ଭାଇରାଲ ଭିଡିଓ

ଯେତେବେଳେ ଅଚାନକ ଗାଈ ଟି ଆସି ଢାଳିବାକୁ ଲାଗିଲା ନିଜେ Shiba Linga ଉପରେ କ୍ଷୀର ସେତେବେଳେ ଜମା ହୋଇଗଲେ ଭକ୍ତ ଦେଖନ୍ତୁ Viral Video

ଆଜିର ବିଷୟରେ ଆମେ ଭଗବାନ ଶିବ ଏବଂ ଗାଈ ଙ୍କ ମଧ୍ୟରେ ଏକ ଅପୂର୍ବ ସମ୍ପର୍କ ବିଷୟରେ ଜଣାଇବାକୁ ଯାଉଛୁ l ସବୁବେଳେ ଭକ୍ତ ଭଗବାନ ଙ୍କ ଉପରେ ପ୍ରଶ୍ନ ଆସିଥିବା ବେଳେ ଭଗବାନ ଏମିତି ଏକ ଚମତ୍କାର କରିଦିଅନ୍ତି ଯାହାକୁ ଦେଖିଲେ ସମସ୍ତେ ବାଧ୍ୟ ହୋଇଯାଆନ୍ତି ଭକ୍ତ ଭଗବାନ ଙ୍କ ସମ୍ପର୍କ କୁ ମାନି ନେବା ପାଇଁ l

ଆଜିର ଦୃଶ୍ୟ ରେ ଦେଖିବାକୁ ମିଳିଛି କିପରି ଗାଈ ଟି ନିଜେ ଶିବ ଲିଙ୍ଗ ଉପରେ ନିଜ କ୍ଷୀର ଢ଼ାଳୁଥୁବାର l ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି l

ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ମଧ୍ୟପ୍ରଦେଶ ଏକ ଗ୍ରାମରେ ଗୋବର୍ଦ୍ଧନ ନାମକ ଜଣେ ଚାଷୀ ଙ୍କ କ୍ଷେତ ରେ l ଗୋବର୍ଦ୍ଧନ ସେଠାରେ ଏକ ସରକାରୀ ଜମିରେ ଅନେକ ବର୍ଷ ଧରି ନିଜର ଚାଷ କାର୍ଯ୍ୟ କରି ଆସୁଥିଲା ଗୋବର୍ଦ୍ଧନ ସେଠାରେ ନିଜର ଚାଷ କାର୍ଯ୍ୟ କରି ନିଜର ପରିବାରର ପ୍ରତିପୋଷଣ କରୁଥିଲା l

ଗୋବର୍ଦ୍ଧନ ଯେଉଁ ଜମିରେ ଚାଷ କାର୍ଯ୍ୟ କରୁଥିଲେ ବାସ୍ତବରେ ସେହି ଜମି ସରକାର ଜମିଥିଲା l ଏବଂ ସେଠାରେ ଏକ ଶିବଲିଙ୍ଗ ମଧ୍ୟ ଥିଲା ଯେଉଁଠାରେ ଗୋଟେ ଗାଈ ସବୁବେଳେ ଆସି କ୍ଷୀର ଦେଇ ଯାଉଥିଲା l

ଯାହା କେବଳ ଗୋବର୍ଦ୍ଧନ ଜାଣିଥିଲା l ହଠାତ ସରକାର କର୍ମଚାରୀ ସେହିଁ ଜମିରେ ଗୋବର୍ଦ୍ଧନ ଙ୍କୁ ବାହାର କରିବାକୁ ଆସିଲେ ଏବଂ ସେହିଠାରେ ନୂଆ ରାସ୍ତା ନିର୍ମାଣ ହେବ ବୋଲି କହିଲେ l ଯେତେବେଳେ ଗୋବର୍ଧନ ଏମିତି ଶୁଣିଲା ସେ ତାଙ୍କୁ ଚମତ୍କାରୀ ଶିବଲିଙ୍ଗ ବିଷୟରେ କହିଲା କିନ୍ତୁ ତା କଥା କେହି ବିଶ୍ୱାସ କଲେ ନାହିଁ l

ଗୋବର୍ଦ୍ଧନ ତାଙ୍କୁ ତା ପରଦିନ ଏକ ସୁରକ୍ଷିତ ସ୍ଥାନରେ ଲୁଚି ଦେଖିବାକୁ ପରାମର୍ଶ ଦେଲା l କିନ୍ତୁ ସରକାରୀ କର୍ମଚାରୀ ଙ୍କର ଗୋବର୍ଦ୍ଧନ ଉପରେ ଟିକେ ମଧ୍ୟ ବିଶ୍ୱାସ ନଥିଲା l

କିନ୍ତୁ ସେ ତା ପରଦିନ ଲୁଚି ଦେଖିବାକୁ ଅପେକ୍ଷା କରି ରହିଲେ ଏବଂ ସତରେ ସେହି ଦୃଶ୍ୟ ଆଖିରେ ଦେଖିଲେ ଏବଂ ଗୋବର୍ଦ୍ଧନ କଥାକୁ ବିଶ୍ୱାସ ନ କରିଥିବାରୁ ନିଜକୁ ଲଜିତ ମନେ କଲେ l ସେହିଦିନ ଠାରୁ ସେ ସେହି ଜମିରେ ଗୋବର୍ଦ୍ଧନ କୁ କ୍ଷେତ କରିବାପାଇଁ ଛାଡିଦେଲେ l

ଯଦି ଆପଣ ମଧ୍ୟ ଭକ୍ତ ଭଗବାନ ଙ୍କ ସମ୍ପର୍କ କୁ ଭଲ ପାଆନ୍ତି ତେବେ ନିଶ୍ଚିତ ସେଆର କରିବେ l ଗୋଟିଏ ସେଆର ଗୋଟିଏ ମହାଦେବ ଙ୍କ ପ୍ରତି ଭକ୍ତି ଦର୍ଶାଇବ l

Leave a Reply

Your email address will not be published. Required fields are marked *