ରାଜ୍ୟ ଖବର

Wikipedia ରେ Mihir Das ଙ୍କୁ ନେଇ ଦୁଃଖ ଖବର ଆସିଗଲା, ସାରା ଓଡ଼ିଶା ର ଲୋକ କହିଲେ ଏମିତି ଯେ ଆପଣ ଙ୍କ ବି ରକ୍ତ ହେବ ଗରମ, ଦେଖନ୍ତୁ video

ଆଜିକୁ କିଛି ଦିନ ତଳେ ଓଲିଉଡ ଇଣ୍ଡଷ୍ଟ୍ରି ର ଅଭିନେତା ମିହିର ଦାସ୍ ହସ୍ପିଟାଲରେ ଆଡ଼ମିଶନ ହୋଇଥିଲେ।ସେ ପୂର୍ବରୁ କିଡନୀ ରୋଗରେ ପୀଡିତ ହେଇଥିଲେ।ତାପରେ ତାଙ୍କୁ ଭେନ୍ତେଲେଟର୍ ରେ ରଖାଯାଇଥିଲା।ମିହିର ଦାସ୍ ଙ୍କୁ ନେଇ ଏବେ ଦୁଃଖଦ ଖବର ଆସିଛି।

ଅଭିନେତା ମିହିର ଦାସ୍ ଙ୍କ ର ଆଜି ମୃ-ତ୍ୟୁ ହୋଇଛି।କିନ୍ତୁ ମିହିର ଦାସ୍ ମରିଯାଇଛନ୍ତି ବୋଲି କଣ ପାଇଁ କହୁଛନ୍ତି?ଅଭିନେତା ମିହିର ଦାସ୍ ଙ୍କ ବିଷୟରେ ଗୁଗଲ୍ ଭୁଲ୍ ତଥ୍ୟ ଦେଇଛି। ଗୁଗଲ ଓ ୱିକି ପିଡ଼ିଆ ରେ କୁହାଯାଇଛି ଯେ ଅଭିନେତା ମିହିର ଦାସ୍ ଙ୍କ ମୃ-ତ୍ୟୁ ହୋଇଛି।

ଏବଂ ସେ ଯେବେ ମରିଛନ୍ତି ସେହି ତାରିଖ ବି ୱିକି ପିଡ଼ିଆ ରେ ଦର୍ଶା ଯାଇଛି।ଖବରଟି ଯେତେବେଳେ ଧିରେ ଧୀରେ ଇଲୋକଟରୀକ୍ ମିଡିଆରେ ଭାଇ ରାଲ୍ ହେଉଛି ଏହି ଖବରକୁ ନେଇ ଆମ ଓଡ଼ିଶା ସିନେ ଆସୋସିଏସନ୍ ଓ ଓଡ଼ିଆ କଳାକାର ମାନେ ଏହି ଖବର ଟି କୁ ଘୋର ନିନ୍ଦା କରିଛନ୍ତି।

ଏବଂ ଗୁଗଲ୍ କୁ ମଧ୍ୟ ବହୁତ୍ ନିନ୍ଦା କରିଛନ୍ତି।ୱିକି ପିଡ଼ିଆ ହେଉଛି ଏକ ପ୍ରତିଷ୍ଠିତ ସଂସ୍ଥା। ଓ ଏହା ଦ୍ବାରା ଯେତେବେଳେ ଏତେ ବଡ଼ ଭୁଲ୍ ହେଉଛି ସେଥିପାଇଁ ଏହି ସଂସ୍ଥା କୁ ଓଡ଼ିଶାର ସବୁ କଳାକାର ମାନେ ଘୋର ନିନ୍ଦା କରିଛନ୍ତି।କିନ୍ତୁ ଅଭିନେତା ମିହିର ଦାସ୍ ଙ୍କ ର ମୃ-ତ୍ୟୁ ହୋଇନାହିଁ।ସେ ଏବେ ମଧ୍ୟ ମେଡିକାଲ୍ ରେ ଆଇସିୟୁ ରେ ଅଛନ୍ତି।

Leave a Reply

Your email address will not be published. Required fields are marked *