Special Report

ଆସିଲା ପୋଷ୍ଟ ଅଫିସର ଜବରଦସ୍ତ ସ୍କିମ୍,୫୦ ଟଙ୍କା ଦେଲେ ପାଇବେ ୩୫ ଲକ୍ଷ, ଜାଣି ନିଅନ୍ତୁ

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।

ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । କେତେବେଳେ କାହା ସହିତ କଣ ଯେ ଘଟଣା ଘଟିବ ସେକଥା କିଏ ଜାଣିଛି । ଏଭଳି କିଛି ଖବର ଘଟିଥାଏ ଯାହା ଆପଣଙ୍କ ମନରେ ଭୟ ଆସିବ ।

ଲୋକମାନେ ନିଦରେ ଶୋଇବା ପରେ କଣ ହୁଏ କେହି ଜାଣିପାରନ୍ତି ନାହିଁ । ଶୋଇଥିବା ସମୟରେ ଯଦି କିଛି ଅଘଟଣ ଘଟିଯାଏ ତାହେଲେ ଲୋକମାନେ କଣ ବା କରିବେ । ଏବେ ଏଭଳି କିଛି ଘଟଣା ଘଟିଛି ଯାହା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ।

ହଠାତ୍ ଘର ଭିତରୁ ବିସ୍ଫୋରଣ ହେଲା ଆଉ ଶୁଭିଲା ଛାତିଥରା ଦୃଶ୍ୟ । ପରେ ଚାହୁଁ ଚାହୁଁ ଘର ଭିତରେ ଚାରିଆଡ଼େ ନିଆଁ ବ୍ୟାପି ଗଲା। ଆଉ ପରିବାର ଲୋକେ ନିଘୋଡ଼ ନିଦରେ ଶୋଇଥିଲେ । ସେମାନେ ନିଦରେ ଶୋଇଥିବା ସମୟରେ ଏଭଳି ଅଘଟଣ ଘଟିବ ବୋଲି କିଏ ବା ଜାଣିଥିଲା।

ଏହି ପରିବାର ଲୋକମାନେ କେହି କିଛି ବୁଝିବା ପୂର୍ବରୁ ଚାଲିଗଲା ପରିବାରର ୫ ଜଣଙ୍କ ଜୀବନ । ଏଭଳି ଦୁଃଖଦ ଖବର ଏବେ ସାମ୍ନାକୁ ଆସିଛି ପଞ୍ଚା ବ୍ଲକ୍ ଜନ୍ଦର ଜିଲ୍ଲାରୁ । ସୂଚନା ଅନୁସାରେ ଗତ ରାତିରେ ସହରର ଅବତାର ନଗରରେ ଏହି ଘଟଣା ଘଟିଛି ।

ପରିବାରର ପାଞ୍ଚ ଜଣଙ୍କ ଜୀବନ ଚାଲି ଯାଇଛି । ଆଉ ଏହି ବିସ୍ଫୋରଣରେ ପରିବାରର ପାଞ୍ଚ ଜଣ ଗୁରୁତର ଥିଲେ ତାଙ୍କୁ ମେଡିକାଲ ନିଆ ଯାଇଥିଲା । ସେଠାରେ ସେମାନଙ୍କର ମୃ-ତ୍ୟୁ ହୋଇଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି ।

ବିସ୍ଫୋରଣ ପରେ ଘରେ ନିଆଁ ଲାଗିଥିଲା । ମୃ-ତ-କ ମାନେ ହେଲେ ୭୦ ବର୍ଷୀୟ ଜୟେସ ପାଲ ଘାଇ, ୪୦ ବର୍ଷୀୟ ରୁଚି ଘାଇ, ୧୪ ବର୍ଷୀୟ ମାନସ ଏବଂ ୧୨ ବର୍ଷୀୟ ଦିୟା ଏବଂ ୧୦ ବର୍ଷୀୟ ଅକ୍ଷୟ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେଉଁ କାରଣରୁ ଏଭଳି ଘଟଣା ଘଟିଲା ବା ବିସ୍ଫୋରଣ ହେଲା ତାହାର ତଦନ୍ତ କରାଯାଉଛି । ଆଉ ଏହି ତଦନ୍ତରେ ଅନେକ କଥା ସାମ୍ନାକୁ ଆସିବ । ଆଉ ଏହାର କାରଣ ଜଣାପଡିବ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *