Special Report

ପାଣ୍ଡିଆନ ତୁମେ ତମ ପାପ ପାଇଁ ଓଡ଼ିଆଙ୍କ ଗୋଡ଼ ଧରି ଭୁଲ ମାଗ

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ରାଜନୀତିକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଏବେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ ।

ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ମଧ୍ୟ ଅନେକ କଥା ଜାଣିପାରିବେ । ପୁରୀ ଶ୍ରୀମନ୍ଦିର କଥା ଏବେ ଏହି ବ୍ୟକ୍ତି ଜଣକ କହିଛନ୍ତି । କଂଗ୍ରେସ ଦାବି କରିଛି ଓଡିଶାବାସୀଙ୍କୁ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ ନବୀନ।

ପୁରୀ ଶ୍ରୀମନ୍ଦିରରେ ଏଭଳି କିଛି ହେଲା ଆଉ ଯାହାର କାରଣ ହେଉଛନ୍ତି ନବୀନ ପଟ୍ଟନାୟକ । କଂଗ୍ରେସ ଏବେ ଏନେଇ ଦାବି କରିଛି କି ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ କ୍ଷମା ମାଗନ୍ତୁ ।

ପୂର୍ବରୁ ଆପଣମାନେ ଶୁଣିଥିବେ ବା ଏଭଳି ଘଟଣା ଦେଖିଥିବେ କି ନିକଟରେ ଜଣେ ଯୁବତୀ ପୁରୀ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ଯିଏ କି ଗୋ ମାଂସ ଖାଆନ୍ତି । ଏହି ଯୁବତୀ ଜଣକ ସହିତ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଥିଲେ । ସେହି କଥାକୁ ନେଇ ଅନେକ କଥା ଆସୁଛି ।

5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ କୁହନ୍ତି କି ସେ ଯାହାବି କରନ୍ତି ସବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କରନ୍ତି । ଏବେ କଂଗ୍ରେସ ପ୍ରଶ୍ନ କରିଛନ୍ତି କି ନବୀନ ଏଭଳି ଜଣେ ବ୍ୟକ୍ତିଙ୍କୁ ମହାପ୍ରସାଦ ଖାଇବା ପାଇଁ ଡାକି ଆଣିଥିଲେ କି ?

ଯଦି ନବୀନ ପଟ୍ଟନାୟକ ଏହି କଥା ପାଇଁ କହିଥିବେ ତାହେଲେ ତାହା ବହୁତ ନିନ୍ଦନୀୟ ଅଟେ । ଆଉ ଯଦି ସେ ଏହି ବିଷୟରେ କିଛି ଜାଣି ନାହାନ୍ତି ତାହେଲେ ଏହାର ସ୍ପଷ୍ଟୀକରଣ ରଖନ୍ତୁ । ନବୀନ ପଟ୍ଟନାୟକ ଏଭଳି ଜଗନ୍ନାଥ ପ୍ରେମୀଙ୍କ ସହିତ କରିବା ଠିକ୍ ନୁହେଁ ।

ଯଦି ସେ ଏହି ବିଷୟରେ ସାମିଲ ଅଛନ୍ତି ବା ଜାଣିଥିଲେ ତାହେଲେ ନବୀନ ପଟ୍ଟନାୟକ ସମସ୍ତ ଓଡିଶାବାସୀଙ୍କୁ କ୍ଷମା ମାଗନ୍ତୁ । ଜଗନ୍ନାଥ ପ୍ରେମୀ ମାନଙ୍କ ସହିତ ଏଭଳି କରିବା ବହୁତ ଖରାପ ଅଟେ । ଏହା ଧର୍ମ ବିରୋଧୀ । ସେଥିପାଇଁ ମାନ୍ୟବର ନବୀନ ପଟ୍ଟନାୟକ ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ନହେଲେ ଓଡିଶାବାସୀଙ୍କୁ କ୍ଷମା ମାଗନ୍ତୁ । ଏହି ଦାବି କଂଗ୍ରେସ କରିଛି ।

କଂଗ୍ରେସ ଦଳର ନେତା ଜଣକ ଏହି ବିଷୟରେ ଏହି ଭିଡିଓରେ କହିଛନ୍ତି । ବିଜେଡି ସରକାରଙ୍କୁ କେବେବି ଓଡ଼ିଶାବାସୀ କ୍ଷମା କରିବେ ନାହିଁ । ଏଭଳି ଅନେକ କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

Leave a Reply

Your email address will not be published. Required fields are marked *