ପୁଣି ଶଶୁର ଘର ଆଗରେ ବସିଲେ tapaswini, କହିଲେ ଏଇଠି ବସିବି ,ଖାଇବି, ଭିଡିଓ viral

ତପଶ୍ଵନି କହିଛନ୍ତି କୋର୍ଟରେ ଅର୍ଡର୍ ନ ହେଲା ଯାଏଁ ସେ ସୁମିତ ଙ୍କ ଘର ସାମ୍ନାରେ ରହିବେ।ସେଇଠି ହିଁ ବସିବେ,ଖାଇବେ ଓ ଶୋଇବେ। ଆସ୍କା ଆଇଆଇସି ଙ୍କୁ ଲିଖିତ ଭାବରେ ତପଶ୍ଵନି ଜଣେଇଛନ୍ତି।କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। କିଛି କାର୍ଯ୍ୟ କରିବେ କି ନାହିଁ ଜନେଇନାହାନ୍ତି।ଧାରଣ ସମୟରେ ପିଟିସନ ଦେଉଥିଲେ ଯେ ସ୍ବାମୀଙ୍କ ଘରେ ରହିବେ।

ସେହି ଶୁଣାଣି ଆଜି ହେବାର ଥିଲା କିନ୍ତୁ ସୁମିତ ଙ୍କ ଓକିଲ ଯେଉଁ କାଉଣ୍ଟର ଦେବାର ଥିଲା ସେ ସମୟ ପରିବର୍ତ୍ତନ କରିଛନ୍ତି।୧୫ ଦିନ ପାଇଁ ସମୟ ମାଗିଥିଲେ କିନ୍ତୁ ଏସ ଡି ଜି ଏମ୍ କିଛି ଭାବି ୨୦ ତାରିଖ ଦିନ ଦେବା ପାଇଁ କହିଛନ୍ତି।କାଲି ସକାଳେ ତପଶ୍ୱନି ତାଙ୍କ ଓକିଲ ଙ୍କ ସହିତ ମାଜିଷ୍ଟର ଙ୍କ ପାଖରେ ଅପିଲ୍ କରିବେ।

ଅର୍ଡର୍ ରେ ଉଲ୍ଲେଖ କରାଯାଇ ନାହିଁ କି କୋଉଠି ରହିବେ,କଣ କରିବେ ,୧୦ ତାରିଖ ରୁ ତାଙ୍କୁ ସେଠୁ ବାହାର କରିଦେଉଥିଲେ।କିନ୍ତୁ ୧୭ ତାରିଖ ଯାଏଁ ଅର୍ଡର୍ ଅଛି ଏବଂ ତାଙ୍କ ସ୍ବାମୀ ଛାଡ଼ିକି ଯାଇଛନ୍ତି। ବହୁତ କଷ୍ଟରେ ଚଳୁଥିଲେ ବି ସେଠି ରହିଲେ।କିନ୍ତୁ କେତେଦିନ ସେ ଏମିତି ନି-ର୍ଯା-ତ-ନା ସହିବେ।

ସେଥିପାଇଁ ସୁମିତ ଙ୍କ ଘର ସାମ୍ନାରେ ରହିବେ।ଏଇଟା ତାଙ୍କ ସ୍ବାମୀ ଓ ଶାଶୁ ଶଶୁରଙ୍କ ଘର।ଏଇଟା ହିଁ ତାଙ୍କ ପାଇଁ ସେଫ୍ ପ୍ଲେସ।ଅର୍ଡର୍ ରେ କୋଉଠି ବି ଉଲ୍ଲେଖ ହୋଇନାହିଁ ତପଶ୍ଵନି କୋଉଠି ରହିବେ।ତାହେଲେ ସେ ରାତିରେ କୋଉଠି ରହିବେ? ତପଶ୍ୱନି କହିଛନ୍ତି ନ୍ୟାୟ ନ ମିଳିଲା ଯାଏଁ ସେ ସୁମିତ ଙ୍କ ଘର ସାମ୍ନାରେ ହିଁ ରହିବେ।

Leave a Comment

Your email address will not be published. Required fields are marked *

Scroll to Top