ରାଜ୍ୟ ଖବରଭାଇରାଲ ଭିଡିଓ

ନଦୀ କୂଳରେ ଲୋକଙ୍କୁ ଦେଖି ରା-ଗି-ଗ-ଲେ ହାତୀ, ତାପରେ ଘଟାଇଲେ ଭୟାନକ କା-ଣ୍ଡ, ଦେଖନ୍ତୁ ଭିଡିଓ

ଦ୍ରୁତ ଗତିରେ ହ୍ରାସ ପାଉଥିବା ଜଙ୍ଗଲ କାରଣରୁ ଧୀରେ ଧୀରେ ବନ୍ୟଜନ୍ତୁଙ୍କ ଉପରେ ସଙ୍କଟ ସୃଷ୍ଟି ହେବାକୁ ଲାଗିଲାନି | ତେଣୁ ଅନେକଥର ବନ୍ୟଜୀବମାନେ ମଣିଷକୁ ଦେଖିଲେ ଆ-କ୍ର-ମ-ଣ କରିଦେଇଥାନ୍ତି | କାହିଁକି ନା ସେମାନେ ନିଜ ଇଲାକାରେ କୌଣସି ମଣିଷ ଥିବାକୁ ପସନ୍ଦ କରିନଥାନ୍ତି | ଠିକ ଏମିତି ଏକ ଭିଡିଓ ଆମକୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା | ଯେଉଁଥିରେ ଏକ ହାତୀପଲ ମଣିଷମାନଙ୍କ ଉପରେ ଆ-କ୍ର-ମ-ଣ କରିଦେଲେ | ଏହାପରେ କଣ ହେଲା ଆପଣ ଏହି ଭାଇରଲ ଭିଡିଓରେ ଦେଖି ପାରିବେ | ଏହି ଭିଡିଓକୁ ଭାରତୀୟ ବନ ସେବାର ଅଧିକାରୀ ସାକେତ ନିଜର ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି | ଏହି ଭିଡିଓକୁ ସେୟାର କରିବାପରେ ଏହି ଭିଡିଓ ଭାଇରଲ ହେବାକୁ ଲାଗିଲା |

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨୮୦୦ ରୁ ଅଧିକ ଲୋକ ଦେଖିଲେଣି | ସେହିପରି ୨୬୫ ଲାଇକ ଏବଂ ୫୨ ଥର ରିଟ୍ୱିଟ ମଧ୍ୟ କରାଯାଇଛି | ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କୌଣସି ଏକ ଜଙ୍ଗଲ ମଝି ଦେଇ ଯାଇଥିବା ଏକ ନଦୀରେ ଏକ ହାତୀପଲ ଖୁବ ଜୋରରେ ଦୌଡୁଛନ୍ତି | କାରଣ ସେମାନଙ୍କୁ ନଦୀର ଆରପଟରେ କିଛି ଲୋକ ଦେଖାଯାଉଛନ୍ତି ଏବଂ ସେହି ଲୋକମାନଙ୍କୁ ଦେଖି ହାତୀମାନେ ରା-ଗି-ଗ-ଲେ ଏବଂ ସେମାନେ ଆ-କ୍ର-ମ-ଣ କରିବାକୁ ଦୌଡିଲେ |

ହାତୀମାନଙ୍କୁ ନିଜ ଆଡକୁ ଆସୁଥିବାର ଦେଖି ନଦୀକୂଳରେ ଥିବା ଲୋକମାନେ ନିଜର ଜୀବନ ବଞ୍ଚାଇ ଜୋରରେ ଦୌଡ଼ି ପଳାଇଯାନ୍ତି | ହାତୀମାନେ ନଦୀରେ ଜୋରରେ ଦୌଡ଼ି ଯାଇ ଲୋକମାନଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ସେପର୍ଯ୍ୟନ୍ତ ଲୋକମାନେ ସେଠାରୁ ପଳାଇଯାନ୍ତି | ସେମାନେ ପଳାଇ ଯିବା ସତ୍ତ୍ୱେ ମଧ୍ୟ ହାତୀମାନେ ଲୋକମାନଙ୍କର ପିଛା କରିବା ଛାଡ଼ନ୍ତି ନାହିଁ | ହାତୀମାନେ ନଦୀକୂଳରେ ପହଞ୍ଚିବା ମାତ୍ରେ ସେମାନଙ୍କୁ କୌଣସି ବ୍ୟକ୍ତି ସେଠାରେ ଦେଖିବାକୁ ମିଳିଲେ ନାହିଁ | କାରଣ ହାତୀମାନେ ଆସିବା ପୂର୍ବରୁ ହିଁ ସବୁ ଲୋକ ସେଠାରୁ ନିଜର ଜୀବନ ବଞ୍ଚାଇ ପଳାଇ ଯିବାରେ ସଫଳ ହୋଇଯାନ୍ତି | ନଚେତ ହାତୀମାନେ କାହାର ବି ଜୀବନ ନେଇପାରିଥାନ୍ତେ |

ଲୋକମାନେ ସେଠାରୁ ଯିବାପରେ ମଧ୍ୟ ହାତୀମାନେ ସେମାନଙ୍କୁ କିଛି ବାଟ ପର୍ଯ୍ୟନ୍ତ ପିଛା କରନ୍ତି, କିନ୍ତୁ ତାପରେ ସେମାନେ ଜଙ୍ଗଲ ଭିତରକୁ ଚାଲିଯାନ୍ତି | କୁହାଯାଏ ଯେ ହାତୀମାନଙ୍କୁ ସବୁବେଳେ ନିଜର ଏବଂ ନିଜ ପରିବାରର ଚିନ୍ତା ରହିଥାଏ | ତେଣୁ ସେମାନେ ଅନେକଥର ଜଙ୍ଗଲରେ ମଣିଷମାନଙ୍କୁ ଦେଖିଲେ ଆ-କ୍ର-ମ-ଣ କରିଦିଅନ୍ତି |

Leave a Reply

Your email address will not be published. Required fields are marked *