ବିବାହିତ ସ୍ବାମୀ କୁ ନେଇ ବାଣ୍ଟ : ସପ୍ତାହ ର ୩ ଦିନ ରହିବେ ପତ୍ନୀ ସହ ଆଉ ୩ ଦିନ ରହିବେ ପ୍ରେମିକା ସହ…

ଆପଣ ତ ଜାଣିଥିବେ ଯେ ଆଜି କାଲି ମର୍ଡନ ସମାଜ ରେ ଲିଭ୍ ଇନ୍ ରିଲେସନ ରହିବା କେତେ ସହଜ ତେବେ ଗୋଟେ ସ୍ବାମୀ ସହ ଦୁଇଟା ସ୍ତ୍ରୀ ରହିବା ଆପଣ ଙ୍କୁ ବି ଶୁଣିବାକୁ ଅଯିବ ଲାଗୁଥିବ ନା ହେଲେ ଏହା ହେଇଛି

ଲିଭ ଇନ୍ ରେ ନିଜ ପ୍ରେମିକା ସହ ରହୁଥିବା ଯୁବକ ନିଜ ପ୍ରେମିକା ଗର୍ଭବତୀ ହେବା ଜାଣି ତାକୁ ଛାଡି ଫେରାର ହେଇଯାଇଥିଲା, ପରେ ଆସି ଅନ୍ୟ ଜଣେ ଝିଅ ସହ ବିବାହ ହେଇଯାଇଥିଲା ତେବେ ଆସାମ ର ପ୍ରେମିକା ଜଣକ ଖୋଜି ଖୋଜି ଆସି ପୂର୍ବତନ ପ୍ରେମିକ ପାଖ ରେ ପହଞ୍ଚି ଥିଲେ ଆଉ ଜାଣିବାକୁ ପାଇଥିଲେ କି ତାଙ୍କ ପ୍ରେମିକ ଜଣକ ବିବାହ କରିଦେଇଛନ୍ତି

ତେବେ ସେ ପ୍ରେମିକ ଘର ଆଗରେ ଆସି ହଂଗାମା କରିଥିଲେ ଆଉ ବିବାହ ହେବାକୁ ଜିଦ୍ ଧରିଥିଲେ ତେବେ ଏହା ଦେଖି ନିଜ ସ୍ବାମୀ ଙ୍କ ଅବସ୍ଥା ବୁଝି ପତ୍ନୀ ଜଣକ ନିଜ ସ୍ବାମୀ ଙ୍କୁ ନିଜ ପ୍ରେମିକା ସହ ବିବାହ କରିବାକୁ ଅନୁମତି ଦେଇଥିଲେ ,ଆଉ ଦୁଇଜଣଙ୍କ ବିବାହ ହେଇଥିଲା

ତେବେ ଏହା ପରେ ଦୁଇ ପକ୍ଷ ତରଫ ରୁ ବିଚାର ହେଇଥିଲା କି ସପ୍ତାହ ରେ ୩ ଦିନ ଗୋଟେ ସ୍ତ୍ରୀ ପାଖରେ ରହିବେ ଆଉ ଆଉ ୩ ଦିନ ଆଉ ଜଣ ଙ୍କ ପାଖରେ ରହିବେ ସ୍ବାମୀ, ଏଇ ନେଇ ଦୁଇ ଝିଅ ରକି ହେଇଥିବା ଜଣା ପଡ଼ିଛି

ତେବେ ଯୁବକଙ୍କର ପ୍ରଥମ ପତ୍ନୀ ସୋମବାର, ମଙ୍ଗଳବାର ଏବଂ ବୁଧବାର ପାଇଥିବାବେଳେ ଗର୍ଲଫ୍ରେଣ୍ଡରୁ ଦ୍ୱିତୀୟ ପତ୍ନୀ ହୋଇଥିବା ମହିଳା ଗୁରୁବାର, ଶୁକ୍ରବାର ଏବଂ ଶନିବାର ପାଇଛନ୍ତି।  ଯୁବକଙ୍କୁ ତାଙ୍କ ପିତାମାତାଙ୍କ ସହ ସମୟ ଅତିବାହିତ କରିବାକୁ ରବିବାର ଦିଆଯାଇଛି।

Leave a Comment

Your email address will not be published. Required fields are marked *

Scroll to Top