Special Report

SBI ଗ୍ରାହକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବ୍ୟାଙ୍କରେ ଖାତା ଥିଲେ ମିଳିବ ଟଙ୍କା

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।

ଆପଣମାନେ ସୋସିଆଲ ମିଡିଆରେ ଦେଶ, ବିଦେଶ, ରାଜ୍ୟ ଏବଂ ଅନେକ ଅଞ୍ଚଳର ଏବଂ ଅନ୍ୟ ସମସ୍ତ ଯେମିତିକି ବ୍ୟାଙ୍କ୍, ପାଣିପାଗ , କ୍ରିକେଟ ଖେଳ ଏବଂ ଅନ୍ୟାନ୍ୟ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଅନେକ କିଛି ଜାଣିପାରିବେ ।

ଏହି ଭିଡିଓ ମାଧ୍ୟମରେ ଆପଣମାନେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବିଷୟରେ କିଛି ଖବର ଜାଣିପାରିବେ । ଆପଣମାନଙ୍କର ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି ଯଦି ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହାର ସୁବିଧା ଜାଣିପାରିବେ ।

ଏହି ଭିଡିଓ ମାଧ୍ୟମରେ ଆପଣମାନେ ବଡ ଖବର ପାଇପାରିବେ । ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର ଆସିଛି । ଆପଣମାନେ ଯଦି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକ ହୋଇଥିବେ ତାହେଲେ ଆପଣମାନେ ଏହି ବିଷୟରେ ଜାଣିପାରିବେ ।

ଏହି ବିଷୟରେ ଜାଣିଲେ ଆପଣ ଖୁସି ହୋଇ ପାରିବେ । ଆଉ ଅନେକ ଜିନିଷ ଆଉ ଅନେକ କଥା ଏହି ଭିଡିଓ ଆପଣଙ୍କୁ ଜଣାଇପାରିବେ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଘର ପର୍ଯ୍ୟନ୍ତ ସୁବିଧା ଯୋଗାଇବ ବୋଲି ଖବର ମିଳିଛି ।

ଏବେ ସେ ମୋବାଇଲ୍ ଡିଭାଇସ୍ ସେବା ଆରମ୍ଭ କରିଛି । ଏହାଦ୍ବାରା ବ୍ୟାଙ୍କ ଗ୍ରାହକମାନଙ୍କୁ ଦେଉଥିବା ହାଲକା ଉପକରଣ ସବୁ ଗ୍ରାହକମାନେ ପାଇପାରିବେ । ବିଭିନ୍ନ ବ୍ୟାଙ୍କ୍ ସେବା ଉପଲବ୍ଧ ହୋଇପାରିବ । ଆଉ ଗ୍ରାହକମାନେ ଏହି ସେବା ପାଇପାରିବେ ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅଧ୍ୟକ୍ଷ ଦିନେଶ ଧାରା କହିଛନ୍ତି କି ଏହାର ଉଦ୍ଦେଶ୍ୟ ହେଉଛି ଅନ୍ତର୍ଭୁକ୍ତ ମଜବୁତ କରିବା ଏବଂ ସାଧାରଣ ଲୋକଙ୍କୁ ବ୍ୟାଙ୍କ୍ ସେବା ଯୋଗାଇବା । ପ୍ରାରମ୍ଭରେ ଆପଣ ପାଞ୍ଚଟି ସୁବିଧା ପାଇପାରିବେ ।

ଏହି ସୁବିଧା ସିଧା ଗ୍ରାହକଙ୍କ ପାଖକୁ ଆଣିଥାଏ । ଏହା ଗ୍ରାହକଙ୍କ ସେବା ପାଇଁ ଉଦ୍ଦିଷ୍ଟ । ବିଶେଷକରି ଯେଉଁମାନେ ସ୍ଵାସ୍ଥ୍ୟଗତ ସମସ୍ୟାରେ ସମ୍ମୁଖୀନ ହେଉଥିବେ , ବରିଷ୍ଠ ନାଗରିକ ଏବଂ ଭିନ୍ନ କ୍ଷମ ବ୍ୟକ୍ତି ନିଜ ମୋବାଇଲ ଦ୍ଵାରା ଏହି ସେବା ପାଇପାରିବେ । ସେମାନେ ନିକଟରେ ବ୍ୟାଙ୍କ୍ ସେବା ପାଇପାରିବେ ।

Leave a Reply

Your email address will not be published. Required fields are marked *