ରାତା ରାତି Viral ହେଲା କୁନି ଝିଅ ର puchuki gali ଗୀତ ଭିଡିଓ ଭିଡିଓ ଦେଖିଲେ ମିଳିବ କୋଟିଏ ଟଙ୍କା ପାଇବା ଭଳି ଖୁସି

ଆପଣ ମାନେ ସମସ୍ତେ “ପୁଚୁକି ଗାଲି “ଗୀତଟି ଜାଣିଥିବେ ।ସେହି ଗୀତ କୁ ଆଜି ମଧ୍ୟ ଲୋକମାନେ ଶୁଣିଲେ ଖୁସି ହୋଇ ଯାଆନ୍ତି।

ଏବେ ଓଡ଼ିଆ ଫିଲ୍ମରେ ଏଭଳି ଗୀତ ଆଉ ଦେଖିବାକୁ ମିଳୁ ନାହିଁ।ଯାହାଦ୍ଵାରା ଏବେ କାର ପିଲା ମାନେ ହିନ୍ଦୀ ଗୀତ ଶୁଣିବା ପାଇଁ ଆଗ୍ରହ ହେଉଛନ୍ତି।

ବର୍ତ୍ତମାନ ସମୟରେ କୁନି ଝିଅ ପୁଚୁକିଗାଲି ଗୀତ ଗାଉଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି। ଝି

ପୁଣି ଥରେ ଏଇ ଗୀତ ଗାଇକି ମନେ ପକାଇ ଜୀବନ୍ତ କରିଛନ୍ତି।କୁନି ଝିଅଟି ଯେଉଁଭଳି ଭାବରେ ଗୀତ ବୋଲୁଛନ୍ତି ,ତାହା ସମସ୍ତଙ୍କୁ ମୁଗ୍ଧ କରିଦେଇଛି। ଖାସ କରି ଛୋଟ ପିଲା ମାନଙ୍କ ଗୀତ ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ।

ଏବେ ଯେଉଁ ଛୋଟ ପିଲାଟିର ଭିଡ଼ିଓଟି ଭାଇରାଲ ହେଉଛି, “ପୁଚୁକିଗାଲି, ଫେସନ ବାଲି, ଚାଲି ତୋ ବମ୍ବେ ଦିଲ୍ଲୀ ମୋ ବୋପା ଲୋ, “କୁନି ଝିଅଟି ଯେଉଁ ଭଳି ଭାବରେ କୁନି ପାଟିରେ କହୁଛି “ମୋ ବୋପା ଲୋ,”

ସତରେ କୋଟିଏ ଟଙ୍କାର ଖୁସି ଠାରୁ ମଧ୍ୟ ଆହୁରି ଅଧିକ। ଲୋକମାନେ ବହୁତ ପ୍ରଶଂସା କରିଥିଲେ।ସୋସିଆଲ ମିଡିଆରେ ଏହି ଭିଡିଓ ଟି ଭାଇରାଲ ହେଉଛି।

Leave a Comment

Your email address will not be published. Required fields are marked *

Scroll to Top