Devotional

ସ୍ତ୍ରୀ ଙ୍କର ଏହି ଅଙ୍ଗ ଉପରେ ବାଳ ଥିଲେ ହୋଇଯିବେ ମାଲାମାଲ। ଏବେ ହିଁ ଦେଖନ୍ତୁ ଆପଣଙ୍କ ଭାଗ୍ୟ ବଦଳି ଯିବ !!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଯେଉଁ ମହିଳା ମାନଙ୍କର ଶରୀରରେ କିଛି ସ୍ଥାନରେ ଏଭଳି ଚିହ୍ନ ଥାଏ

ଆଉ ଯେଉଁ ଝିଅମାନଙ୍କର ନିଶ ହୋଇଥାଏ ସେମାନଙ୍କୁ ନେଇ କଣ ସବୁ ଖବର ଆସିଛି ତାହା ଆପଣମାନେ ଜାଣିପାରିବେ । ସବୁ ଝିଅ ଘରର ଲକ୍ଷ୍ମୀ ହୋଇଥାନ୍ତି । ସେମାନେ ଶାଶୁଘରକୁ ଗଲେ ମଧ୍ୟ ଲକ୍ଷ୍ମୀ ହୋଇଥାନ୍ତି।

କିନ୍ତୁ ସମୁଦ୍ର ଶାସ୍ତ୍ର ଅନୁସାରେ ସ୍ତ୍ରୀ ଲୋକମାନଙ୍କର କିଛି ବିଶେଷତା ବର୍ଣ୍ଣନା କରାଯାଇଛି । ଏହି ଦୁନିଆରେ ସ୍ତ୍ରୀଙ୍କର ବହୁତ ଯୋଗଦାନ ଅଛି । କାରଣ ସ୍ତ୍ରୀ ଏକ ନୂଆ ଜୀବନର ମୂଳ ଆଧାର ହୋଇଥାଏ ।

ଯେଉଁ ଘରେ ସ୍ତ୍ରୀକୁ ସମ୍ମାନ ଦିଆଯାଇଥାଏ ସେଠାରେ ମାଆ ଲକ୍ଷ୍ମୀ ବାସ କରନ୍ତି । ଶାସ୍ତ୍ରରେ ଅଛି କି ସ୍ତ୍ରୀଲୋକମାନଙ୍କର କିଛି ଅଙ୍ଗ ବଡ ହୋଇଥାଏ ଆଉ ସେମାନେ ଭାଗ୍ୟବାନ ହୋଇଥାନ୍ତି । ଏଭଳି ମହିଳା ତାଙ୍କ ସ୍ଵାମୀ, ପରିବାର ପାଇଁ ଶୁଭ ହୋଇଥାନ୍ତି ।

ଚମକୁଥିବା ନଖ ଥିଲେ ମହିଳାମାନେ ଭଲ ଚରିତ୍ରର ହୋଇଥାନ୍ତି । ସେମାନେ ତାଙ୍କ ସ୍ୱାମୀଙ୍କୁ ଭଲ ପାଇଥାନ୍ତି । ଯେଉଁ ମହିଳାମାନଙ୍କର ପାଦର ମଝି ଆଙ୍ଗୁଠି ବଡ ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି।

ଯେଉଁ ମହିଳାମାନଙ୍କର ବାମ ଗାଲରେ କଳାଜାଇ ଥାଏ ସେମାନେ ଖାଇବାର ସଉକ ରହିଥାନ୍ତି । ଯେଉଁ ମହିଳାମାନଙ୍କର ନାକ ଲମ୍ବା ହୋଇଥାଏ ସେମାନେ ସବୁ ସମସ୍ୟାର ସମାଧାନ କରିପାରନ୍ତି । ଏମାନେ ବହୁତ ଖର୍ଚ୍ଚ କରିଥାନ୍ତି । ତଳ ପାଦରେ ତ୍ରିକୋଣ ଥିବା ମହିଳାମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

ଯେଉଁ ମହିଳାମାନଙ୍କର ଆଖି ବଡ ବଡ ହୋଇଥାଏ ସେମାନଙ୍କ ଜୀବନରେ ସର୍ବଦା ପ୍ରେମ ଆଉ ସୁଖ ରହିଥାଏ । ସେମାନେ କେବେ ଅସୁବିଧା ଭୋଗନ୍ତି ନାହିଁ । ଲମ୍ବା ବାଳ ଥିବା ଝିଅମାନଙ୍କୁ ବିବାହ କରିଲେ ଶୁଭ ଫଳ ମିଳିଥାଏ ।

ଯେଉଁ ମହିଳା ମାନଙ୍କର ନିଶରେ ବାଳ ହୋଇଥିଲେ ଆଉ ତାହା ସ୍ପଷ୍ଟ ଦେଖାଯାଉଥିଲେ ସେହି ସ୍ତ୍ରୀ ରାଗି ହୋଇଥାନ୍ତି । ସ୍ବାମୀଙ୍କ ଉପରେ ହୁକୁମ ଚଳାଇଥାନ୍ତି । ଘରେ ଥିବା ଧନ ଏଭଳି ମହିଳା ଶେଷ କରି ଦେଇଥାନ୍ତି । ଏଭଳି ଅନେକ କଥା ମହିଳାମାନଙ୍କୁ ନେଇ ଆସିଥିବା ଖବର ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।

Leave a Reply

Your email address will not be published. Required fields are marked *