Ollywood

ଶେଷରେ ସିଦ୍ଧାନ୍ତ ଖୋଲି କହିଦେଲେ ଚପଲ୍ ନ ପିନ୍ଧିବାର ରହସ୍ୟ,କହିଲେ ମୁଁ ଆଉ କେବେ ବି ଚପଲ ପିନ୍ଧିବିନି!!

 

ନମସ୍କାର ପାଠକ ବନ୍ଧୁ।ଆସୁଛି ଓଡ଼ିଆ ଚଳଚ୍ଚିତ୍ର ନବ କଳେବର।ସମ୍ପୂର୍ଣ୍ଣ ନୂତନ ଧରଣ ର ଏହି ଫିଲ୍ମ ଟି ତିଆରି ହେଉଛି।ଜଗତ ର ନାଥ ଜଗନ୍ନାଥ ଙ୍କୁ ନେଇ ଏହି ଫିଲ୍ମ ଖୁବ୍ ସୁନ୍ଦର ଭାବେ କରା ଯାଇ ଅଛି।

ଯାହାକି ଦର୍ଶକ ଙ୍କୁ ଖୁବ୍ ପସନ୍ଦ ଆସିବ।ବହୁତ କମ୍ ଲୋକ ବିଶର ମହାନ୍ତି ଙ୍କ ଚରିତ୍ର ବିଷୟ ରେ ଜାଣି ଥିବେ।ହେଲେ ଏହି ଫିଲ୍ମ ଟି ରେ ଏହି ଚରିତ୍ର କୁ ଖୁବ୍ ସୁନ୍ଦର ଭାବେ ବର୍ଣ୍ଣନା କରା ଯାଇଛି।ଏହି ଚରିତ୍ର ରେ ଅଭିନୟ କରିଛନ୍ତି ଓଲିଉଡ ର ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର।

ଆଗରୁ ମଧ୍ୟ ଲୋକ ଙ୍କୁ ସେ ବହୁତ ହିଟ୍ ହିଟ୍ ଫିଲ୍ମ ଭେଟି ଦେଇଥିଲେ।ଏବେ ପୁଣି ଥରେ ସିଦ୍ଧାନ୍ତ ମହାପାତ୍ର ଏକ ସୁନ୍ଦର ଫିଲ୍ମ ରେ ଅଭିନୟ କରିଛନ୍ତି। ବିଶର ମହାନ୍ତି ସମୁଦ୍ର କୂଳ ରୁ ଜଗନ୍ନାଥ ଙ୍କ ବ୍ରହ୍ମ କୁ ନେଇ ଆସି ଥିଲେ।

ଏହା ପରେ ସେ ତାହାକୁ ଜଗନ୍ନାଥ ରୂପ ରେ ପରିଚିତ କରାଇ ଥିଲେ।ତାଙ୍କରି କଥା କୁ ନେଇ ନବକଳେବର ସିନେମା ଟି ତିଆରି ହୋଇଛି।ଲୋକ ମାନେ ମଧ୍ୟ ସେହି ଫିଲ୍ମ ବିଷୟ ରେ ଜାଣିବା ପାଇଁ ବହୁତ ଆଗ୍ରହ ଦେଖାଉ ଛନ୍ତି।

କେଉଁ ଦିନ ଏହି ଫିଲ୍ମ ଟି ରିଲିଜ ହେବ ତାହାକୁ ନେଇ ସମସ୍ତେ ଅପେକ୍ଷା କରି ରହିଛନ୍ତି।ଏହି ଫିଲ୍ମ ର ସୁଟିଂ ଚାଲୁ ଥିବା ସମୟ ରେ ସିଦ୍ଧାନ୍ତ ମହାପାତ୍ର ଙ୍କ ର ଏକ ସାକ୍ଷାତକାର ନିଆ ଯାଇଥିଲା।ଏଥିରେ ସେ କହିଥିଲେ କି ମୋତେ ଗୋଟିଏ ରାଜା ର ଭୂମିକା ଦିଆ ଯାଇଥିଲା।

ହେଲେ ମୁଁ ଏହି ବିଶର ମହାନ୍ତି ଙ୍କ ଭୂମିକା କୁ ନେବା ପାଇଁ କହିଥିଲି।ଏ ସବୁ ଭଗବାନ ଙ୍କ ଇଚ୍ଛା।ତାଙ୍କ ରି ଇଛା ରେ ଏହି ଫିଲ୍ମ ଟି ତିଆରି ହୋଇଛି।ଫିଲ୍ମ ଟି ଖୁବ୍ ସୁନ୍ଦର ହୋଇଛି।ସେମାନେ ଯେତେବେଳେ ମୋ ପାଖକୁ ଚଳଚ୍ଚିତ୍ର ଟି କୁ ନେଇ କରି ଆସି ଥିଲେ।

ମୁଁ ଏହାର ସମ୍ପୂର୍ଣ୍ଣ କାହାଣୀ ଶୁଣି ଥିଲି।ଏହା ପରେ ବିଶର ମହାନ୍ତି ଙ୍କ ଚରିତ୍ର କୁ କରିବା ପାଇଁ ରାଜି ହୋଇ ଥିଲି।ପ୍ରଭୁ ଙ୍କ ଇଚ୍ଛା ବିନା ଏହା କେବେ ବି ସମ୍ଭବ ହୋଇ ନ ଥାଆନ୍ତା।ମୁଁ କେବେ ବି ଭାବି ନ ଥିଲି ମୋତେ ଏଭଳି କିଛି ଚରିତ୍ର ମିଳିବ।

ହେଲେ ଏହି ଚରିତ୍ର କୁ ମୁଁ ପାଇ ବହୁତ ଖୁସି ଅଛି।ଏଭଳି କିଛି କହି ନିଜ ଖୁସି ବ୍ୟକ୍ତ କରି ଥିଲେ ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ର।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି।ଏବେ ଦେଖିବାକୁ ବାକି ରହିଲା କେବେ ଏହି ଚଳଚ୍ଚିତ୍ର ଟି ରିଲିଜ ହେଉଚି।

Leave a Reply

Your email address will not be published. Required fields are marked *