ତପସ୍ୱିନୀ ଙ୍କ ପାଇଁ ପ୍ରମିଳା ତ୍ରିପାଠୀଙ୍କୁ ଟାର୍ଗେଟ କରାଯାଇ ହଇରାଣ କରୁଛନ୍ତି।ସେ କହୁଛନ୍ତି ଧାରଣାରେ ବସିଥିଲି।ଏବେ ଆସିଛନ୍ତି ମତେ ଉଠେଇ ନେବା ପାଇଁ।୬ ବର୍ଷ ହେଲାଣି କୁଆଡେ ଯାଇଥିଲେ?ଏବେ ଆସୁଛନ୍ତି।ମୋ ଘର ଭାଙ୍ଗି ଦେଲେ ।ଭାଙ୍ଗିଲା ଲୋକଙ୍କୁ ଘର ଦେଇପାରିଲେ।
ମୋର ୩୦୦ ଡିସିମିଲି ଘର ଭାଙ୍ଗି ଦେଲେ କାହିଁକି?ମୋର ଦଖଲ କରି ରଖିଛି ହାଇକୋର୍ଟ ତରଫରୁ।ଯାହା ଗୋଟେ ସମାଲୋଚନା କରିବ ଏବଂ ମତେ କହିବେ।ହାଇକୋର୍ଟ ରେ ଅର୍ଡର୍ ଟାଇମ୍ ମତେ ଦେଲେ ମୁଁ ଦେଖେଇବି।ଉଠେଇବ ମତେ !ମରିଯିବି।ଗରିବ ଲୋକଙ୍କ ପାଇଁ ଦଖଲ କରିଛି।
ନାବାଳିକାଙ୍କ ପାଇଁ ଏହି ଦଖଲ କରିଛି।ବୃଦ୍ଧ ଓ ବୃଦ୍ଧା ମାନଙ୍କ ପାଇଁ ଦଖଲ କରିଛି।ନିର୍ଯାତନା ମହିଳା ମାନଙ୍କ ପାଇଁ ମଧ୍ୟ ଦଖଲ କରୁଛି।ଆଜି ଏତେ ବର୍ଷ ହେଲାଣି ବିଜୁ ବାବୁ ମତେ ପ୍ରାଇଜ୍ ଦେଇ ଓ କହି ଆସିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ମଧ୍ୟ ପ୍ରମିଳା ଲେଖିକି ପଠେଇଛନ୍ତି ଏହି ବିଷୟରେ।
ଏବେ ଏସପି ନ ପାରିକି ଏଠିକି ପଠେଇଛନ୍ତି।ବି.ଏନ୍ .ସି କାହିଁକି ଟାଇମ୍ ମାଗିଥିଲେ?ମତେ ଆଲୋଚନା କରିବେ ବୋଲି ଡକେଇଥିଲେ ଏବଂ କହିବେ ବୋଲି କହିଥିଲେ। କଣ ପାଇଁ କିଛି ଆଲୋଚନା କରିଲେ ନାହିଁ ?ଏହି ଭଳି ଗଣମାଧ୍ୟମ ସାମନାରେ ପ୍ରମିଳା ତ୍ରିପାଠୀ ପ୍ରଶ୍ନ କରିଛନ୍ତି।