ରାଜ୍ୟ ଖବର

କାମ ଦେଲାନି Sura Routray ଙ୍କ Tapaswini-sumit ଙ୍କ ୭ ଦିନ ଏକାଠି ରହିବା formula ଦେଖନ୍ତୁ ଏ ନେଇ କଣ କହିଲେ ସୁର ରାଉତରାୟ

ସୁର ରାଉତରାୟ ସବୁବେଳେ ନିଜର କଥାବାର୍ତ୍ତା ଏବଂ କହିବା ଶୈଳୀ ଅନୁସାରେ ଲୋକଙ୍କ ନଜର ରେ ଲୋକପ୍ରିୟ ହୋଇଥାନ୍ତି । ସୁର ରାଉତରାୟ କଂଗ୍ରେସ ର ହୋଇଥିବା ବେଳେ ତାଙ୍କୁ ଅନେକ ବିଜେଡି ଏବଂ ବିଜେପି ଲୋକ ମଧ୍ୟ ପସନ୍ଦ କରିଥାନ୍ତି ।

ସବୁରି ମୂଳରେ କେବଳ ଗୋଟିଏ କଥା ସୁର ରାଉତରାୟ ଙ୍କ ମୁଁହ ଉପରେ କାହାକୁ ନ ଡରି ରୋକ୍ ଠୋକ୍ କଥା କହିବା । ବହୁ ଚର୍ଚ୍ଚିତ ତପସ୍ୱିନୀ ଏବଂ ଡାକ୍ତର ସୁମିତ ଙ୍କ ମାମଲାରେ ସୂର୍ ରାଉତାୟଙ୍କ ଭୂମିକା ମଧ୍ୟ ରହିଛି ।

ମାନ୍ୟବର କୋର୍ଟ  ସୁମିତ ଏବଂ ତପସ୍ୱିନୀ ଙ୍କୁ ୭ ଦିନ ପରିବାର ଠାରୁ ଦୂରରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଦୁହେଁ ଏକାଠି ରହିଥିବା ବେଳେ ଦୁହିଁଙ୍କ ମଧ୍ୟରେ କିଛି ଭଲ ଭାବେ ବୁଝାମଣା ହୋଇନଥିଲା ।

ଏବଂ ସୁମିତ ମଧ୍ୟ ତପସ୍ୱିନୀ ଙ୍କୁ ଛାଡି ଫେରାର ହୋଇଯାଇଥିଲେ । ଏହି ସମ୍ପର୍କରେ ସୁର ରାଉତରାୟ ଙ୍କ ରାୟ ନିଆ ଯାଇଥିବା ବେଳେ ସେ କହିଥିଲେ ହେ ୭ ଦିନ ଏକାଠି ଶୋଇଲେ ଏବଂ ତାଙ୍କର କିଛି ହେଲାନି ମୁଁ ଆଉ କିଛି କହିବିନି।

ମାନ୍ୟବର ଜଜ୍ ଚମତ୍କାର ଜଜ ସବୁ ଅଲଗା ହେବାକୁ ଚାହୁଁଥିବା ଯୋଡ଼ି ମାନଙ୍କ ଠାରେ ନିଶ୍ଚିତ ଥରେ ଏହି ଫର୍ମୂଲା ଆରମ୍ଭ ହେବା ଦରକାର ।

ତପସ୍ଵିନୀ ଙ୍କୁ ସୁମିତ ଏମିତି ଛାଡି କଣ ଠିକ୍ କଲେ କି ଭୁଲ କଲେ କମେଣ୍ଟ ମାଧ୍ୟମରେ ଆମକୁ ନିଶ୍ଚିନ୍ତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *