ରାଜ୍ୟ ଖବର

ଏବେ ଏବେ ଆତ୍ମହତ୍ୟା କରିଦେଲେ ସିନେ ଜଗତ ର ଜଣେ ବଡ଼ ଅଭିନେତ୍ରୀ, ବହୁତ୍ ଚଳଚିତ୍ର ରେ କରିଥିଲେ ଅଭିନୟ..

ଟିଭି ପରଦା ରେ ଆମେ ଦେଖୁଥିବା ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ବାସ୍ତବ ଜୀବନରେ କଣ ସେତିକି ଖୁସି ରେ ରହିଥାନ୍ତି ? ତାଙ୍କର କଣ କିଛି ଅସୁବିଧା ନ ଥାଏ ? ଏମିତି ପ୍ରଶ୍ନ ବହୁତ୍ ଜଣକ ମନକୁ ଆସୁଥିବ । ଆସନ୍ତୁ ସେମିତି ଜଣେ ଅଭିନେତ୍ରୀ ଙ୍କ ମୃତ୍ୟୁ ଖବର ଜାଣିବା ।

ସବୁବେଳେ ସୁନ୍ଦର ଅଭିନୟ କରି ବହୁତ୍ ଜଣକ ମନ୍ ଜିତିଥାନ୍ତି ବହୁତ୍ ଅଭିନେତା ଓ ଅଭିନେତ୍ରୀ ମାନେ । ହେଲେ ଏମିତି କଣ ହେଲା ଯେ ନିଜ ଜୀବନ ନେଇଗଲେ ଜଣେ ଅଭିନେତ୍ରୀ । ଆଜ୍ଞା ହଁ ପୁଣି ଜଣେ ଅଭିନେତ୍ରୀ ଙ୍କ ଆତ୍ମହତ୍ୟା କରିଥିବା ଖବର ଆସିଛି । କନ୍ନଡ଼ ଟେଲିଭିଜନ ର ଅଭିନେତ୍ରୀ ସୌଜନ୍ୟା । ମାତ୍ର ୨୫ ବର୍ଷ ବୟସ ତାଙ୍କୁ । କଷି  ବୟସ ରେ ଏମିତି କାମ କଲେ

ତେବେ ତାଙ୍କର ମୂର୍ତ ଶରୀରକୁ ପୋଲିସ ଜବତ କରିଛନ୍ତି । ବାଙ୍ଗାଲୋର ରେ ରହୁଥିବା ତାଙ୍କ ଘରେ ଆତ୍ମହତ୍ୟା କରିଛନ୍ତି ସୌଜନ୍ୟା । ତାଙ୍କ ଘରୁ ମଧ୍ୟ ସୁଇସାଇଡ଼ ନୋଟ ମିଳିଛି । ଯେଉଁଥିରେ ତାଙ୍କ ସ୍ୱାସ୍ଥ ଗତ ସମସ୍ୟା କୁ ନେଇ ମାନସିକ ଭାବେ ଭାରାକ୍ରାନ୍ତ ଥିବା କଥା ଲେଖା ଯାଇଛି । ଏବଂ ଆତ୍ମହତ୍ୟା କରୁଥିବାରୁ ତାଙ୍କ ବାପା ଓ ମା ଙ୍କୁ କ୍ଷମା ମାଗିଛନ୍ତି ।

ତାଙ୍କ ମୂର୍ତ ଶରୀର କୁ ପୋଲିସ ଜବତ କରିଛି । ଗୋଟେ ମାମଲା ରୁଜୁ କରାଯାଇଛି ଓ ତଦନ୍ତ ମଧ୍ୟ କରା ଯାଉଛି । ସୌଜନ୍ୟା ଙ୍କ ମୁର୍ତ୍ୟୁ ଖବର କୁ ନେଇ କନ୍ନଡ଼ ଅଭିନୟ ଜଗତରେ ଶୋକ ର ଛାୟା ଖେଳିଯାଇଛି । ସେ ଯେକୋୖଣସି ସ୍ଥାନ ର ଅଭିନେତ୍ରୀ ହେଇ ଥାନ୍ତୁ ନା କାହିଁକି ଏହି ଭଳି ଖବର ଶୁଣିଲେ ସମସ୍ତଙ୍କୁ ମନ ଦୁଃଖ ହୋଇ ଥାଏ ।

ସବୁବେଳେ ଖୁସି ରେ ଥିବା ଭଳି ଦେଖା ଯାଉଥିବା ଅଭିନେତା ମାନଙ୍କ ବାସ୍ତବ ଜୀବନ ରେ କଣ ହୋଇଥାଏ ତାଙ୍କୁ ହି ଜଣା । ଏହି ଭଳି ଆତ୍ମହତ୍ୟା ର ଖବର ଆପଣ ମାନେ ଆଗରୁ ବି ଶୁଣି ଆସିଛନ୍ତି ।

Leave a Reply

Your email address will not be published. Required fields are marked *