ଭାଇରାଲ ଭିଡିଓ

ରାତିରେ ପ୍ରେମିକାଙ୍କୁ ଆଣି ଫସିଗଲେ ଯୁବକ ପ୍ରେମିକା ସହ କରୁଥିଲେ ଏମିତି କାମ

ପ୍ରେମ ସାସ୍ୱତ୍ୱ ପ୍ରେମ ଚିରନ୍ତନ ହୋଇଥାଏ l ଦୁନିଆରେ ସମସ୍ତେ ଜୀବନରେ ଥରୁଟିଏ ହଉ ପଛେ ପ୍ରେମରେ ପଡ଼ିଥାନ୍ତି l ଥରେ ପ୍ରେମ ହୋଇଗଲା ପରେ କେହି ମଧ୍ୟ ତାଙ୍କ ନିଜର ଶୁଣିନଥାନ୍ତି

ପ୍ରେମରେ ସବୁଠୁ ବେଶୀ ବିଶ୍ୱାସ ଓ ଭଲ ପାଇବା ରହିଥାଏ l ଯେଉଁଠାରେ ବିଶ୍ୱାସ ଏବଂ ଭଲ ପାଇବା ନଥାଏ ସେ ପ୍ରେମ ପ୍ରକୃତ ପ୍ରେମ ହୋଇନଥାଏ l ଯଦି ଆମ ବିଶ୍ୱାସର ପ୍ରେମିକ ଫାଇଦା ଉଠାଇଥାଏ ତେବେ ତାହା ଅଲଗା ଅର୍ଥ ହୋଇଯାଏ l

ପ୍ରେମରେ ବିଶ୍ୱାସ କୁ ପ୍ରତାରଣା କରୁଥିବା ବ୍ୟକ୍ତି ମାନେ ଅଲଗା ଚିନ୍ତାଧାରା ରଖିଥାନ୍ତି l ବର୍ତ୍ତମାନ ଭାଇରଲ ହୋଇଥିବା ଭିଡ଼ିଓ ରେ ଜଣେ ଝିଅ ତା ପ୍ରେମିକ ସହ ଘରୁ ପଳେଇ ଆସିଛି ଏବଂ ଝିଅଟିର ଚାଚା ଜଣଙ୍କ ତାଙ୍କ ଦୁହିଁଙ୍କ ନାଁ ରେ କେଶ କରିଦେଇଛନ୍ତି ବୋଲି ଭିଡ଼ିଓ ରୁ ଜଣା ପଡୁଛି l

ମାତ୍ର ଭିଡ଼ିଓ ଟିରେ ଝିଅଟି ପୂର୍ଣ ରୂପରେ ପୁଅକୁ ସମର୍ଥନ କରୁଥିବାର ଦେଖା ଯାଉଛି l ଝିଅଟିର କହିବା ଅନୁଯାଇ ସେ ଘରକୁ ଯିବେନି ଦୁହେଁ ଦୁହିଁଙ୍କୁ ଭଲ ପାଉଛନ୍ତି ତ ଡର କେଉଁଥିପାଇଁ l

ସେ ତାଙ୍କ ଚାଚା ଙ୍କ ସହ ମଧ୍ୟ ଲଢ଼ିବାକୁ ପ୍ରସ୍ତୁତ ଅଟନ୍ତି କିନ୍ତୁ ନିଜ ପ୍ରେମିକ କୁ ଛାଡିବାକୁ ନୁହେଁ l ଏହି ଭିଡ଼ିଓଟି ପୁଅଟି ଅନ୍ୟଜଣଙ୍କୁ କ୍ୟାମେରା ଦେଇ ସୁଟିଙ୍ଗ କରିଥିବା ଜଣାଯାଇଛି l

ଭିଡିଓ ରେ କେବଳ ପୁଅ ଏବଂ ଝିଅଙ୍କ ମୁଁହଁ ଆସୁଥିବା ବେଳେ ଗାଡ଼ିରେ ଡ୍ରାଇଭର ଏବଂ ବଡ଼ଭାଇ ଜଣେ ଅଛନ୍ତି ବୋଲି ଜଣାପଡୁଛି l ପୁଅଟି ଏହି ଭିଡ଼ିଓ ନିଜ ସୁରକ୍ଷା ପାଇଁ କରିଥିବାର ଜଣାଯାଉଛି l

ଆପଣଙ୍କର ଏହି ଭିଡ଼ିଓ ପ୍ରତି ମତାମତ କଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ l

Leave a Reply

Your email address will not be published. Required fields are marked *