେ ବ୍ୟବସାୟ ଙ୍କ ବେପାର ବନ୍ଦ୍ ହୋଇଯାଇଛି।ଦୋକାନ,ବଜାର ବନ୍ଦ ହେବା ସହ ରାସ୍ତା ଘାଟ ଶୁନଶାନ୍ ହୋଇଯାଇଛି।ଜନସାଧାରଣ ପୁଣି ଥରେ ଘରେ ମଧ୍ୟ କଏଦ ହୋଇଛନ୍ତି।ଦିନକୁ ଦିନ ଅଧିକ ମାତ୍ରାରେ ସଂକର୍ମିତ ଚିହ୍ନଟ ହେଉଥିବାରୁ ହସ୍ପିଟାଲ୍ ରୋଗୀଙ୍କ ଚିକିତ୍ସା ଏକ ଚାଲେଞ୍ଜ ଭଳି ହୋଇଛି।

Leave a Reply

Your email address will not be published. Required fields are marked *