ଭାଇରାଲ ଭିଡିଓ

ବୁଦା ମୂଳରେ ଚାଲିଥିଲା ଖେଳ, ହଠାତ ଆସିଗଲା ବାପା ଆଉ ତାପରେ….

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

ଆଜିକାଲି ଦୁନିଆରେ ପ୍ରେମ ଏଭଳି ଏକ ଶବ୍ଦ ଯାହାକୁ ଲୋକମାନେ ବ୍ୟବହାର କରି ଅନେକ କାମ କରୁଛନ୍ତି । ଆଜିକାଲି ଦୁନିଆରେ ଲୋକମାନେ ପ୍ରେମ କରି ଭୁଲି ଯାଉଛନ୍ତି ସେମାନଙ୍କ ବୟସ ହୋଇନାହିଁ ପ୍ରେମ କରିବାକୁ । ଭଲ ଲାଗିବା ବୟସରେ ଭଲପାଇ ଏଭଳି କରିଛନ୍ତି କାମ ।

ଯୁବକ ଆଉ ଯୁବତୀ ଭଲ ଲାଗିବା ବୟସରେ ପ୍ରେମ କରି ଏଭଳି ନିର୍ଲଜ୍ଜ କାମ କରୁଛନ୍ତି । ଏହି ସମାଜରେ ଏଭଳି ଅନେକ ଘଟଣା ଘଟୁଛି । ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।

ବିବାହର ପ୍ରତିଶ୍ରୁତି ଦେଇ ଲୋକମାନେ ଏଭଳି ଠକେଇ କରୁଛନ୍ତି ଯେଉଁଥିପାଇଁ ଅନେକ ଝିଅଙ୍କ ଜୀବନ ନଷ୍ଟ ହେଉଛି । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ନାବାଳିକା ପ୍ରେମ କରୁଛନ୍ତି ଯାହାର ବୟସ ମାତ୍ର ୧୨ ବର୍ଷ ହେବ ।

ଏହି ନାବାଳିକା ଜଣକ ସପ୍ତମ ଶ୍ରେଣୀରେ ପଢୁଛି । ସେ ଜଙ୍ଗଲକୁ ତାର ପ୍ରେମିକ ସହିତ ଯାଇ ସେଠାରେ ଏଭଳି ନିନ୍ଦନୀୟ କାମ କରିଛି । ସେମାନେ ଦେଖା କରିବାକୁ କେଉଁ ସ୍ଥାନକୁ ଯିବେ ସେହି କଥା ଭାବୁଥିଲେ

ଆଉ ସେମାନେ ଜଙ୍ଗଲକୁ ଯାଇ ସେଠାରେ ଦେଖା କରିବେ ବୋଲି କଥା ହୋଇଥିଲେ । ଏହି ନାବାଳିକା ଭଲ ପାଉଥିବା ଯୁବକ ଜଣକ ମଧ୍ୟ ଜଣେ ନାବାଳକ । ଏହି ନାବାଳକ ଜଣଙ୍କର ବୟସ ମାତ୍ର ୧୫ ବର୍ଷ । ସେ ଦଶମ ଶ୍ରେଣୀରେ ପଢୁଛନ୍ତି ।

ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳକ ପ୍ରେମ କରିବ ବୋଲି ନାବାଳିକା ଜଣଙ୍କୁ ଜଙ୍ଗଲକୁ ନେଇଥିଲା । ଆଉ ସେଠାରେ ତାଙ୍କ ଦୁଇଜଣଙ୍କୁ ଲୋକମାନେ ଦେଖି ଦେଇଥିଲେ । ସେମାନେ ଅନେକ ପ୍ରଶ୍ନ ପଚାରିଥିଲେ।

https://youtu.be/B28piV1rcfY?si=Qu6QtQQMGcxab22X

ଏହି ପ୍ରଶ୍ନ ଶୁଣି ନାବାଳିକା ଜଣକ କହିଥିଲା କି ସେ ସେହି ପୁଅକୁ ବିବାହ କରିବ ଆଉ ସେ ତା ସହିତ ସବୁକିଛି କରିପାରିବ । ସେମାନେ କଥା ହେବା ପାଇଁ ଏହି ଜଙ୍ଗଲକୁ ଆସିଥିଲେ । ତାଙ୍କୁ ସେଠାରେ ଅଟକ ନରଖି ଛାଡ଼ି ଦେବାକୁ କହିଥିଲେ ନାବାଳକ ଆଉ ନାବାଳିକା । ଏବେ ଏହି ଭିଡିଓକୁ ନେଇ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *