ରାଜ୍ୟ ଖବର

ହେ ଭଗବାନ ! ଉଷଶୀ ମିଶ୍ର ଙ୍କୁ ହେଲା କରୋନା, ଭିଡିଓ କରି କହିଲେ ନିଜ ଅବସ୍ଥା…

ଆପଣ ମାନେ ଓଲିଉଡ ର ସବୁ ଅଭିନେତ୍ରୀ ମାନକୁ ଜାଣିଥିବେ । ତେବେ ଏହି କୋରନା ମହାମାରୀ ସମୟରେ ଅଭିନୟ ଜଗତ ରେ ବହୁତ ପ୍ରଭାବ ପଡିଥିଲା । ତେବେ ଆସନ୍ତୁ ଜାଣିବା ସେମିତି କିଛି ଖବର ।

ଆପଣ ମାନେ ସମସ୍ତେ ଅଭିନେତ୍ରୀ ଉଷସି ମିଶ୍ର ଙ୍କୁ ଜାଣିଥିବେ । ସେ ବହୁତ ସିରିଏଲ, ଫିଲ୍ମ ଏବଂ ଯାତ୍ରା ମଧ୍ୟ କରିଥାନ୍ତି । ସବୁବେଳେ ଚର୍ଚ୍ଚା ରେ ଥାନ୍ତି ସେ । ତାଙ୍କ ଅଭିନୟ ସମସ୍ତଙ୍କ ମନ କିଣିଥାଏ । ତେବେ ଏହି ମହାମାରୀ ସମୟରେ ସବୁ ଯାତ୍ରା ,ଫିଲ୍ମ ,ସିରିଏଲ ଆଦି ଶୁଟିଙ୍ଗ ବନ୍ଦ ରହୁଥିଲା ।

କିଛି ମାସ ର ବନ୍ଦ ପରେ ପରିସ୍ଥିତି ର ସୁଧାର ପରେ ପୁଣି ଶୁଟିଂ ଆରମ୍ଭ ହୋଇଛି । ତେବେ ଉସସି ମିଶ୍ର ଙ୍କ ମଧ୍ୟ ଗୋଟେ ଚଳଚ୍ଚିତ୍ର ର ଶୁଟିଂ ଚାଲିଛି । ହେଲେ ଉଷସି ମିଶ୍ର ଏବେ କୋଭିଡ଼ ଆକ୍ରାନ୍ତ ହୋଇଛନ୍ତି । ତାଙ୍କୁ କୋଭିଡ଼ ହେଇଥିବା କଥା ସେ ସୋସିଆଲ ମିଡ଼ିଆ ରେ ଭିଡିଓ କରି ଛାଡିଛନ୍ତି ।

ଏବଂ ସେ ୧୦ ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଙ୍କୁ ସତର୍କ ରହିବା ସହ ,ଯଦି କିଛି ଜଣା ଯାଉଛି ତେବେ ନିଜ ଟେଷ୍ଟ କରେଇବାକୁ ସେ ଭିଡ଼ିଓ ମାଧ୍ୟମରେ କହିଛନ୍ତି । ସୋସିଆଲ ମିଡ଼ିଆ ରେ ସେ ପଥମେ ଗୋଟେ ଭିଡ଼ିଓ କରିଥିଲେ । ତେବେ ସେଥିରେ ସେ ଇଂରାଜୀ ରେ ସବୁ କହିଥିଲେ । କିଛି ଜଣକ କହିବା ପରେ ସେ ପୁଣି ଓଡ଼ିଆ ରେ ଆଉ ଗୋଟେ ଭିଡ଼ିଓ କରି ଏହି ସବୁ ସୂଚନା ଦେଇଛନ୍ତି । ତେବେ ତାଙ୍କ ଫିଲ୍ମ୍ ଚାଲିଥିଲା ତେଣୁ ବହୁତ୍ ଜଣ ତାଙ୍କ ସଂସ୍ପର୍ଶରେ ଆସି ଥିବେ ।ତେଣୁ ସମସ୍ତେ ନିଜର ଯତ୍ନ ନେବା ସହ ସୁସ୍ଥ ରେ ରୁହନ୍ତୁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *