ଭାଇରାଲ ଭିଡିଓ

Viral video – ମଦ ପିଇ ନାଚିଲେ ମହିଳା ଦେଖନ୍ତୁ ମେମିତି ନାଚୁଛନ୍ତି ମହିଳା ଏମିତି ନାଚ ଆଗରୁ ଦିନେ ଦେଖିନଥିବେ

ମଦ ଜୀବନରେ ସବୁ ବର୍ବାଦ କରିଦିଏ । ମଦ ପିଇଲେ ଆମେ ଆମର ସବୁ ହିତାହିତ ଜ୍ଞାନ କୁ ହରାଇ ବସୁ । ସେହି ସମୟରେ ଆମେ କଣ କରୁଛେ କଣ ନାହିଁ । ତାଲାବନ୍ଦ ସମୟରେ ସବୁଠୁ ଆଧିକ ବିକ୍ରି ହୋଇଥିବା ଜିନିଷ ହେଉଛି ମଦ ।

ତାଲାବନ୍ଦ ସମୟରେ ମଦ ମିଳୁନଥିବା ବେଳେ ଯେଉଁ ଦିନ ତାଲାବନ୍ଦ ଖୋଲିଥିଲା ସେହି ଦିନ ସବୁଠାରୁ ଅଧିକ ମଦ ହିଁ ବିକ୍ରୀ ହୋଇଥିଲା । ମଦ ସ୍ବାସ୍ଥ୍ୟ ପ୍ରତି କ୍ଷତି କାରକ ହୋଇଥିବା ବେଳେ ଜାଣି ଶୁଣି ମଧ୍ୟ ଲୋକେ ମଦ ପିଉଛନ୍ତି ।

ତେବେ ମଦ ପିଇଲେ ମଣିଷ ତାର ସତ୍ଵ କେମିତି ହରାଇ ବସେ ତାହା ଆପଣ ଦେଖନ୍ତୁ ଆଜିର ଭିଡ଼ିଓରେ । ଆଜିର ଭିଡ଼ିଓରେ ଝିଅ ଜଣଙ୍କ ମଦ ପିଇଛନ୍ତି ଏବଂ ମଦ ପିଇ କେମିତି ନାଚୁଛନ୍ତି ଦେଖନ୍ତୁ ।

ଏହି ଭିଡିଓ ଦେଖନ୍ତୁ ଏବଂ ଆପଣଙ୍କୁ ତାଙ୍କ ମଦପିଇ ନାଚିବା ସମ୍ପର୍କରେ କଣ ଅନୁଭବ କରୁଛନ୍ତି ଆମକୁ କମେଣ୍ଟ କରନ୍ତୁ । ମଦ ପିଇବା ଉଚିତ୍ କିମ୍ବା ନୁହେଁ ଆମକୁ ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

 

Leave a Reply

Your email address will not be published. Required fields are marked *