ରାଜ୍ୟ ଖବର

ଶକ୍ତି ମିଶ୍ର ଙ୍କ ଗୋଟେ କିଡନୀ ନଷ୍ଟ ହେଇ ଯାଇଛି, ଦୟା କରି ଜଗନ୍ନାଥ ଙ୍କୁ ଡାକନ୍ତୁ ସେ ଭଲ ହେଇ ଯାଆନ୍ତୁ

ବୟସ ରାଜ ପଥରେ ମନ ହେଲେ ବାଟବଣା, ଆସିଥିଲା କାଲି ସେ ରାତି କ ପାଇଁ ଏମିତି ଅନେକ ସୁପର ହିଟ ଗୀତ ଗାଉଥିବା ଆମ ଓଡ଼ିଶା ର ଗାୟକ ଶକ୍ତି ମିଶ୍ର ଙ୍କ ସ୍ଵସ୍ଥବ୍ୟସ୍ଥା ଏବେ ଅତ୍ୟନ୍ତ ଗୁରୁତର, ଶକ୍ତି ମିଶ୍ର ଙ୍କ ସେହି ଗୀତ ସବୁ ଆଜି ଯାଏ ଆମ ମନରେ ଘର କରି ଅଛି ଆଉ ଏବେ ବି ଆମେ ମଝିରେ ମଝିରେ ଗୁଣ ଗୁନାଉଥାଉ ତାଙ୍କର ସେହି ଗୀତ ସବୁ

ତେବେ ସୋମବାର ଦିନ ତାଙ୍କ ଅବସ୍ଥା ଖରାପ ହେଇଗଲା ଆଗରୁ ସେ କିଡନୀ ଆଉ ହୃଦୟ ଜନିତ ରୋଗ ରେ ପୀଡ଼ିତ ଥିଲେ ହେଲେ ଗତକାଲି ତାଙ୍କ ପରିସ୍ରା ରେ ରକ୍ତ ପଡ଼ିବା ସହ ଗୋଟେ କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହେଇ ଯାଇଥିବା ଜଣା ପଡିଛି, ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କିମ୍ସ ରେ ରଖି ଚିକିତ୍ସା କରା ଯାଉଛି, ଏବେ ସେ ଆଇସିୟୁ ରେ ଅଛନ୍ତି

 

ଆମେ ଭଗବାନ୍ ଙ୍କୁ ପ୍ରାର୍ଥନା କରୁଛ କି ଶକ୍ତି ସମ୍ପୂର୍ଣ୍ଣ ଭଲ ହେଇ ପୁଣି ଫେରି ଆସନ୍ତୁ ଆଉ ତାଙ୍କ କଣ୍ଠ ରୁ ଆମେ ପୁଣି ଥରେ ନୂଆ ନୁଆ ଗୀତ ଶୁଣିବାକୁ ପାଉ, ଆପଣ ମାନଙ୍କୁ ବି ଅନୁରୋଧ ଯେତେ ସମ୍ଭବ ଆପଣ ମାନେ ଭଗବାନ ଜଗନ୍ନାଥ ଙ୍କୁ ଡାକନ୍ତୁ ସେ ଜଲ୍ଦୀ ଭଲ ହେଇ ଯାଆନ୍ତୁ

 

 

 

 

Leave a Reply

Your email address will not be published. Required fields are marked *