ରାଜ୍ୟ ଖବର

ଦେଖନ୍ତୁ ଏହି ଝିଅ ପୁଅ ମାନଙ୍କୁ ଏମିତି କିଛି କହିଦେଲା ଯାହା ହେଇଗଲା ଭାଇରାଲ

ଜଣେ ମହିଳା ଏମିତି କିଛି କଥା କହିଛନ୍ତି ଯାହାକି ଆଶର୍ଯ୍ୟକର ଘଟଣା।ଶୁଣିଲେ ମଧ୍ୟ ଚକିତ ହୋଇଯିବେ ।ମହିଳା ଜଣଙ୍କ ଏମିତି କଥା କହୁଛନ୍ତି ଯେ ମନକୁ ପୁରା କଥା ଗୁଡ଼ିକ ଛୁଇଁଯିବ।ଏହି ଭିଡିଓ ଟି ସୋସିଆଲ ମିଡିଆରେ ଭଇରାଲ ହୋଇଛି। ଜୀବନର କେବେ ଭଲ ପାଇଛନ୍ତି ,କି ଭଲ ପାଇବାକୁ କାହାକୁ ଚାହୁଁଛନ୍ତି ମହିଳା ଜଣଙ୍କ କଣ କହିଛନ୍ତି ଜାଣନ୍ତୁ।

ଚଳିତ ସମାଜରେ ଯେଉଁ ମାନେ ଭଲ ପାଉଛନ୍ତି ସେମାନଙ୍କର କିଛି ଦିନ ,କିଛି ବର୍ଷ ଭିତରେ ବ୍ରେକଅପ୍ ମଧ୍ୟ ହେଇଯାଉଛି ।ଭଲ ପାଇବା ମାତ୍ରେ କିଏ ଚକୋଲେଟ,ଦାମିକିଆ ଗିଫ୍ଟ ଅନ୍ୟାନ୍ୟ ଜିନିଷ ମଧ୍ୟ ପରସ୍ପରକୁ ଦେଇଥାନ୍ତି।କିନ୍ତୁ ପରବର୍ତ୍ତୀ ସମୟରେ ଉଭୟଙ୍କ ଭିତରେ ମନ ମାଳିନ୍ୟ ଦେଖାଦିଏ।

 

ସେଥିପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ ।ଶେଷରେ ବ୍ରେକ୍ ଅପ୍ ହୋଇଥାଏ।ଯଦି ଲାଇଫ ରେ କାହାକୁ ଭଲ ପାଉଛନ୍ତି ତେବେ ଗୋଟେ ଗରିବ ପୁଅକୁ ଭଲ ପାଅନ୍ତୁ ନହେଲେ ଗୋଟେ ଗରିବ ଝିଅକୁ ହିଁ ଭଲ ପାଆନ୍ତୁ ।ସେ କିଛି ଦାମିକିଆ ଉପହାର ନ ଦେଇ ପାରନ୍ତୁ କିନ୍ତୁ ଲାଇଫ ରେ ସେ କେବେ ଧୋକା ଦେଇପାରିବେ ନାହିଁ ଏଇଟା ସତ କଥା।

ଗୋଟେ ଗରିବ ପୁଅକୁ କି ଝିଅ କୁ ଭଲ ପାଇଲେ ଉଭୟ ଖୁସିରେ ରହିବେ ।ପରସ୍ପରକୁ ଭଲ ପାଇବା, ମିଶିକରି ରହିବା,କେହି କାହାକୁ ଧୋକା ମଧ୍ୟ ଦେବେ ନାହିଁ।ଉଭୟ ଦୁଇ ଜଣ ପରସ୍ପରକୁ ଭଲ ଭାବରେ ନିଜ ଫିଲିଙ୍ଗ କୁ ବୁଝିପାରିବେ ବୋଲି ମହିଳା ଜଣଙ୍କ ଏହି ଭଳି ଭାବରେ କହିଛନ୍ତି ଯାହାକି ସମସ୍ତଙ୍କ ମନକୁ କଥାଟି ଭଲ ଲାଗିଛି।

Leave a Reply

Your email address will not be published. Required fields are marked *