ଏବେ ସବୁଦିନ ପାଇଁ ଏକାଠି ହେଲେ ତପସ୍ୱିନୀ-ସୁମିତ । ଆଜି ହେଉଛି ଅପେକ୍ଷା ର ଅନ୍ତ ଏବଂ ସକାଳ ର ନୂଆ କିରଣ ରେ ସପ୍ତମ ଦିନ ର ଶୁଭ ସକାଳ ।
ଏହି ମଧ୍ୟରେ ଦୁହିଁଙ୍କ ମଧ୍ୟରେ ତିକ୍ତତା ସବୁଦିନ ପାଇଁ ସରିଯାଇଛି l ଛନ୍ଦି ହୋଇଯାଇଛନ୍ତି ଦୁହେଁ ଦୁହିଁଙ୍କ ପ୍ରେମର ଜାଲରେ ଏବେ ର ସକାଳରେ ତାଙ୍କ ପ୍ରେମର ନୂଆ କିରଣ ସାଜିଛି l ବର୍ତ୍ତମାନ ନୂଆ ଘର ଖୋଜିବାକୁ ଚେଷ୍ଟା କରିଛନ୍ତି ଦୁଇ ଦମ୍ପତି l
ନିଜ ସ୍ୱାମୀଙ୍କୁ ପାଇବା ପାଇଁ ସବୁଠୁ ଅଧିକ ଚେଷ୍ଟା କରି ଧାରଣାରେ ବସିଥିଲେ l ଏହାଦ୍ୱାରା ଓଡିଶାରେ ଲୋକପ୍ରିୟ ହୋଇପାରିଥିଲେ ତପସ୍ୱିନୀ l ସମସ୍ତେ ଚାଁହୁଥିଲେ କିପରି ଏହି ଦୁଇ ଯୋଡି ଏକାଠି ହେଇଯାଆନ୍ତୁ l
ଆଜି ସମସ୍ତଙ୍କ ଇଚ୍ଛା ପୁର୍ଣ ହୋଇଛି ଏବେ ଏକାଠି ଅଛନ୍ତି ତପସ୍ୱିନୀ l ବର୍ତମାନ ଦୁହେଁ ଅତିଥି ଭବନ ଛାଡି କିପରି ଘର ଭଡା ନେଇ ରହିବେ ଏବେ ଆଗାମୀ ସଂସାର ଗଢିବେ ସେ ନେଇ ଚିନ୍ତା କରୁଛନ୍ତି l
ସୁର ରାଉତରାୟ ଦୁହିଁଙ୍କୁ ଏକାଠି ରହିବାର ପରାମର୍ଶ ଦେଇଥିଲେ ଯାହାକି ଆଜି ସଫଳ ହୋଇଛି l ସାରା ଓଡିଶାବାସୀ ଦୁହିଁଙ୍କ ଆଗାମୀ ଜୀବନ ସୁଖମୟ ହେବାପାଇଁ ଆଶ୍ରିବାଦ ଦେଇଛନ୍ତି l
ଦୁହିଁଙ୍କ ଜୀବନ ସୁଖମୟ ହେବାପାଇଁ ଆପଣ ମଧ୍ୟ କମେଣ୍ଟ ମାଧ୍ୟମରେ ସୁଭେତ୍ସା ଜଣାନ୍ତୁ l