ଯଦି ଆପଣ ମାନେ ଓଲିଉଡ ପ୍ରେମୀ ହୋଇଥିବେ, ତାହେଲେ ଅଭିନେତ୍ରୀ ଗୁନଗୁନ୍ ଙ୍କୁ ତ ନିଶ୍ଚୟ ଜାଣିଥିବେ। ଗୁନଗୁନ୍ ବହୁ ସମୟ ଧରି ଓଲିଉଡ଼ ଜଗତରେ ଅଭିନୟ କରିଆସୁଛନ୍ତି। ସେ ଅନେକ ଚଳଚ୍ଚିତ୍ର, ଧାରାବାହିକ, ଟିଭି ଶୋରେ ଅଭିନୟ କରିବା ସହ ଷ୍ଟେଜ ଶୋ, ରିଆଲିଟି ଶୋ,ଏଫ୍ ଏମ୍ ରେଡ଼ିଓର ହୋଷ୍ଟ୍ ଭାବେ ଆଙ୍କରିଂ କରିଛନ୍ତି।
ଗୁନଗୁନଙ୍କ ଚଳଚ୍ଚିତ୍ର ମଧ୍ୟରେ “କିଛି ଖଟା କିଛି ମିଠା”,”ସାକ୍ଷୀ ରହିଲା ଏ ସିଂହ ଦ୍ଵାର” ଇତ୍ୟାଦି ଅନ୍ୟତମ। ସେ ଜଣେ ବହୁତ୍ ଭଲ କଳାକାର ଅଟନ୍ତି।ତାଙ୍କ ଅଭିନୟ ବହୁତ୍ ଭଲ ହୋଇଥାଏ।ସେ ତାଙ୍କ ଅଭିନୟ ଦ୍ୱାରା ଲୋକମାନଙ୍କ ଠାରୁ ବହୁତ୍ ଭଲ ପାଇବା ମଧ୍ୟ ପାଇଛନ୍ତି।
ସେ ଅଭିନୟ ଓ ଆଙ୍କରିଂ ଭିତରୁ ଆଙ୍କରିଂ କରିବାକୁ ବେଶି ଭଲ ପାଆନ୍ତି।ଭଲ ଅଭିନୟ କରିଲେ ମଧ୍ୟ ସେ ଜଣେ ଭଲ ମଣିଷ ଅଟନ୍ତି।ଗୁନଗୁନଙ୍କ ର ଏବେ ମ୍ୟାରେଜ୍ ହୋଇଛି। ଯାହାକି ଏବେ ସୋସିଆଲ ମିଡିଆରେ ତାଙ୍କ ବାହାଘର ର ଭିଡିଓ,ଫଟୋ ଭାରରାଲ୍ ହେଉଛି।
ତାଙ୍କ ବାହାଘରରେ ଅନାନ୍ୟ କଳାକାର ମାନେ ଆସିଥିଲେ।ଗୁନ୍ ଗୁନ ଙ୍କ ବାହାଘର ଭୋଜିରେ ଓଲିଉଡ ହିରୋ ସିଦ୍ଧାନ୍ତ ମହାପାତ୍ର , ତାଙ୍କ ସ୍ତ୍ରୀ ମାମା ମିଶ୍ର ଓ ଝିଅ ସାଇ ସିଦ୍ଧି ମଧ୍ୟ ଆସିଥିଲେ। କଣ୍ଠଶିଳ୍ପୀ ଅନନ୍ୟା ଓ ଅନ୍ତରା ମଧ୍ୟ ଗୁନଗୁନ୍ ଙ୍କ ବାହାଘରରେ ଆସିଥିଲେ ।