ରାଜ୍ୟ ଖବର

ରାସ୍ତା ମଝିରେ ଘଟିଗଲା ଲୋମ ଟାଙ୍କୁରା ଘଟଣା,ଅଚାନକ ଟ୍ରକ୍ ଆସି ହାତୀର ପେଟକୁ କରିଦେଲା ଦୁଇ ଫାଳ!

 

ନମସ୍କାର ପାଠକ ବନ୍ଧୁ।ପୁଣି ଥରେ ଗୋଟିଏ ଦନ୍ତା ହାତୀ ର ଜୀବନ ଚାଲି ଯାଇଛି।ବର୍ତ୍ତମାନ ସମୟ ରେ ଲୋକ ମାନେ ଏପରି ଭାବେ ଗାଡ଼ି ଚଳାଉ ଅଛନ୍ତି ଯେଉଁ ଥିରେ ବନ୍ୟ ଜୀବ ଜନ୍ତୁ ଙ୍କ ଜୀବନ ଚାଲି ଯାଇଛି।ଆଜି ଆମେ ସେଭଳି ଏକ କଥା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।

ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ତେଲ କୋଈ ରେଞ୍ଜ ର ୪୯ ନମ୍ବର ଜାତୀୟ ରାଜପଥରେ।ସେଠାରେ ବିଳମ୍ବିତ ରାତିରେ ଗୋଟିଏ ହାତୀ ଟିଏ ରାସ୍ତା ପାର ହେଉଥିଲା।ହେଲେ ଡ୍ରାଇଭର ଅସାବଧାନତା ଯୋଗୁଁ ଆଜି ଗୋଟିଏ ହାତୀ ର ଜୀବନ ଚାଲି ଯାଇଚି।

ସୂଚନା ଅନୁସାରେ ଗୋଟିଏ ଦନ୍ତା ହାତୀ କୁ ମା-ରି ଦିଆ ଯାଇଚି। ଡ୍ରାଇଭର ଜଣକ ରାତି ରେ ଅସାବଧାନତା ଯୋଗୁଁ ହାତୀ କୁ ମାରି ଦେଇଚି।ସେ ମଦ୍ୟପାନ କରି ଗାଡ଼ି ଚଳାଉ ଥିଲେ।ଏହା ପରେ ଜୋର୍ ରେ ଗାଡ଼ି ଚଲେଇ ଥିଲେ।

ସେହି ୪୯ ନମ୍ବର ଜାତୀୟ ରାଜପଥ ରେ ହାତୀ ଟି ସକାଳୁ ଯାଉ ଥିଲା।ଯାହାକି ତାଙ୍କୁ ଦେଖା ଯାଇ ନ ଥିଲା।ସେ ହାତୀ ଉପରେ ଗାଡି ଚଢାଇ ଦେଇଥିଲେ।ଗାଡ଼ି ଟି ଓଲଟି ପଡ଼ି ଥିଲା।ଘଟଣା ସ୍ଥଳ ରେ ହାତୀ ର ମୃ-ତ୍ୟୁ ଘଟିଛି।ଏହା ଯୋଗୁଁ ଗାଁ ର ଲୋକ ମାନେ ରାଗି ଯାଇଥିଲେ।

ବଡ ଆଶ୍ଚର୍ଯ୍ୟକର କଥା ହେଉଚି କି ଏହି ଦୁ-ର୍ଘ-ଟ-ଣା ରେ ଦନ୍ତା ହାତୀ ର ମୃ-ତ୍ୟୁ ହୋଇ ଥିବା ବେଳେ ଟ୍ରକ୍ ର କୌଣସି କ୍ଷତି ହୋଇ ନାହିଁ।ଟ୍ରକ୍ ର ଡ୍ରାଇଭର ମଧ୍ୟ ବହୁତ ଭଲ ଅଛନ୍ତି।ଦୃତ ଗତିରେ ଆସୁଥିବା ଟ୍ରକ୍ ହଟାତ ଗୋଟିଏ ଦନ୍ତା ହାତୀ କୁ ଧ-କ୍କା ଦେଇଥିଲା।

ଯାହା ଫଳ ରେ ହାତୀ ଟି ର ଘଟଣା ସ୍ଥଳ ରେ ମୃ-ତ୍ୟୁ ଘଟିଲା।ଏବେ ଜଙ୍ଗଲ ରାସ୍ତା ରେ ଦନ୍ତା ହାତୀ ଟି ରାସ୍ତା ପାର ହେଉଥିଲା।ଏହି ସମୟ ରେ ଟ୍ରକ୍ ଡ୍ରାଇଭର ବହୁତ ଜୋର୍ ରେ ଗାଡ଼ି ଚଳାଇ ଥିଲେ।ଯାହା ଫଳ ରେ ଏତେ ବଡ ଅ-ଘ-ଟ-ଣ ଘଟି ଯାଇଚି।

ସେହି ଟ୍ରକ୍ ଡ୍ରାଇଭର ଙ୍କ ବିରୋଧ ରେ ଏବେ ଥାନା ରେ ଅଭିଯୋଗ ହୋଇଚି।ଦନ୍ତା ହାତୀ ର ମୃ-ତ୍ୟୁ ପାଇଁ ସେ ଦାୟୀ ଅଟନ୍ତି।ସେହି ଟ୍ରକ୍ ଟି ୪୯ ନମ୍ବର ଜାତୀୟ ରାଜପଥ ରେ ଆଇରନ ଭର୍ତି କରି ପାଲଲହଡ଼ା ଜାତୀୟ ରାଜପଥ ଆଡ଼କୁ ଯାଉଥିଲା।

ଏହି ସମୟ ରେ ହଟାତ ଗାଡ଼ି ସାମ୍ନା କୁ ହାତୀ ଟି ଚାଲି ଆସିଲା।ଯାହା ଫଳ ରେ ତାର ମୃ-ତ୍ୟୁ ଘଟିଛି।ଦନ୍ତା ହାତୀ କୁ ବଞ୍ଚାଇବା ପାଇଁ ଗ୍ରାମବାସୀ ମାନେ ଚେଷ୍ଟା କରିଥିଲେ।ହେଲେ ଏହା ସମ୍ଭବ ହେଲା ନାହିଁ।

Leave a Reply

Your email address will not be published. Required fields are marked *