Special Report

ସାମ୍ବାକୁ ଆସିଲା କଥା କୁହା ମୁଷାର ସତ୍ୟତା,କଣ ସମସ୍ତଙ୍କ ଆଗରେ ମୂଷା ଦେବ ପରୀକ୍ଷା, ଜାଣନ୍ତୁ !

ନମସ୍କାର ପାଠକ ବନ୍ଧୁ।ମୂଷା କଥା କହିବାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଚି।ଜଣେ ଯୁବତୀ କିଛି ଦିନ ତଳେ ଦୁଇ ଟି ମୂଷା କୁ ନେଇ ବଡ ଦେଉଳ କୁ ଯାଇଥିଲେ।ସେଠାରେ ସେହି ମୂଷା ଦୁଇ ଟି କଥା କହିଥିଲେ।

ଜୟ ଜଗନ୍ନାଥ ଓ ପଣିକିଆ ମଧ୍ୟ ଡାକି ଦେଉଥିଲା।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।କିଛି ଲୋକ ସେହି ମୂଷା ଦୁଇ ଟି କୁ ଜଗନ୍ନାଥ ଓ ବଳଭଦ୍ର ବୋଲି ମଧ୍ୟ କହିଛନ୍ତି।ସ୍ଵୟଂ ଭଗବାନ ଧରା ପୃଷ୍ଠ କୁ ଓହ୍ଲାଇ ଆସିଛନ୍ତି ବୋଲି କୁହା ଯାଉଛି।

ସୂଚନା ଅନୁସାରେ ଜଣେ ମହିଳା ଗତ କିଛି ଦିନ ତଳେ ଦୁଇ ଟି ମୂଷା ଧରି ଜଗନ୍ନାଥ ଙ୍କ ମନ୍ଦିର କୁ ଆସିଥିଲେ।ସେ ମୂଷା ଦୁଇ ଟି ମନ୍ଦିର ଭିତରକୁ ନେବା ପାଇଁ ଇଚ୍ଛା କରିଥିଲେ।ହେଲେ ମନ୍ଦିର ଭିତରକୁ ମୂଷା କୁ ଯିବା ପାଇଁ ଅନୁମତି ଦିଆ ଯାଇ ନ ଥିଲା।

ସେଥିପାଇଁ ଯୁବତୀ ଜଣକ ମନ୍ଦିର ବାହାରେ ମୂଷା କୁ ଧରି ଠିଆ ହୋଇ ଥିଲେ।ମୂଷା ଦୁଇ ଟି ଜଗନ୍ନାଥ ଙ୍କ ନାମ ନେବା ସହିତ ପଣିକିଆ ମଧ୍ୟ ଡାକି ଦେଇଥିଲା। ଯାହାକୁ ନେଇ ଖୁବ୍ ଏବେ ଚର୍ଚ୍ଚା କରା ଯାଉଛି।

ଏହାକୁ କିଛି ଲୋକ ମାନେ ବିରୋଧ କରିଛନ୍ତି।ଜଣେ ଜଗନ୍ନାଥ ପ୍ରେମୀ କହିଛନ୍ତି କି ମୂଷା କିପରି କଥା କହି ପାରିବ।ଝିଅ ଟି ମିଛ କଥା କହୁ ଅଛି।ତାର ବେକ ପାଖରେ ଝିଅ ଟି ଗୋଟିଏ ମେସିନ ଲଗାଇ ଦେଇଚି।

ସେଥିପାଇଁ ଯେତେବେଳେ ଝିଅ ଟି ମୂଷା କୁ ଧରୁଛି ସେତେବେଳେ ସେ କଥା ହେଉଚି।ତାର ବେକ ପାଖକୁ ସେ ଜୋର୍ ରେ ଚିପି ଦେଉଚି।ଯାହା ଫଳ ରେ ମୂଷା ଟି ଚୁ ଚୁ ଶବ୍ଦ କରୁଚି।ସମସ୍ତେ ଭାବୁଛନ୍ତି କି ମୂଷା ଟି କଥା କହୁଚି।

ଝିଅ ଟି ସମସ୍ତଙ୍କୁ ଠକିବା ପାଇଁ ଯୋଜନା କରିଛି।ମୂଷା କିଛି ବି କହି ନାହିଁ।ସେ ଖାଲି ଚୁ ଚୁ ଶବ୍ଦ କରୁଚି ବୋଲି ଅନ୍ୟ ଜଣେ ଭକ୍ତ କହିଛନ୍ତି।ଯଦି ମୂଷା କଥା କୁହେ ତେବେ ଅନେକ କଥା ଶୁଣିବାକୁ ମିଳି ଥାନ୍ତା।ସେପରି କିଛି ବି ସେ ଭିଡିଓ ରେ ଶୁଣା ଯାଉ ନାହିଁ।

ଯୁବତୀ ଜଣକ ତାର ମୂଷା କୁ ଶୀତ ବସ୍ତ୍ର ପିନ୍ଧାଇ ଦେଇଚି।ଯେପରି ତାର କାନ ରେ ଲାଗିଥିବା ମେସିନ କୁ କେହି ଦେଖି ପାରିବେ ନାହିଁ।ତାର ବେକ ଚିପିବା ମାତ୍ରେ ମୂଷା କଥା କହୁଚି।ଚୁ ଚୁ ଶବ୍ଦ କରୁଚି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Leave a Reply

Your email address will not be published. Required fields are marked *