ଜ୍ୟୋତିଷ ଶାସ୍ତ୍ର

Shree krishna bani ଜୀବନରେ ଶାନ୍ତ ହେବେ ନା ଚାଲାକ୍ କଣ କୁହନ୍ତି ଶ୍ରୀକୃଷ୍ଣ

ବେଳେବେଳେ ଆପଣମାନେ ଶୁଣିଥିବେ ସେ କେତେ ଭୋଳା ଅଟେ।ଭୋଳା ଲୋକମାନଙ୍କୁ ସମାଜରେ ମୂର୍ଖ ଭାବିଥାନ୍ତି।ଭୋଳା, ସରଳ ଏବଂ ସାଧା ସିଧା ରହିବା ଆଜି କା ଦୁନିଆରେ ମୂର୍ଖ ବୋଲି ବିବେଚିତ ହୋଇଗଲେଣି।ଭୋଳା ହେବା କଣ ବେକାର ହୋଇଥାଏ

ମହେଦେବ କଣ ଜାଣିନାହାନ୍ତି ଚତୁର କେମିତି ହେବା କଥା। ଭୋଳପଣ ହେଉଛି ସବୁକିଛି ଭୁଲି ଯିବା।ଭୁଲିବା ପାଇଁ ମନ ,ନିର୍ମଳ,ସରଳ ଏଇସବୁ ରହିବା ଆବଶ୍ୟକ।ଯେଉଁ ମାନଙ୍କ ମନରେ ସବୁବେଳେ ବଳ,ଲୋଭ,ଲାଭ ଏଇସବୁ ରହିଥିବା ସେମାନେ କେବେ ଭୋଳା ହୋଇନଥିବେ।

ମନରେ ସରଳ ହୋଇଥିବେ ଏବଂ ସମ୍ମାନରେ ମଧ୍ୟ ସରଳ ହୋଇଥିବେ ସେଇମାନେ ହିଁ ଭୋଳା ହୋଇଥାନ୍ତି।ବିନା ହିସାବ କିତାବ ନ କରି ମଧ୍ୟ ଜିବନ ଖୁସିରେ ରହିଥାନ୍ତି।ସମାଜରେ ଏମିତି ଲୋକ ଅଛନ୍ତି ଯିଏ କି ସରଳ ଲୋକମାନଙ୍କର ଫାଇଦା ଉଠେଇ ଥାନ୍ତି।ଏବଂ ଆଉ କିଏ ସରଳ ଲୋକମାନଙ୍କୁ ଭଗବାନ ବନେଇ ଦିଅନ୍ତି।

 

ଭଲ ସରଳ ମଣିଷ ହେଉଛନ୍ତି ସିଏ ଯିଏ କି ଭଗବାନ ବନେଇ ଦେଲେ ଆନନ୍ଦିତ ହୋଇଯାଏ।ଏବଂ ଯେଉଁ ଲୋକମାନେ ଫାଇଦା ଉଠେଇ ଥିବେ ସେଥିରେ ବ୍ୟଥିତ ହୋଇଯିବେ। ନା ସମ୍ମାନର ଆଶା ରଖନ୍ତି। ନା ଅପମାନ ର ଧ୍ୟାନ।ମନରେ ସବୁବେଳେ କାମନା ରଖିଥାନ୍ତି।ଜଗତର କଲ୍ୟାଣ କରିଥାନ୍ତି।

Leave a Reply

Your email address will not be published. Required fields are marked *