Special Report

ସ୍ତ୍ରୀର ଦେହକୁ ଛୁଇଁଲା ଡାକ୍ତର, ରାଗିଯାଇ ସ୍ୱାମୀ ଡାକ୍ତର ସହ କରିଲା ଏପରି କାମ!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଖବର ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଏହି ଘଟଣା ବିଷୟରେ ଯେ କେହି ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି । ଏହି ଘଟଣା ହେଉଛି ଜଣେ ଡାକ୍ତର ଯୁବକଙ୍କ ସ୍ତ୍ରୀ ଦେହରେ ହାତ ମାରି ଦେଇଥିଲେ । ଆଉ ଏହାପରେ ଏଭଳି କିଛି କରିଥିଲେ ସ୍ଵାମୀ ।

ଏହି ସ୍ବାମୀ ଜଣକ ସ୍ତ୍ରୀର ଦେହକୁ ଛୁଇଁଥିବାରୁ ସେ ଡାକ୍ତରଙ୍କୁ ରାସ୍ତାରେ ଅଟକ ରଖି ଜୀବନରୁ ମାରିବାକୁ ଚେଷ୍ଟା କରିଥିଲେ । ରାସ୍ତାରେ ସେହି ଡାକ୍ତର ଜଣଙ୍କୁ ଅଟକ ରଖି ତାଙ୍କୁ ମାଡ ମାରିଥିଲେ।

ଭୀମଭୋଇ ମେଡିକାଲର ହାଉସ ସର୍ଜର ଡକ୍ଟର ବିଶ୍ବରଂଜନ ସାହୁଙ୍କୁ ମାଡ ମାରି ତାଙ୍କ ଜୀବନ ନେବାକୁ ଚେଷ୍ଟା କରିଥିଲେ ଦୁଇ ଯୁବକ । ଆଉ ଏବେ ତାଙ୍କୁ ପୋଲିସ ଗିରଫ କରିଛି । ଏହି ଦୁଇ ବ୍ୟକ୍ତିଙ୍କୁ ବଲାଙ୍ଗୀର ପୋଲିସ ଗତକାଲି ଅପରାହ୍ନରେ ଗିରଫ କରିଛି ।

ବଲାଙ୍ଗୀର ଜିଲ୍ଲା ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଏହି ଅଭିଯୁକ୍ତ ଦୁଇଜଣଙ୍କୁ ଗିରଫ କରିଛି । କନ୍ଧମାଳ ଜିଲ୍ଲା ଗୁଛପଡ଼ା ଅଞ୍ଚଳରୁ ଗିରଫ କରିଛି । ଏହି ଅଭିଯୁକ୍ତ ଦୁଇଜଣ ହେଉଛନ୍ତି ସ୍ଥାନୀୟ କଲେଜ ଅଞ୍ଚଳର ।

ଏହି ଦୁଇଜଣ ଅଭିଯୁକ୍ତ ଡାକ୍ତରଙ୍କୁ ମାଡ ମାରି ଜୀବନ ନେବାକୁ ଚେଷ୍ଟା କରିଥିଲେ ଆଉ ଏହି ଘଟଣାକୁ ୨୪ ଘଣ୍ଟା ନ ପୁରୁନୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏବେ ଏହି ଦୁଇଜଣ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଅଭିଯୋଗ ହେଉଛି କି ଏହି ବ୍ୟକ୍ତି ଜଣକର ସ୍ତ୍ରୀ ଚିକିତ୍ସା କରିବା ପାଇଁ ମେଡିକାଲ ଯାଇଥିଲେ । ଆଉ ଏହି ଡାକ୍ତର ଜଣକ ତାଙ୍କର ଚିକିତ୍ସା କରିବା ସମୟରେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ ।

ଆଉ ଏହି କଥା ସ୍ତ୍ରୀ ସ୍ବାମୀଙ୍କୁ କହିଥିଲା । ସ୍ବାମୀ ସମୀର ଏହି କଥା ଶୁଣି ଡାକ୍ତରଙ୍କୁ ଯୁବନ୍ସ୍ତି ମାରି ଦେବେ ବୋଲି ଏଭଳି କରିଥିଲେ । କିନ୍ତୁ ଡାକ୍ତର ଜଣକ ଏବେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *