ରାଜ୍ୟ ଖବର

ଅଭିନେତା ଗୁଡୁ ଙ୍କ ପରିବାର ରୁ ଆସିଲା ଶୋକ ଖବର, ଏଇ ଏବେ ଏବେ ହେଇଥିଲା ବାହାଘର..

ଗତକାଲି ଅଭିନେତା ଗୁଡୁ ଙ୍କ ମା ଗୀତା ଙ୍କ ଟ୍ରେନ ଚଢ଼ିଲା ବେଳେ ଗୋଡ଼ଖସି ଦୁର୍ଭାଗ୍ୟଜନକ ମୃତ୍ୟୁ ହେଇଯାଇଛି, ଏଇ ଏବେ ଏବେ ନିଜ ପୁଅ ର ବିବାହ ବଡ଼ ଧୁମ୍ ଧାମ ରେ କରିଥିବା ଗୀତା ଯେ ଅଚାନକ ଏମିତି ମୃତ୍ୟୁ ବରଣ କରିବେ ତାହା କେହି କେବେ ଭାବି ନଥିଲେ ।

ତେବେ ତାଙ୍କ ବିୟୋଗ ରେ ବହୁତ୍ ବଡ଼ ବଡ଼ ଅଭିନେତା ଆଉ ଅଭିନେତ୍ରୀ ମାନେ ଆସି ତାଙ୍କ ଶେଷ ଦର୍ଶନ ପାଇଁ ଯୋଗ ଦେଇଥିଲେ ।

ଅପରପକ୍ଷେ ଗୀତା ମା ଙ୍କୁ ହରେଇ ଗୁଡୁ ମା ଛେଉଣ୍ଡ ହେଇଗଲେ ଆଉ ସେ ସ୍ଥାନ କେହି ବି ପୁରଣ କରିପାରିବେ ନାହିଁ

ଗୁଡୁ ଆମ୍ବୁଲାନ୍ସ ରେ ନିଜ ମା ଙ୍କ ପାଖରେ ବସି କାନ୍ଦୁଥିବା ଦୃଶ୍ୟ ସତରେ ହୃଦୟ ବିଦାରକ, ଜଣେ ଏମିତି ଦୁର୍ଘଟଣା ରେ ଚାଲିଯିବ ବୋଲି କେହି ବି ବିଶ୍ୱାସ କରିପାରୁନାହାନ୍ତି

ତେବେ ଗୁଡୁ ଙ୍କ ମା ର ଶେଷ କୃତ୍ୟ ସରିଛି ,ଭଗବାନ୍ ତାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ ଓମ୍ ଶାନ୍ତି

Leave a Reply

Your email address will not be published. Required fields are marked *