ରାଜ୍ୟ ଖବର

ରାସ୍ତା ରେ ଯାଉଥିଲେ ସାଂସଦ Anubhav ହଠାତ ଘଟିଲା ଏମିତି ଘଟଣା ଦେଖନ୍ତୁ ଭିଡିଓ

ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ଙ୍କ ସହ ଅଲଗା ହେବା ପରେ ବିବାଦ ଘେର ରେ ରହି ଆସୁଛନ୍ତି । ଯାହା ଫଳରେ ଅନୁଭବ ଙ୍କୁ ସମସ୍ତେ ଭୁଲ ବୁଝୁଛନ୍ତି ।

କିନ୍ତୁ ବିବାଦ ମଧ୍ୟରେ ରହି ମଧ୍ୟ ଅନୁଭବ କରିଛନ୍ତି ଏମିତି ଏକ କାମ ଯାହାପାଇଁ ସାରା ଓଡ଼ିଶାରେ ତାଙ୍କ ପାଇଁ ସମ୍ମାନ ବୃଦ୍ଧି ପାଇଛି । ରାସ୍ତାରେ ଅନୁଭବ ଯାଉଥିବା ବେଳେ ଜଣେ ଅସହାୟ ଙ୍କ ଖବର ପାଇଥିଲେ ।

ତାଙ୍କ ଖବର ପାଇ ତାଙ୍କ ପାଖକୁ ଯାଇ ତାଙ୍କର ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ ସାଂସଦ ଅନୁଭବ ମହାନ୍ତି । ଏହାପରେ ତାଙ୍କର ଯାହା ଅସୁବିଧା ଜାଣି ତାଙ୍କ ଅସୁବିଧା ରେ ଭାଗିଦାରୀ ହେବା ସହ ତାଙ୍କର ଆଗକୁ ଆସୁଥିବା ପ୍ରତ୍ୟେକ ଟି କାର୍ଯ୍ୟରେ ସାହାର୍ଯ୍ୟ କରିବେ ବୋଲି କହିଛନ୍ତି ସାଂସଦ ଅନୁଭବ ମହାନ୍ତି ।

 

ତାଙ୍କର ଏହି ଉତ୍ତମ କାର୍ଯ୍ୟ ପାଇଁ ପ୍ରଶଂସା ର ସୁଅ ଛୁଟୁଛି । ସବୁବେଳେ ଲୋକଙ୍କ ପାଇଁ ଏମିତି ଭଲ କାମ କରୁଥାନ୍ତୁ ଅନୁଭବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave a Reply

Your email address will not be published. Required fields are marked *