Special Report

ମୋ ପାଇଁ ଜାଗୃତିଙ୍କୁ ବଦନାମ କରାଗଲା,ମୋତେ ବହୁତ କଷ୍ଟ ହେଉଛି ତାଙ୍କ ପାଇଁ କହିଲେ ଅନୁଭବ!!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଓଲିଉଡ ଜଗତର ଏବଂ ଅନେକ ଅଭିନେତା ଆଉ ଅଭିନେତ୍ରୀ ମାନଙ୍କ ବିଷୟରେ ଆସୁଥିବା ଖବର ଜାଣି ପାରୁଛନ୍ତି ।

ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ । ଅଭିନେତା ଅନୁଭବ ମହାନ୍ତି ଏବେ ଗଣମାଧ୍ୟମ ଆଗରେ କିଛି କଥା କହିଛନ୍ତି ।

ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ବିଷୟରେ ସମସ୍ତେ ତ ଜାଣିଥିବେ । ଏବେ ଏଭଳି କିଛି ଖବର ଆସିଛି । ଅନୁଭବ ମହାନ୍ତି ଏବଂ ବର୍ଷାଙ୍କ ବିବାହ ବିଚ୍ଛେଦ ପାଇଁ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କୁ ଦାୟୀ କରାଯାଉଛି ।

ଅନୁଭବ ମହାନ୍ତିଙ୍କ ପାଇଁ ତାଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା ବଦନାମ୍ ହେଉଛନ୍ତି । ଅନୁଭବ କହିଲେ ଜାଗୃତି ହେଉଛନ୍ତି ବହୁତ ବୁଦ୍ଧିମାନ୍ । ଅନୁଭବ ମହାନ୍ତି ଜାଗୃତିଙ୍କର ଭୁରି ଭୁରି ପ୍ରଶଂସା କରିଲେ । ଅନୁଭବ ମହାନ୍ତିଙ୍କ ପାଇଁ ଅନେକ କଷ୍ଟ ପାଇଛନ୍ତି ଜାଗୃତି ।

ଆପଣମାନେ ସମସ୍ତେ ଅନୁଭବ ମହାନ୍ତିଙ୍କ ଜନ୍ମଦିନରେ ଜାଗୃତି ଯାହା ପୋଷ୍ଟ କରିଥିଲେ ତାହା ତ ଦେଖିଥିବେ । ଅନୁଭବ ମହାନ୍ତିଙ୍କ ନିରବତା, ସହସିକତା ଆଉ ତାଙ୍କର ଦକ୍ଷତା ପାଇଁ ଜାଗୃତି ତାଙ୍କୁ ପ୍ରଶଂସା କରିଥିଲେ । ଆଉ ଏପଟେ ଜାଗୃତିଙ୍କୁ ପ୍ରଶଂସା କରିଥିଲେ ଅନୁଭବ ମହାନ୍ତି ।

ଏବେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଅଲଗା ହୋଇ ଯାଇଛନ୍ତି । ଆଉ ତାଙ୍କର ବିବାହ ବିଚ୍ଛେଦ ପରେ ଅନୁଭବ ମହାନ୍ତି କାହାକୁ ବିବାହ କରିବେ ବୋଲି ତାଙ୍କ ପ୍ରଶଂସକ ପ୍ରଶ୍ନ ପଚାରିଛନ୍ତି । ଅନୁଭବ ମହାନ୍ତି କହିଛନ୍ତି ତାଙ୍କ ବଇଆ ମାଆଙ୍କ ପ୍ସୋ ପାଇଁ ସେ ଆଉ ଥରେ ବିବାହ ମଧ୍ୟ କରିବେ ।

ଆଉ ଏହି ସମୟରେ ଜାଗୃତି ଶୁକ୍ଳାଙ୍କର ଏହି ପୋଷ୍ଟ ଆସିଛି । ଏହାସହ ଅନୁଭବ ମହାନ୍ତି ଜାଗୃତି ଶୁକ୍ଲାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ଜାଗୃତି ଅନେକ କଥା ସହିଛନ୍ତି ଅନୁଭବ ମହାନ୍ତିଙ୍କ ପାଇଁ । ଆଉ ଅନୁଭବ ମହାନ୍ତିଙ୍କ ପାଇଁ ତାଙ୍କୁ ଯେଉଁ ବଦନାମ୍ କରାଯାଇଛି

ଆଉ ଅନେକ ଜାଗାରେ ତାଙ୍କୁ ଘୋଷଡା ଯାଇଛି ସେଥିପାଇଁ ଜାଗୃତି ବହୁତ କଷ୍ଟ ପାଇଛନ୍ତି । ଏଭଳି ସବୁ ଖବରକୁ ନେଇ ଏବେ କଥା ଆସିଛି କି ଅନୁଭବ ମହାନ୍ତିଙ୍କ ମନରେ କିଏ ଅଛି ? ଆଉ ସେ ଦ୍ଵିତୀୟ ବିବାହ କେବେ ଆଉ କାହାକୁ କରୁଛନ୍ତି ?

Leave a Reply

Your email address will not be published. Required fields are marked *