Special Report

ପେଟ୍ରୋଲ ଟ୍ୟାଙ୍କରୁ ବାହାରିଲା ପୁଳାପୁଳା ଗଞ୍ଜେଇ ବସ୍ତା, ଗୋଡେଇ ଗୋଡେଇ ଧରିଲା ପୋଲିସ୍

 

ନମସ୍କାର ପାଠକ ବନ୍ଧୁ।ଆଜିର ଲୋକ ମାନେ ପ୍ରତିଦିନ କିଛି ନା କିଛି କାଣ୍ଡ ଘଟାଇ ଚର୍ଚ୍ଚା କୁ ଆସୁଛନ୍ତି।ପ୍ରତିଦିନ ଖବର କାଗଜ ରେ ଆପଣ ମାନେ ପଢ଼ୁଥିବେ।କିଏ ଚୋରି କଲାଣି ତ କିଏ ହତ୍ୟା ଭଳି ଜଘନ୍ୟ ଅପରାଧ ଘଟାଉ ଅଛନ୍ତି।

ଆଜି ଆମେ ସେହିଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ଘଟଣା ଟି ଘଟିଛି ଗୁୱାହାଟି ଠାରେ।ଏଠାରେ ଏକ ପେଟ୍ରୋଲ ଟାଙ୍କି ରୁ ବହୁ ପରିମାଣ ରେ ପୋଲିସ ଗଂଜେଇ ଜବତ କରୁଛି।

ଏହି ଘଟଣା ଟି ଘଟିଛି ଗୁୱା ହାଟି ପେଟ୍ରୋଲ ପମ୍ପ ନିକଟ ରେ।ସେହି ପେଟ୍ରୋଲ ଟାଙ୍କି ଉପରେ ପୋଲିସ ର ଆଗରୁ ସନ୍ଦେହ ରହିଥିଲା।ହେଲେ କୌଣସି ପ୍ରମାଣ ନ ଥିବାରୁ ପୋଲିସ ତାହା ଉପରେ ରେଡ କରି ପାରୁ ନ ଥିଲା।

କିନ୍ତୁ ଗତ କାଲି ରାତି ରେ କିଛି ଲୋକ ଙ୍କ କହିବା ଅନୁଯାୟୀ ପୋଲିସ ସେହି ଟାଙ୍କି ଉପରେ ରେଡ କରିଥିଲା।ଅନେକ ପୋଲିସ ସେହି ପେଟ୍ରୋଲ ଟାଙ୍କି ଉପରେ ଚଢ଼ି ସବୁ ଗଞ୍ଜେଇ ବସ୍ତା କୁ କାଢି ଥିଲେ।

ହଜାର ହଜାର ଟଙ୍କା ର ଗଞ୍ଜେଇ ସେହି ପେଟ୍ରୋଲ ଟାଙ୍କି ଭିତରେ ରହିଥିଲା।ଯାହା ଫଳ ରେ ପୋଲିସ କୁ ଅସୁବିଧା ହୋଇ ଥିଲା ସେଗୁଡିକ ସବୁ କାଢିବା ପାଇଁ ।ଉପସ୍ଥିତ ଲୋକ ମାନେ ମଧ୍ୟ ବହୁ ପରିମାଣ ରେ ଗଞ୍ଜେଇ ବାହାର କୁ କାଢି ଆଣିଥିଲେ।

ଏବେ ସେହି ଡ୍ରାଇଭର ଜଣକ ଫେରାର ଅଛି।ପେଟ୍ରୋଲ ପମ୍ପ ର ମାଲିକ ଙ୍କୁ ପ୍ରଥମେ ଗିରଫ କରା ଯାଇଥିଲା।ଏହା ପରେ ତାଙ୍କୁ ଏବେ ପଚରା ଉଚରା କରା ଯାଉଚି।

କେଉଁ ଠାରୁ ସେ ଏତେ ଗଞ୍ଜେଇ ଆଣି ଛନ୍ତି ତାହା ଏବେ ସମସ୍ତଙ୍କ ମନ ରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି।ପୋଲିସ ସବୁ ଗଞ୍ଜେଇ କୁ ଜବତ କରି ଥାନା କୁ ନେଇ ଆସିଛି।ଆଗକୁ ଆହୁରି ତଦନ୍ତ କରା ଯାଇ ପେଟ୍ରୋଲ ପମ୍ପ ର ମାଲିକ ଙ୍କୁ ଜେଲ କୁ ପଠାଇ ଦିଆ ଯିବ।

Leave a Reply

Your email address will not be published. Required fields are marked *