Special Report

ରାତି ଅଧରେ ଗର୍ଭବତୀ ମହିଳା ସହ ଏପରି କରିଦେଲା ପୋଲିସ୍ ,ଯାହା କେହି ବିଶ୍ଵାସ କରି ପାରିଲେନି..

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଜାଣିବାକୁ ପାଉଥିବେ। ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି।

ତେବେ ବନ୍ଧୁଗଣ ସବୁଆଡେ ସାରା ଦେଶ ନୂଆ ବର୍ଷ ପାଳନ କରିବା ପାଇଁ ନାଚଗୀତରେ ବୁଡି ରହିଥିବା ବେଳେ, ସେପଟେ ନିଜ ଭାଗ୍ୟକୁ ନିନ୍ଦା କରି କାନ୍ଦୁଥାଏ ଜଣେ ଅସହାୟ ମହିଳା।

ତାର ସେଇ ଅବସ୍ଥା ଦେଖିବା ପରେ ଜଣେ ମହିଳା ପୋଲିସ ଅଫିସର ତାଙ୍କ ପାଖକୁ ଯିବାକୁ ଇଛା କଲେ। ତାର ଏମିତି ଦୁଃଖ ପଛରେ କେଉଁ କାରଣ ଲୁଚି ରହିଥିଲା, ତାକୁ ଜାଣିବା ପାଇଁ ଯେମିତି ମନ ଭିତରେ ବାରମ୍ବାର ପ୍ରଶ୍ନ ଉଙ୍କି ମାରୁଥାଏ ମହିଳା ପୋଲିସ ଅଫିସର ଜଣଙ୍କର।

ଆଉ ବେଶୀ ସମୟ ଅପେକ୍ଷା ନକରି, ସେ ଯାଇ ପହଂଚିଲେ ସେହି ମହିଳାଙ୍କ ପାଖରେ। ଆଉ ସେହି ମହିଳାଙ୍କ ଅବସ୍ଥା ଦେଖିବା ପରେ ତାଙ୍କ ପାଦ ତଳୁ ଯେମିତି ମାଟି ଖସି ଯାଇଥିଲା।

ତେବେ ବନ୍ଧୁଗଣ ମହିଳା ଜଣକ ଗର୍ଭବତୀ ଥିବା ବେଳେ, ଏବେ ତାଙ୍କର ପ୍ରସାବର ସମୟ ପାଖେଇ ଆସିଥାଏ। ଆଉ ସେହି ଯନ୍ତ୍ରଣାକୁ ମହିଳା ଜଣକ ସହି ନପାରି ରାସ୍ତା କଡରେ ବସି କାନ୍ଦୁଥାନ୍ତି।

ନା ତାଙ୍କ ପାଖରେ କେହି ସମ୍ପର୍କୀୟ ଥାନ୍ତି, ନା ହସ୍ପିଟାଲ ଯିବା ପାଇଁ ତାଙ୍କ ପାଖରେ କିଛି ଟଙ୍କା ଥାଏ। ମହିଳା ପୋଲିସ ଜଣଙ୍କୁ ଦେଖିବା ପରେ ସେ ଯେମିତି ବଂଚିବାର ରାହା ପାଇଁ ଯାଇଥିଲେ। ଆଉ ଭଉଣୀ ବୋଲି ଡାକି ଦେଇ ତାଙ୍କୁ ଟିକେ ହସ୍ପିଟାଲ ନେବାକୁ ଅନୁରୋଧ କରିଥିଲେ।

ସେହି ସମୟରେ ମହିଳାଙ୍କ ବିଷୟରେ ଅଧିକ କଥା ପଚାରିବା ଠାରୁ ମହିଳା ପୋଲିସ ଜଣଙ୍କୁ ମେଡିକାଲ ନେଇଯିବାଟା ବେଶୀ ଜରୁରୀ ଲାଗିଲା। ଆଉ ଶେଷରେ ସେ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲି।

ବନ୍ଧୁଗଣ ମଧ୍ୟପ୍ରଦେଶର ମୁରେନା ଅଂଚଳରେ ଏପରି ଏକ ଘଟଣା ଦେଖିବାକୁ ମିଳିଥିବା ବେଳେ, ଏହି ମହିଳା ପୋଲିସ ଅଫିସରଙ୍କ ପାଇଁ ଆଜି ଦୁଇ ଦୁଇଟା ଜୀବନ ବଂଚି ଯାଇଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *