Special Report

ପାଠ ପଢ଼ିବାକୁ ଆସି କ୍ଲାସ ରୁମ୍ ଭିତରେ ଯୁବତୀର କନା ଖୋଲି ଚାଟିଦେଲା ଯୁବକ…

 

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ବାପା ମା ନିଜ ପିଲା ମାନଙ୍କୁ ପାଠ ପଢ଼ାଇବା ପାଇଁ ଅନେକ କଷ୍ଟ କରି ଥାଆନ୍ତି।ନିଜେ ଦିନ କୁ ଦି ଓଳି ଦି ମୁଠା ନ ଖାଇ ପିଲା ଙ୍କୁ ଖାଇବାକୁ ଦିଅନ୍ତି।ପିଲା ଙ୍କୁ ପାଠ ପଢ଼ାଇବା ପାଇଁ ବିଦ୍ୟାଳୟ କୁ ପଠାଇ ଥାଆନ୍ତି।

ହେଲେ ବର୍ତ୍ତମାନ ସମୟ ରେ ବହୁତ କମ୍ ପିଲା ଅଛନ୍ତି ଯେଉଁ ମାନେ ବିଦ୍ୟାଳୟ କୁ ପାଠ ପଢ଼ିବା ପାଇଁ ଯାଉଛନ୍ତି।ଅନେକ ପିଲା ମାନେ ଅଛନ୍ତି ଯେଉଁ ମାନେ ବିଦ୍ୟାଳୟ କୁ କେବଳ ରାସ ଲୀଳା କରିବାକୁ ଯାଇଛନ୍ତି।ଆମେ ଆଜି ସେହି ପିଲା ମାନଙ୍କ ବିଷୟ ରେ କହିବାକୁ ଯାଉଛୁ।

ଏବେ ସୋସିଆଲ ମିଡିଆରେ ସେଭଳି ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି।ବିଦ୍ୟାଳୟ ରେ ପଢୁଥିବା ଜଣେ ଛାତ୍ର କୁ ସେହି ବିଦ୍ୟାଳୟ ର ଅନ୍ୟ ଜଣେ ଛାତ୍ରୀ ସମସ୍ତଙ୍କ ନିକଟରେ ପ୍ରେମ ନିବେଦନ କରିଥିଲେ। ଏଠାରେ ଅନ୍ୟ ପିଲା ମାନେ ବହୁତ ଖୁସି ହେଉଥିଲେ।

କିଛି ଭଲ ପିଲା ମାନେ ସେ ସ୍ଥାନ ଛାଡି ଚାଲି ଯାଉଥିଲେ।ଶ୍ରେଣୀ କକ୍ଷ ଭିତରେ ପିଲା ମାନଙ୍କ ଏଭଳି କାର୍ଯ୍ୟ କୁ ସମସ୍ତେ ବିରୋଧ କରିଛନ୍ତି।କିଛି ପିଲା ମାନେ ଏମାନଙ୍କର ଏକ ଭିଡିଓ କରୁଥିଲେ।ଏହି ଭିଡିଓ ଟି ସେମାନେ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରିଥିଲେ।

ଏହାକୁ ସମସ୍ତେ ଦେଖିଥିଲେ।ଏହି ଭିଡିଓ ରେ ଛାତ୍ରୀ ଜଣକ ନିଜ ଶ୍ରେଣୀ ର ଅନ୍ୟ ଜଣେ ଛାତ୍ର ଙ୍କୁ ପ୍ରେମ ନିବେଦନ କରିଥିଲେ।ତାଙ୍କ ହାତ ରେ ଗୋଟିଏ ଗୋଲାପ ଗୁଚ୍ଛ ଦେଖିବାକୁ ମିଳି ଥିଲା।ଛାତ୍ର ଜଣକ ଏହାକୁ ସ୍ୱୀକାର କରିଥିଲେ।ଓ ତାଙ୍କୁ ପରେ କୁଣ୍ଢାଇ ପକାଇ ତାଙ୍କ ଗାଲ ରେ କିସ୍ କରିଥିଲେ।

ଏହା ପରେ କିଛି ପିଲା ମାନେ ସେଠାରେ ତାଳି ମାରି ତାଙ୍କୁ ଉତ୍ସାହିତ କରିଥିଲେ।ଓ ସେମାନେ ପରସ୍ପର କୁ କୁଣ୍ଢାଇ ଧରି ଥିଲେ।ଜଣେ ଛାତ୍ର ବହୁତ ଖୁସି ହୋଇ ଏମାନଙ୍କର ଏକ ଭିଡିଓ କରିଥିଲେ।ସେହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉ ଥିଲା।

କିଛି ଲୋକ ମାନେ ଏହି ଭିଡିଓ କୁ ଦେଖି କହିଛନ୍ତି କି ସେମାନଙ୍କ ବାପା ମା ବି ଧନ୍ୟ ଯିଏ ଏଭଳି ପିଲା ଙ୍କୁ ଜନ୍ମ ଦେଇଛି।ଯେଉଁ ବୟସ ରେ ପାଠ ପଢି ନାଆଁ କରିବା ଉଚିତ ସେ ବୟସ ରେ ସେମାନେ ଏଭଳି କାଣ୍ଡ ଘଟାଇ ଛନ୍ତି।

ବାପା ମା ମାନେ ନିଜ ପିଲା ଙ୍କୁ ପାଠ ପଢ଼ାଇବା ପାଇଁ ବହୁତ କିଛି କରନ୍ତି।ନିଜ ଜୀବନ ସାରା ପିଲା ଙ୍କ ଖୁସି ପାଇଁ କାମ କରନ୍ତି।ହେଲେ ପିଲା ମାନେ ପାଠ ପଢ଼ିବା ବାହାନା ରେ ବିଦ୍ୟାଳୟ ରେ ଏଭଳି କିଛି କାମ କରି ଥାନ୍ତି।ଏହାକୁ ଦେଖିବା ପରେ ସେହି ବାପା ମା ଙ୍କ ମୁଣ୍ଡ ତଳ କୁ ହୋଇ ଯିବ।

Leave a Reply

Your email address will not be published. Required fields are marked *