Special Report

୨୦୦ କେଜି ହୀରାରେ ତିଆରି ହେଲା ରାମ ମନ୍ଦିର, ଥରେ ଦେଖିଲେ ଆଖି ପୁରା ଝଲସି ଉଠିବ !

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଆପଣଙ୍କ ପାଇଁ ଦରକାରୀ ଅଟେ ।

ଆପଣମାନେ ସମସ୍ତେ ମନ୍ଦିର ଗୁଡ଼ିକ ବିଷୟରେ ମଧ୍ୟ ଅନେକ ଖବର ଆସିଥିବାର ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ମନ୍ଦିରକୁ ନେଇ କିଛି ଖବର ଆସିଥିବାର ଜାଣିଥିବେ ।

ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ମନ୍ଦିରରେ ହୀରାର ସାମଗ୍ରୀ ଥିବା ଖବର ଜାଣିପାରିବେ । ଜଣେ ବ୍ୟକ୍ତି ଯାହାଙ୍କ ନାମ ହେଉଛି କୌସୁକି କପାଡ଼ିଆ । ଏହି ବ୍ୟକ୍ତି ଜଣକ ରାମ ମନ୍ଦିର ବନାଇଛନ୍ତି ।

ଆପଣମାନେ ଦେଖିଥିବେ ତ ଭଗବାନଙ୍କୁ ସୁନା, ରୂପା ଆଉ ହୀରା ଆଦି ଧାତୁରେ ତିଆରି ଗହଣା ପିନ୍ଧା ଯାଇଥାଏ । ଆପଣମାନେ ମଧ୍ୟ ଭଗବାନଙ୍କୁ ଏଭଳି ରୂପରେ ଦେଖିଥିବେ । ଭଗବାନଙ୍କ ଗହଣାକୁ ନେଇ ଏବେ ଖବର ଆସିଛି ।

 

ଆମେରିକାରେ ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ତିଆରି ହୋଇଛି । ଆଉ ସେଥିରେ ହୀରା ଲାଗିଛି । ପ୍ରଭୁ ରାମଚନ୍ଦ୍ରଙ୍କ ଗହଣା, ସୀତା ମାତାଙ୍କ ଗହଣା ଏବଂ ପ୍ରଭୁ ହନୁମାନଙ୍କ ଗହଣା ହୀରାରେ ତିଆରି ହୋଇଛି ।

ଆଉ ଏହାସହ ଲକ୍ଷ୍ମଣ ମଧ୍ୟ ହୀରାର ଗହଣା ପିନ୍ଧିଛନ୍ତି । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଭଗବାନଙ୍କୁ ଦେଖିପାରିବେ । ଏଥିରେ ମଧ୍ୟ ଦୁଇ କେଜି ଚାନ୍ଦି ରୂପା ଲାଗିଛି । ଏହି ପ୍ରଭୁ ରାମଚନ୍ଦ୍ରଙ୍କ ମୂର୍ତ୍ତି, ହନୁମାନ ଏବଂ ଲକ୍ଷ୍ମଣ ଆଉ ସୀତା ମାଙ୍କ ମୂର୍ତ୍ତି ବିଜନେସ ପାଇଁ ନୁହେଁ ।

ଏହି ବ୍ୟକ୍ତି ଜଣକ ଗଣମାଧ୍ୟମ ଆଗରେ ସବୁ କଥା କହିଛନ୍ତି । ଭାରତରେ ଯେତେ ବି ରାମ ମନ୍ଦିର ଅଛି ସେଠାକୁ ଏଭଳି ହୀରାର ଗହଣା କିଛି ପଠାଯିବ । କେବଳ ଭଗବାନ ହୀରାର ଗହଣା ପିନ୍ଧିଛନ୍ତି ତାହା ନୁହେଁ ଭଗବାନ ରାମଚନ୍ଦ୍ର, ଲକ୍ଷ୍ମଣ ଆଉ ହନୁମାନ ଏବଂ ସିତା ମାଙ୍କ ମୂର୍ତ୍ତି ମଧ୍ୟ ଏହି ମୂଲ୍ୟବାନ ଧାତୁରେ ତିଆରି ହୋଇଛି । ଏହି ବ୍ୟକ୍ତି ଜଣକ ଏଭଳି ଅନେକ କଥା ଏହି ଭିଡିଓ ମାଧ୍ୟମରେ କହିଛନ୍ତି । ଏବେ ଏହି ଭିଡିଓକୁ ନେଇ ଚର୍ଚ୍ଚା ହେଉଛି । ଆପଣମାନେ ଏହି ଖବର ସମ୍ପୂର୍ଣ୍ଣ ଭାବରେ ଜାଣିପାରିବେ ।

Leave a Reply

Your email address will not be published. Required fields are marked *