Real Ghost – ଅଭିଶପ୍ତ ନଡ଼ିଆ ଗଛ ଥରେ ଗଲେ ଆଉ ଫେରିପାରିବେନି ଦେଖନ୍ତୁ କେମିତି ଥିଲା ଭୂତସହ କଟାଇଥିବା ସମୟ

କର୍ଣାଟକ ର କୁଣ୍ଡାପୁର ର ଘଟଣାଟି ହେଉଛି ଗୋଟେ ଫ୍ୟାମିଲି ରେ ହେଡ୍ ଯିଏ ଗୋବିନ୍ଦ ବାବୁ।ସେମାନେ ଜମିଦାରୀ ଅଟନ୍ତି।ତାଙ୍କ ଘର ପଛ ପଟେ ଏକ ବଡ଼ ନଡ଼ିଆ ଗଛ ଥିଲା।ସେମାନେ କହୁଥିଲେ ସେହି ଗଛରୁ ଗୋଟେ ଭୂତ ର କାନ୍ଦିବା ସ୍ୱର ସୁବୁଥିଲା।

ଡରି ଯାଇ ବାଧ୍ୟ ହୋଇ ଘର ମଧ୍ୟ ଛାଡ଼ି ଦେଇଥିଲେ।ନଡ଼ିଆ ଗଛ ଟି ବଡ଼ ଥିବାରୁ ତାଙ୍କ କେହି ଖାଆନ୍ତି ନି କି କେହି ଯାଆନ୍ତି ନାହିଁ।ତାଙ୍କ ଘରେ ଗୋଟେ ଛୋଟ ଛୁଆ ଅଛି ଯିଏ କି ଏକ କରିବା ପାଇଁ ସେ ଗଛ ପାଖକୁ ଆସିଲା ଏବଂ ତାକୁ ଗୋଟେ କାନ୍ଦିବା ଶବ୍ଦ ସୁଣାଗଲା।

ସେ ସୁଣିକି ବେହୋସ୍ ହୋଇଗଲା।ଗୋବିନ୍ଦ ବାବୁଙ୍କ ସ୍ତ୍ରୀ ଦେଖି ଘରକୁ ଆଣିଲେ ଏବଂ ସକାଳେ ରିକି ସବୁ କଥା କହିଥିଲା।

ସେମାନେ କେହି ବିଶ୍ବାସ କରିନଥିଲେ।କିନ୍ତୁ ଗୋବିନ୍ଦ ବାବୁ ୨ ଦିନ ପରେ ସେଇ ଗଛ ପାଖରେ କାନ୍ଦିବା ସ୍ୱର ଶୁଣିଲେ।ତାପରେ ରୀକି କଥା କୁ ସେ ବିଶ୍ୱାସ କରିଥିଲେ।ଜଣେ ବ୍ରାହ୍ମଣ ଙ୍କୁ ଡାକିଥିଲେ।ପୂଜା କରିବା ପାଇଁ କହିଥିଲେ ଏହି ଗଛରେ ଭୂତ ଅଛି।ହୋମ କରାଯାଇଥିଲା କିନ୍ତୁ କିଛି ବି ହେଲା ନାହିଁ।ତାପରେ ସେ ସହରକୁ ଯାଇ ଭଡ଼ା ଘରେ ରହିଥିଲେ।ପ୍ରକୃତ ଘଟଣାଟି କଣ ଜାଣନ୍ତୁ।୬ ଦିନ ପୂର୍ବରୁ ଗୋବିନ୍ଦ ବାବୁଙ୍କ ଫ୍ୟାମିଲ୍ ସାଙ୍ଗ ଶଶି ପୂଜାରୀ ।ସେ ଜଣେ ବ୍ରାହ୍ମଣ।ସେ ପ୍ରାୟ ଟାଇମ୍ ଆସିଥାନ୍ତି।

 

ନଡ଼ିଆ ଗଛ ଉପରେ କେମିତି ଚଢ଼ନ୍ତୀ ସେ ଜାଣିଥିଲେ ଓ ତାଙ୍କୁ ନଡ଼ିଆ ଖାଇବା ପାଇଁ ବହୁତ୍ ଭଲ ଲାଗେ। ଦିନେ ଗଛ ଉପରେ ଚଡ଼ିଥିଲେ ଓ ତାଙ୍କ ପ୍ୟାଣ୍ଟ୍ ଟା ଚିରିଗଲା। ସେ କଣ କରିଲେ ନା ପର୍ଷ୍ ଟି ଉପର ପକେଟ୍ ରେ ରଖିଦେଲେ ଓ ଫୋନ ଟା ପକେଟ୍ ରେ ଜାଗା ଧରିଲାନି ସେ କଣ କରିଲେ ଗଛ ଉପରେ ଫୋନ ଟା ରଖିଦେଇଥିଲେ ।ସେ

ନଡ଼ିଆ ଆଣିସାରିଲା ପରେ ତଳକୁ ପଳାଇଆସିଛନ୍ତି।ତାପରେ ତାଙ୍କ ଫୋନ ସେ ବହୁତ ଖୋଜିଲେ।ସେ ସନ୍ଧ୍ୟାବେଳେ ଆସିଲେ ତାଙ୍କ ସ୍ତ୍ରୀ ଫୋନ ରୁ ସବୁଦିନ ସନ୍ଧ୍ୟା ରୁ ରାତି ପର୍ଯ୍ୟନ୍ତ କଲ୍ କରୁଥିଲେ ।

ସେ ଭାବନ୍ତି ମୋ ଫୋନ ଠିକ ଅଛି।ଯିଏ ନେଉଛନ୍ତି ସିଏ ମତେ ଫେରେଇ ଦେବ।ଯେତେବେଳେ କଲ୍ କରନ୍ତି ରିଙ୍ଗ ହୁଏ ଏବଂ ଫୋନ ଟି ଗଛ ଉପରେ ଥାଏ।ସେ ଛୋଟ ଛୁଆର ରିଙ୍ଗ୍ଂ ଟନ୍ ରଖିଥିଲେ।

https://youtu.be/Inv9JA6uPNw

ଯେତେବେଳେ କଲ୍ କରନ୍ତି ଫୋନ ଟା ରିଙ୍ଗ୍ ହୁଏ।ତେଣୁ ଗୋବିନ୍ଦ ବାବୁ ଭାବୁଥିଲେ କି ସେ ଗଛରେ ଭୂତ ଏମିତି ଶବ୍ଦ କରୁଛି।ପୂଜାରୀ ଯେତେବେଳେ ଗୋବିନ୍ଦ ବାବୁଙ୍କୁ କହିଲେ ତାଙ୍କ ଭିତରେ ଝଗଡ଼ା ହେଲା।ପୂଜାରୀ କ୍ଷମା ମାଗିଥିଲେ।ଗୋବିନ୍ଦ ବାବୁ ପୁଣି ତାଙ୍କ ଘରକୁ ଫେରି ଆସିଥିଲେ।

Leave a Comment

Your email address will not be published. Required fields are marked *

Scroll to Top