ଭାଇରାଲ ଭିଡିଓ

ସ୍କୁଲକୁ ପାଠ ପଢ଼ିବାକୁ ଆସି ବୁଦା ମୂଳରେ କରୁଥିଲେ ଖେଳ,ଧରା ପଡ଼ିବା ପରେ…

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି। ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି। ବନ୍ଧୁଗଣ ଆପଣ ମାନେ ସମସ୍ତେ କେବେ ନା କେବେ କାହାକୁ ପ୍ରେମ କରିଥିବେ।

ଆଗ କାଳରେ ପ୍ରେମ କଣ ଲୋକମାନେ ଜାଣିନଥିଲେ। ବନ୍ଧୁଗଣ ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।

କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହୋଇଯାଉଛି।

ଲୋକମାନେ ପ୍ରଥମେ ବିବାହ କରୁଥିଲେ ଓ ତା ପରେ ନିଜ ଲାଇଭ ପାର୍ଟନରକୁ ପ୍ରେମ କରୁଥିଲେ । ହେଲେ ବର୍ତ୍ତମାନ ଦୁନିଆ ବହୁତ ବଦଳି ଯାଇଛି। ଛୋଟ ଛୋଟ ଛୁଆ ମାନେ ପ୍ରେମ କରୁଛନ୍ତି ଏଣିକି ସେମାନେ ସ୍କୁଲରେ ପଢନ୍ତୁ କି କଲେଜରେ।

କଲେଜ ଓ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେମ ଏକ ସାଧାରଣ କଥା ହୋଇଯାଇଛି। ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ସ୍କୁଲ ଛାତ୍ରୀ ଓ ତାଙ୍କ ପ୍ରେମିକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଜଣେ ସ୍କୁଲ ଛାତ୍ରୀଙ୍କୁ ଜଣେ ଛାତ୍ର ପ୍ରେମ ନିବେଦନ କରୁଛନ୍ତି। ଏବଂ ସେଠାରେ ଉପସ୍ଥିତ ଥିବା ତାଙ୍କ ସାଙ୍ଗ କେହି ଏହାର ଭିଡିଓ କରିଦେଇଛନ୍ତି

https://youtu.be/bftDtVnNnkE?si=uV5f4nXZnsqXpUF8

ଆଉ ଏହି ଭିଡିଓ କୁ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ କରିଦେଇଛନ୍ତି। ବନ୍ଧୁଗଣ ଏବେ ଏହି ଦୁଇଜଣଙ୍କ କଳା କର୍ଣ୍ଣମାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *