ରାଜ୍ୟ ଖବର

ଟିପ ଟିପ ବରଷା ପାନି ଗୀତ ରେ ପ୍ରକୃତି ମିଶ୍ର ଙ୍କ ଜବରଦସ୍ତ ଡାନ୍ସ ଦେଖି ଓଡ଼ିଆ ଲୋକେ ହେଲେ କାବା..କହିଲେ…

ପ୍ରକୃତି ମିଶ୍ର ଙ୍କୁ କିଏ ବା ନ ଜାଣେ, ଛୋଟ ବେଳୁ ସେ ଓଲିଉଡ଼ ରେ କାମ କରି ଆସୁଛନ୍ତି, ଓଲିଉଡ ରେ ଜଣେ ଚାଇଲ୍ଡ ଅର୍ଟିଷ୍ଟ୍ ହିସାବ ରେ ତାଙ୍କ ଭୂମିକା ସମସ୍ତଙ୍କ ପାଖରେ ପରିଚିତ, ତାଙ୍କ ବାପା ମନ୍ମଥ ମିଶ୍ର ମଧ୍ୟ ଜଣେ ବହୁତ୍ ସୁନାମଧନ୍ୟ ସଙ୍ଗୀତ କାର

ପ୍ରକୃତି ସବୁ ବେଳେ ସୋସିଆଲ ମିଡ଼ିଆ ରେ ସତେଜ ରୁହନ୍ତି, ସେ ଅନୁଭବ ଙ୍କ ପୋଷ୍ଟ ହେଉ ଅବା ଅନ୍ୟ କେଉଁ ଓଡ଼ିଆ ଅଭିନେତା ଅଭିନେତ୍ରୀ ଙ୍କ ପୋଷ୍ଟ, ସେ ମଝିରେ ମଝିରେ  ପୋଷ୍ଟ ରେ ନିଜ ରିପ୍ଲେ ଦେଇ ନିଜକୁ ସମସ୍ତଙ୍କ ସହ ଯୋଡ଼ି ରଖିଥାନ୍ତି

ପ୍ରକୃତି ଓଡ଼ିଶା କୁ ବହୁତ୍ କମ ଆସନ୍ତି ଏବେ ସେ ମୁମ୍ବାଇ ରେ ରହି କିଛି ସିରୀୟଲ ରେ କାମ କରୁଛନ୍ତି ଏହା ସହ ସୋସିଆଲ ସାଇଟ୍ ରେ ପୋଷ୍ଟ କରିବା କାମ ଜାରି ରଖିଛନ୍ତି

ନିକଟ ରେ ପ୍ରକୃତି Instagram ଆପ ରେ ନିଜ ନିଆରା ନାଚ ପାଇଁ ବେଶ୍ ଲୋକପ୍ରିୟ ହେଇଚନ୍ତି, ନବେ ଦଶକ ର ସେଇ ଗୀତ ” ଟିପ ଟିପ ବର୍ଷା ପାନି” ର ତାଲ୍ ରେ ସେ ନିଜ ସୋସିଆଲ ଆଇଡି ରେ ବେଶ୍ ଚର୍ଚ୍ଚା କୁ ଆସିଥିଲେ , ଏବେ ଏହି ଭିଡ଼ିଓ ତାଙ୍କ ୩ ଲକ୍ଷ ରୁ ଅଧିକ ଭିଉ ହେଇ ସାରିଛି,

 

Leave a Reply

Your email address will not be published. Required fields are marked *